Odisha Link
Bridging the Missing Links in Odisha
Browsing Tag

Covishield

ରାଜ୍ୟରେ ପହଁଞ୍ଚିଲା ସାଢ଼େ ୯ ଲକ୍ଷ…

ଭୁବନେଶ୍ବର: ରାଜ୍ୟରେ ପହଁଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗତକାଲି ଅର୍ଥାତ୍‌ ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିବା ବେଳେ ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା। କୋଭିସିଲ୍‌ଡ ଓ କୋଭାକ୍ସିନ ପହଞ୍ଚିବା ପରେ ଏବେ ରାଜ୍ୟରେ ସ୍ୱାଭାବିକ ହେବ…

କୋଭିସିଲଡ ପାଇଁ ସାନି ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ କୋଭିସିଲଡ ଟିକା ବ୍ୟବଧାନ ଅବଧି ପରେ କୋଭିସିଲଡ ଟିକା ପାଇଁ ସାନି ଗାଇଡଲାଇନ ଜାରି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଗାଇଡଲାଇନ ଜାରି…

‘କୋଭିସିଲ୍‌ଡ୍‌’ର ୨ ଡୋଜ୍‌ ମଧ୍ୟରେ…

ନୂଆଦିଲ୍ଲୀ: ‘କୋଭିସିଲ୍‌ଡ୍‌’ର ୨ୟ ଡୋଜ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ। ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ପାଇଁ ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି…

ଓଡ଼ିଶା ଆସୁଛି ଲକ୍ଷେ ଡୋଜ କୋଭିସିଲ୍ଡ…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଅନ୍ୟପଟେ କରୋନାକୁ ମାତ୍‌ ଦେବା ପାଇଁ ସବୁଠି ଚାଲିଛି ଟିକାକରଣ ପ୍ରକ୍ରିୟା।…

ଟିକା ଆସିଲେ ତତ୍‌କ୍ଷଣାତ୍‌ ହେବ…

ଭୁବନେଶ୍ବର: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ ପରେ ଆଜି DMET ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତ୍‌କ୍ଷଣାତ୍‌ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା…

ସେରମ୍ ଟିକା ପ୍ରସ୍ତୁତିକୁ ଅନୁମତି

ଭୁବନେଶ୍ବର: ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି କରିବାକୁ ଅନୁମତି। କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି ନେଇ ଅନୁମତି ଦେଲେ DCGI। ବିକ୍ରି ଉଦ୍ଦେଶ୍ୟରେ ଟିକା ପ୍ରସ୍ତୁତି ପାଇଁ ସେରମ୍‌କୁ ମିଳିଛି ଅନୁମତି। ଗତକାଲି ବିଶେଷଜ୍ଞ କମିଟି ଟିକାର ଜରୁରୀକାଳୀନ ବ୍ୟବହାର…

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ:…

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରତିହତ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଉଭୟ ଟିକା ନିରାପଦ ବୋଲି ଆଜି ଭାରତୀୟ ଔଷଧ ନିୟାମକ ନିର୍ଦ୍ଦେଶକ କହିଛନ୍ତି। ଡିସିଜିଆଇ ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ, ବହୁ ପରୀକ୍ଷାନିରୀକ୍ଷା ପରେ ଏହି…

କୋଭିସିଲ୍ଡର ବ୍ୟବହାର ପାଇଁ ଅନୁମତି…

ନୂଆଦିଲ୍ଲୀ: କରୋନା ଭାକସିନ୍ ନେଇ ସମସ୍ତେ ଅପେକ୍ଷାରେ। ଫାଇଜର ପରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏହାସହ ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇ ସମ୍ମୁଖରେ ଆବେଦନ କରିଥିବା ପ୍ରଥମ ସ୍ୱଦେଶୀ କମ୍ପାନୀ ହୋଇଛି। ସୂଚନାନୁସାରେ, ସେରମ ଇନଷ୍ଟିଚ୍ୟୁଟ୍…

ଭାରତରେ କୋଭିସିଲ୍‌ଡର ପରୀକ୍ଷଣ ସ୍ଥଗିତ :…

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରତିହତ କରିବା ପାଇଁ ଭାରତରେ କୋଭିସିଲ୍‌ଡର ପରୀକ୍ଷଣ ଜାରି ରହିଥିବା ବେଳେ ଏବେ ଟୀକା ପରୀକ୍ଷଣ ବନ୍ଦ କରାଯାଇଛି। ଆମେରିକା ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ କୋଭିସିଲ୍‌ଡ ଟୀକା ପରୀକ୍ଷଣରେ ସାମୟିକ ବିରତି ନେଇ ଆଜି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି। ସେରମ…