Odisha Link
Bridging the Missing Links in Odisha

ଶ୍ରୀ ମନ୍ଦିର ବାରିକେଡରେ ଫସିଗଲା ଶିଶୁର ମୁଣ୍ଡ

ପୁରୀ: ଶ୍ରୀ ମନ୍ଦିର ସାମ୍ନା ଚପଲ ଷ୍ଟାଣ୍ଡ ବାରିକେଡ୍‌ରେ ଫସିଗଲା ଶିଶୁର ମୁଣ୍ଡ। ବାରିକେଡ୍‌ ଲୁହା ରଡ ଫାଙ୍ଖରେ ଫସିଗଲା ୪ ବର୍ଷର ଶିଶୁର ମୁଣ୍ଡ। ପରେ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାର୍ଯ୍ୟରେ ଲୁହାରଡ କାଟି ଶିଶୁକୁ ଇଦ୍ଧାର କରାଯାଇଛି। ଭବାନୀପାଟଣାରୁ ପରିବାର ସହ ଶ୍ରୀ ମନ୍ଦିର ଆସିଥିଲେ ୪ ବର୍ଷର ଶିଶୁକନ୍ୟା। ଦର୍ଶନ ସାରି ଫାରିବା ସମୟରେ ଏହି ଅଘଟଣ ଘଟିଛି।

 

Comments are closed.