Odisha Link
Bridging the Missing Links in Odisha
Browsing Tag

jagannath Mandir

ମହାପ୍ରଭୁଙ୍କ ଦୟଣା ଚୋରି ନୀତି;…

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି। ଏଥିପାଇଁ ବାଙ୍ଗାଲୋରରୁ ଆସି ପହଞ୍ଚି ସାରିଛି ମହାପ୍ରଭୁଙ୍କ ଦୟଣା। ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି। ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା…

ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ…

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚାଲିଛି। ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ…

ଶ୍ରୀ ମନ୍ଦିର ବାରିକେଡରେ ଫସିଗଲା ଶିଶୁର…

ପୁରୀ: ଶ୍ରୀ ମନ୍ଦିର ସାମ୍ନା ଚପଲ ଷ୍ଟାଣ୍ଡ ବାରିକେଡ୍‌ରେ ଫସିଗଲା ଶିଶୁର ମୁଣ୍ଡ। ବାରିକେଡ୍‌ ଲୁହା ରଡ ଫାଙ୍ଖରେ ଫସିଗଲା ୪ ବର୍ଷର ଶିଶୁର ମୁଣ୍ଡ। ପରେ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାର୍ଯ୍ୟରେ ଲୁହାରଡ କାଟି ଶିଶୁକୁ ଇଦ୍ଧାର କରାଯାଇଛି। ଭବାନୀପାଟଣାରୁ ପରିବାର ସହ ଶ୍ରୀ…

ଆସନ୍ତା ରବିବାରଠୁ ବନ୍ଦ ରହିବ…

ଭୁବନେଶ୍ୱର: ଡରାଇଲାଣି କରୋନା କାୟା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ରାଜ୍ୟରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାରଠୁ ବନ୍ଦ ରହିବ ଶ୍ରୀମନ୍ଦିର। ଆସନ୍ତା ରବିବାର ଏପ୍ରିଲ ୪ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାନିଟାଇଜେସନ…

ମହାପ୍ରଭୁଙ୍କୁ ୫ କିଲୋ ସୁନା ଦାନ କଲେ…

ପୁରୀ: ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଭକ୍ତ ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ଼ଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଏବଂ ଦୁଇଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଏବଂ…

ଆରମ୍ଭ ହେଲା ମେଘନାଦ ପ୍ରାଚୀର ମରାମତି…

ପୁରୀ: ଆରମ୍ଭ ହୋଇଛି ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ। ଠିକ ସେହିପରି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଲୁହାର ଭାରା ମଧ୍ୟ ବନ୍ଧାଯାଇଛି। ଅନ୍ୟପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳୁ ମାଗଣା…

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଅନୁରୋଧ। ମାଗଣା କୋଭିଡ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସେବାୟତ ଓ ତାଙ୍କର ପରିବାରକୁ ମାଗଣା କୋଭିଡ୍ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍‌…

ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବେ…

ମୁମ୍ବାଇ: କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଜଗନ୍ନାଥ ମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା ୨୩ ତାରିଖରୁ ଶ୍ରୀ ମନ୍ଦିର ଖୋଲିବାକୁ ଯାଉଛି। ଶ୍ରୀ ମନ୍ଦିର ଖୋଲିବା ନେଇ ଭକ୍ତଙ୍କ ମନରେ ଖୁସି ଉତ୍ସୁକତା ଥିବାବେଳେ ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବାକୁ ମନ ବଳାଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା…

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ସମସ୍ତ ଧର୍ମାନୁଷ୍ଠାନ ଦର୍ଶନ କରିପାରିବେ। ପ୍ରଥମ ଦୁଇ ଦିନ ଅର୍ଥାତ…