Odisha Link
Bridging the Missing Links in Odisha
Browsing Tag

coronavirus

କରୋନା କାଳ ଚକ୍ରରେ ଅଭିନେତ୍ରୀ ତନାଜ

ମୁମ୍ବାଇ:  କରୋନା କାଳର ଚକ୍ରରେ ପୁଣି ପଡ଼ିଯାଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଅପନା ଭି ଟାଇମ୍ ଆଏଗାର ଅଭିନେତ୍ରୀ ତନାଜ ଈରାନୀ । ସେ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି। ଏହା ସହିତ ସେ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ। ତନାଜ ଲେଖିଛନ୍ତି…

ସୁପରଷ୍ଟାର ଚିରଞ୍ଜୀବୀଙ୍କୁ କରୋନା

ନୂଆଦିଲ୍ଲୀ : ତେଲଗୁ ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏହା ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଚିରଞ୍ଜୀବୀଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପାଇଁ ପ୍ରାର୍ଥନା କରୁଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି , ମୋର ଆଗାମୀ…

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି…

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ…

ଏଣିକି ଅଗଷ୍ଟରୁ ରାଜ୍ୟରେ ଦିନକୁ ୨୦ ହଜାର…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପୂର୍ବ ଅପେକ୍ଷା ରାଜ୍ୟରେ ଅଧିକା ଟେଷ୍ଟ ହେଉଥିବାରୁ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହକୁ ନଜରରେ ରଖି ରାଜ୍ୟରେ ଅଗଷ୍ଟରୁ କୋଭିଡ ଟେଷ୍ଟ ସଂଖ୍ୟା ବଢ଼ଯିବ। ଏନେଇ ସୂଚନା…

୨୪ ଘଣ୍ଟାରେ ୧୧୨ ଆକ୍ରାନ୍ତ ଚିହ୍ନଟ, ଜଣେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଫଳରେ ରାଜ୍ୟରେ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଆଉ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ନୟାଗଡ଼: ଆଉ ୭ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼: ରାଜ୍ୟରେ ଆଜି ସର୍ବାଧିକ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଁଞ୍ଚିଛି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ଆଜି ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କରୋନା ଭୂତାଣୁ ଯୋଗୁଁ…

ଓଏଲ୍‌ ବ୍ୟୁରୋ: ବିଶ୍ବ ସାରା କରୋନା ଭୂତାଣୁ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ସେଇ ସମାନ ନାମରେ ଏକ ଆମେରିକୀୟ ବିଅର୍‌ ବ୍ରାଣ୍ଡ୍‌ ବ୍ୟବସାୟ ପ୍ରଭାବିତ ହୋଇଛି। କରୋନା ଭୂତାଣୁ ବ୍ୟାପିବା ପରଠାରୁ ଆମେରିକାରେ ଏହି ବିଅର୍‌ ବିକ୍ରି କମିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ବିଅର…

କରୋନାକୁ ଦୂରେଇବ ଏହି ବଟିକା!

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଖାଇଲେ କରୋନା ଭୂତାଣୁକୁ ଦୂରେଇ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଘୋଷଣା ପରେ ଏବେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା। ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୩ ତାରିଖରେ ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ (ICMR) ଏକ ବିବୃତ୍ତିରେ…

ଭାରତରେ ୫୦୦ କରୋନା ଆକ୍ରାନ୍ତ,…

ଓଏଲ୍‌ ବ୍ୟୁରୋ: ଆଜି ସକାଳ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୨ ହୋଇଥିବା ବେଳେ ଦିନରେ ଏ ସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ଦେଶରେ ୯ ଜଣ କରୋନା ଭୂତାଣୁ ପ୍ରଭାବରେ ମୃତ୍ୟୁବରଣ କରି ସାରିଲେଣି। ଦେଶର ୩୨ ରାଜ୍ୟରେ ସମ୍ପୂର୍ଣ୍ଣ' ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ବି…

କେଉଁଠି କେତେ ସମୟ ବଞ୍ଚିପାରିବ କରୋନା…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ପବନବାହୀ ନୁହେଁ ବୋଲି ଏଯାଏଁ ପରିଗଣିତ ହେଉଥିବା ବେଳେ ଏକ ନୂଆ ଗବେଷଣା ଏ ବିମର୍ଶକୁ ଭୁଲ ପ୍ରମାଣିତ କରିଛି। କରୋନା ପବନରେ ମଧ୍ୟ ବଞ୍ଚିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଚିନ୍ତାପ୍ରକଟ କରିଛି। ମେଡିକାଲ କର୍ମଚାରୀମାନେ ବାୟୁବାହୀ ରୋଗ-ପ୍ରତିରୋଧକ ବ୍ୟବସ୍ଥା…