Odisha Link
Bridging the Missing Links in Odisha
Browsing Tag

ELECTION 2024

ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ

ଓଏଲ୍‌ ବ୍ୟୁରୋ: ପଦ୍ମ ଶିବିରରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ନିକଟରେ କଂଗ୍ରେସ ଛାଡ଼ିଥିବା ପ୍ରବୋଧ ତିର୍କୀ ଆଜି ସୋନପୁରରେ ଆୟୋଜିତ ବିଜେପି ସମାବେଶରେ ଆନୁଷ୍ଠାନିକ ଭାବେ ଦଳରେ ମିଶିଛନ୍ତି।ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ…

୫ ବର୍ଷରେ ଓଡ଼ିଶାକୁ ଦେଶରେ ନମ୍ବର-୧…

ଓଏଲ୍‌ ବ୍ୟୁରୋ: ସୋନପୁର ମାଟିରୁ ନିର୍ବାଚନ ବିଗୁଲ ଫୁଙ୍କିଲେ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହ। ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସୋନପୁର ମାଟିରୁ ଶାହଙ୍କ ରଣହୁୁଙ୍କାର। ଜୟ ଜଗନ୍ନାଥ କହି ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ। ଏଥିସହିତ ରାଜ୍ୟ ସରକାରଙ୍କ ଉପରେ…

ଆଳି: ନିର୍ବାଚନ ଖର୍ଚ୍ଚ ପାଇଁ ଜମି…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଗହଳି। ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରୋଚକ ମୋାଡ଼ରେ ପହଁଞ୍ଚିଛି ଆଳି ରାଜନୀତି। ଆଉ ଏସବୁ ମଧ୍ୟରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି…

ନିର୍ବାଚନ ୨୦୨୪: ଆଜି ପ୍ରଚାର ମୈଦାନକୁ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିିଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ବି…

ଓଏଲା ବ୍ୟୁରୋ: କଟକ-ବାରବାଟୀ ବିିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିିଛି ସୁପ୍ରିମ ଆଶ୍ବସ୍ତି। ହେଲେ ନିର୍ବାଚନ ଦୃଷ୍ଟିକୋଣରୁ ଦେଖିଲେ ମିଳିଛି ବଡ଼ ଝଟକା। କାରଣ ୨୦୨୪ ନିର୍ବାଚନ ଲଢ଼ିପାରିବେନି ମହମ୍ମଦ ମୋକିମ। ଓଆରଏଚଡିସି ଦୁର୍ନୀତି ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ବିରୋଧରେ…

ଓଡ଼ିଶା: ଏପ୍ରିଲ ଶେଷ ସପ୍ତାହରେ ତାତିକୁ…

ଓଏଲ୍‌ ବ୍ୟୁରୋ: ତାତି ବଢ଼ିବା ସାଙ୍ଗକୁ ରାଜ୍ୟରେ ଏବେ ନିର୍ବାଚନର ପ୍ରଚାର ବି ଜମୁଛି। ୨୦୨୪ ମହାସଂଗ୍ରାମ ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ଏପ୍ରିଲ ଶେଷ ସପ୍ତାହରୁ ପ୍ରଚାର ମୈଦାନରେ ହେବ ହେଭିଓ୍ବେଟ୍‌ ନେତାଙ୍କ ଟକ୍କର। କାରଣ…

ନୀଳଗିରି ବିଧାନସଭା: ପ୍ରାର୍ଥୀ ଘୋଷଣା…

ଓଏଲ୍‌ ବ୍ୟୁରୋ:ବାଜି ସାରିଛି ନିର୍ବାଚନୀ ବିଗୁଲ।ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନୀଳଗିିରି ରାଜନୀତି ପ୍ରତି ମୁହୁର୍ତ୍ତରେ ରୋଚକ ମୋଡ଼ ନେବାରେ ଲାଗିଛି। କାରଣ ନୀଳଗିରି ବିଧାନସଭା ଏଭଳି ଏକ ଆସନ ଯେଉଁଠି ରାଜ୍ୟର ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ…

ଷଷ୍ଠ ପର୍ଯ୍ୟାୟରେ ବିଜେଡି କାଟିଲା ୫…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିର ପାରା ଉପରମୁହାଁ। ବିଭିନ୍ନ ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। ଆଜି ବିିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭା ନିିର୍ବାଚନ ପାଇଁ ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଜି ବିଜେଡି ସୁପ୍ରିମୋ ୯ଟି ଆସନ ପାଇଁ…

ପଦ୍ମ ଧରିବେ ସୌମ୍ୟ-ପ୍ରସନ୍ନ !

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ…

ଗଣତନ୍ତ୍ରର ମହାପର୍ବ ଆରମ୍ଭ: ୧୦୨ଟି…

ଓଏଲ୍‌ ବ୍ୟୁରୋ: ବିଶ୍ବର ସବୁଠୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେଲା ମହାପର୍ବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା…