Odisha Link
Bridging the Missing Links in Odisha
Browsing Tag

coronavirus

ଓଡ଼ିଶାରେ ଲକ୍‌ଡାଉନ୍‌ ଆରମ୍ଭ

ଭୁବନେଶ୍ବର: ଓଡ଼ିଶାରେ ଆଜି ସକାଳୁ ଆରମ୍ଭ ହୋଇଛଇ ସପ୍ତାହ ବ୍ୟାପୀ ଲକ୍‌ଡାଉନ୍। କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏ ନେଇ ବଡ଼ ଘୋଷଣା କରିଥିଲେ। ପୂର୍ବରୁ ରାଜ୍ୟରେ ଥିବା କଟକଣା ବଳବତ୍ତର ରହିବା ସହ ଆଜି ଠାରୁ ୭ ଦିନ ଯାଏଁ ରାଜ୍ୟର ୪୦ ପ୍ରତିଶତ…

କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା…

ମୁମ୍ବାଇ : ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ତେଣୁ ବିଦେଶକୁ ଯାତାୟତ ପାଇଁ କଟକଣା କରାଯାଇଛି । ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ସିନେମା ଶୁଟିଂ ବନ୍ଦ ହୋଇଯାଇଛି । ସେଲିବ୍ରେଟିମାନେ…

ଆଇସୋଲେଶନରେ ଅଛନ୍ତି ବଲିଉଡର ଦୁଇ…

ମୁମ୍ବାଇ :ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ତେଣୁ ବିଦେଶକୁ ଯାତାୟତ ପାଇଁ କଟକଣା କରାଯାଇଛି । ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ୬୬ ବର୍ଷୀୟ ଭଜନ ସମ୍ରାଟ ଅନୁପ…

ହଲିଉଡ ଅଭିନେତ୍ରୀ ଓଲଗା କରୋନା ଭାଇରସରେ…

ମୁମ୍ବାଇ :  କରୋନାର ଭୟ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଟମ ହାଂକସଙ୍କ ପରେ ଏବେ ଆଉ ଜଣେ ହଲିଉଡ ସେଲିବ୍ରିଟି କରୋନା ଭାଇରସର ଶିକାର ହୋଇଛନ୍ତି । ଜେମ୍ସ ବଣ୍ଡଙ୍କ 'କ୍ୱାଣ୍ଟମ ଅଫ ସୋଲେସ' ରେ ନଜର ଆସିଥିବା ଓଲଗା କୁରିଲେଙ୍କ ଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଭିନେତ୍ରୀ ଜଣକ ନିଜେ…

କରୋନା: ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ…

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ। କରୋନା ଭାଇରସ୍‌ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ, ସାରା ଦେଶରେ ମୋଟ…

ଗଞ୍ଜାମ ପରେ ଯାଜପୁରରେ ବି ୧୪୪ ଜାରି ,…

ଯାଜପୁର: ସାର ବିଶ୍ବରେ କୋରନା ଭୟର ବାତା ବରଣ ସୃଷ୍ଟି ହୋଇଛି। କରୋନାରେ ଭାରତରେ ୧୧୪ ପହଞ୍ଚି ଥିବା ବେଳେ ଓଡ଼ିଶାରେ ଜଣେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। କରୋନାର ମୁକାବିଲା ପାଇଁ ସାର ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ରାଜର ୨ଟି ଜିଲ୍ଲାରେ ୧୪୪ ଧାରା ଜାରି…

କରୋନାକୁ ନେଇ ସଚେତନ କଲେ ରାକ୍ଷୀ ଆଉ…

ମୁମ୍ବାଇ : କରୋନା ଭାଇରସ ସାରା ବିଶ୍ବରେ କାୟାବିସ୍ତାର କରି ସାରିଲାଣି । ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ'ଣ କ'ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ…

କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ…

ମୁମ୍ବାଇ : କରୋନା ଭୟ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି । ବୁଧବାର ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିରେ ରହୁଥିବା କ୍ରିଷ୍ଟିନ୍‌ ହିଗିଙ୍ଗ୍‌ସଙ୍କ ପୋଷ୍ଟକୁ ଶେୟାର କରିଛନ୍ତି । କ୍ରିଷ୍ଟିନ୍‌ ନିଜ…

କରୋନା କବଳରେ ହଲିଉଡ୍ ଲୋକପ୍ରିୟ ଅଭିନେତା…

ଅଷ୍ଟ୍ରେଲିଆ : ଚୀନ୍‌ର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ର ଦିନକୁ ଦିନ ସାରା ବିଶ୍ବରେ ବ୍ୟାପି ସାରିଲାଣି । ତଥା ଇଟାଲୀ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ସମେତ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। କରୋନା ଯୋଗୁ ଇଟାଲୀରେ ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସମୟରେ ଭାରତରେ ମଧ୍ୟ…

ଜାହାଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭୂତାଣୁର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଆକ୍ରାନ୍ତରେ ଅନେକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହାର କିଛି ମାତ୍ରାର ଆଶଂଙ୍କା ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ୨ଜଣ କରୋନାରେ ଆକ୍ରାନ୍ତ…