Odisha Link
Bridging the Missing Links in Odisha
Browsing Tag

IPL 2020

IPL ୨୦୨୦: ଆସିଲା ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: କରୋନା କାଳରେ ଅନୁଷ୍ଠିତ ହେଉଛି ଫଟାଫଟ୍‌ କ୍ରିକେଟ ଲିଗ୍‌ IPL। ଆସନ୍ତା ୧୯ ତାରିଖରୁ ନଭେମ୍ବର ୧୦ ଯାଏଁ ୟୁଏଇରେ ଅନୁଷ୍ଠିତ ହେବ IPL ୨୦୨୦। ଏଥିପାଇଁ ସରିଛି ଚୂଡ଼ାନ୍ତ ପ୍ରସ୍ତୁତି। ଆଜି ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଜାରି ହୋଇଛି IPL ୨୦୨୦ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ। ରୋହିତ ଶର୍ମାଙ୍କ…

IPL ୨୦୨୦: ଖେଳିବେନି ମାଲିଙ୍ଗା, ତାଙ୍କ…

ନୂଆଦିଲ୍ଲୀ: ମୁ‌ମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ଲାସିଥ୍‌ ମାଲିଙ୍ଗା ଖେଳିବେନି IPL ୨୦୨୦। ବ୍ୟକ୍ତିଗତ କାରଣରୁ ଚଳିତ IPL ସଂସ୍କରଣ ଖେଳିବେନି ଏହି ଷ୍ଟାର ଖେଳାଳି। ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି। IPLର ୪ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କ ବଦଳ ଖେଳାଳି ଭାବେ…

IPL ୨୦୨୦: ଦୀପକଙ୍କ ପରେ CSKର ରୁତୁରାଜ…

ନୂଆଦିଲ୍ଲୀ: ଚଳିତ ବର୍ଷ IPL ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମକୁ ଗୋଟିଏ ପରେ ଗୋଟିଏ ଝଟକା। ଗତକାଲି ଚେନ୍ନାଇର ଦ୍ରୁତ ବୋଲର ଦୀପକ ଚହର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି CSKର ଜଣେ ବ୍ୟାଟସମ୍ୟାନ କରୋନା ପଜଜିଟିଭ ଚିହ୍ନଟ ହୋଇଛନ୍ତି। CSKର ବ୍ୟାଟସମ୍ୟାନ୍‌ ରୁତୁରାଜ ଗାଏକ୍ବାଡେ କରୋନା…

ଚଳିତବର୍ଷ IPL ଖେଳିବେନି ରାଇନା, ଘରକୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ଖେଳିବେନି CSKର ଉପ-ଅଧିନାୟକ ଷ୍ଟାର ଖେଳାଳି ସୁରେଶ ରାଇନା। ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏହି ବାମହାତି ବ୍ୟାଟସମ୍ୟାନ୍। ଫଳରେ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଯାହାଫଳରେ CSK କୁ ଲାଗିଛି ଆଉ ଏକ ଝଟକା। ବ୍ୟକ୍ତିଗତ କାରଣରୁ ସୁରେଶ…

IPL 2020: CSKର ଜଣେ ଖେଳାଳି, ୧୨…

ଆବୁଧାବି: IPL ୨୦୨୦ ପୂର୍ବରୁ ଖେଳାଳି କରୋନା ପଜିଟିଭ ଚିହ୍ନଟ। ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ CSKର ୧୨ ସହଯୋଗୀ ଷ୍ଟାଫ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସପ୍ତାହେ ପୂର୍ବରୁ ୟୁଏଇରେ ପହଁଞ୍ଚିଥିବା ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ…

IPL-୨୦୨୦: ପ୍ରାୟୋଜକ ତାଲିକାରୁ ବାଦ…

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ୍‌ ସଂସ୍କରଣରୁ ବାଦ ପଡ଼ିଲା ଚିନୀ କମ୍ପାନୀ ଭିଭୋ। ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଭାରତୀୟ କ୍ରିକେଟ ବୋର୍ଡ ଚୀନ କମ୍ପାନୀ ଭିଭୋକୁ ଚଳିତ ବର୍ଷ ଆଇପିଏଲ୍‌ ପ୍ରାୟୋଜକରୁ ବାଦ୍‌ ଦେଇଛି ବିସିସିଆଇ। ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା…

ସେପ୍ଟେମ୍ବର ୧୯ରୁ IPL, ଚୀନ କମ୍ପାନୀ…

ଓଏଲ୍‌ ବ୍ୟୁରୋ: ଗୋଟିଏ ପଟେ ଚୀନ୍‌ ପ୍ରସ୍ତୁତ ଆପ୍‌କୁ ନିଷିଦ୍ଧ କରୁଥିବା ଭାରତ ଏଇ କରୋନା କାଳରେ ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅଣ୍ଟା ଭିଡ଼ିଛି। ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁନାଇଟେଡ୍‌ ଆରବ ଏମିରଟ୍‌ସ (ୟୁଏଇ)ରେ ଅନୁଷ୍ଠିତ ହେବ।…