Odisha Link
Bridging the Missing Links in Odisha
Browsing Tag

Hathras Gangrape

ପୁଣି ଥରେ ହାଥ୍ରାସ ପୀଡିତାଙ୍କ ପରିବାରକୁ…

ଲକ୍ଷ୍ନୌ: ହାଥ୍ରାସ୍ ଗଣଦୁଷ୍କର୍ମ ପୀଡିତା ପରିବାରକୁ ଆଜି ଦ୍ୱିତୀୟ ଥର ପାଇଁ ଭେଟିଛନ୍ତି ସିବିଆଇ ଟିମ୍। ଏଥିସହିତ ଅପରାଧ ଘଟିଥିବା ଜାଗା ଦେଖିଛନ୍ତି। ପୋଲିସ ପକ୍ଷରୁ ଆଲିଗଡ ଜେଲରେ ରହିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ପଚରା ଉଚୁରା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସମୟରେ…

ହାଥରସ ଘଟଣା ଏକ ଅନରକିଲିଂ: ଓକିଲ ଏପି…

ହାଥରସ: ଦିଲ୍ଲୀ ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଥିବା ଓକିଲ ଏପି ସିଂହ ଆଜି ହାଥରସ ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପହଞ୍ଚିଛନ୍ତି ଏପି ସିଂହ। ହାଥରସ ଘଟଣା ଅନରକିଲିଂ ବୋଲି ଏପି ସିଂହ କହିଛନ୍ତି। ଏଥିସହ ଓକିଲ ଏପି…

ହାଥରସ ମାମଲା, ନାବାଳିକା ସହ ଦୁଷ୍କର୍ମ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରାସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଜାରି ରହିଥିବା ବେଳେ ବିଜେପି ନେତା ବିନୟ କଟିୟାର ହାଥରାସ ଗଣଦୁଷ୍କର୍ମ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ହାଥରସରେ ନାବାଳିକା ସହ କୌଣସି ଦୁଷ୍କର୍ମ ହୋଇନାହିଁ। ପୀଡିତାଙ୍କ ମେରୁଦଣ୍ଡରେ…

ହାଥରସ ଅଭିମୁଖେ ରାହୁଲ ଗାନ୍ଧୀ

ହାଥରସ: ହାଥରସ ଅଭିମୁଖେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ। ହାଥରସ ଯିବା ସମୟରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ରାହୁଲଙ୍କୁ ଅଟକାଇଲା ପ୍ରଶାସନ। କେବଳ ୫ ଜଣଙ୍କୁ ହାଥରସ ଯିବାକୁ ପ୍ରଶାସନ ଅନୁମତି ଦେଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ…

ହାଥରସ ପୀଡିତାଙ୍କ ନ୍ୟାୟ ଦାବି କରି ଏପରି…

ମୁମ୍ବାଇ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ନ୍ୟାୟ ଦାବି କରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତ ଏ ମାମଲାରେ ଆଗକୁ ବାହାରିଛନ୍ତି। ଏବେ ଏଥିରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ…

ହାଥରସ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ…

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପୀଡିତାଙ୍କ ଗାଁକୁ ପୋଲିସ ପୂରା ଛାଉଣି କରି ରଖିଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ପୀଡିତାଙ୍କ ଗାଁରେ ନାକାବନ୍ଦୀ କରାଯାଇଛି। ଗାଁର ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ଯାଇ…

ହାଥ୍ରାସ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ…

ଲକ୍ଷ୍ନୌ: ହାଥ୍ରାସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଭିଡିଓ କଲ୍ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ…