Odisha Link
Bridging the Missing Links in Odisha
Browsing Tag

trapped

ଅତଡା ଖସି କୂଅରେ ଫସିଲେ ୫ ଶ୍ରମିକ,…

ଢେଙ୍କାନାଳ: କୂଅ ଖୋଳୁଥିବା ବେଳେ କୂଅରେ ଫସିଲେ ଶ୍ରମିକ। ଅତଡା ଖସିବାରୁ ଚାପିହୋଇ କୂଅରେ ଫସିଗଲେ ୫ ଶ୍ରମିକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, କୂଅରେ ନନ୍ଦ ବସାଉଥିବା ସମୟରେ ମାଟି ଅତଡ଼ା ଧସିବାରୁ ଶ୍ରମିକମାନେ ଆଉ କୂଅରୁ ବାହାରି ପାରିନଥିଲେ।…

ଶ୍ରୀ ମନ୍ଦିର ବାରିକେଡରେ ଫସିଗଲା ଶିଶୁର…

ପୁରୀ: ଶ୍ରୀ ମନ୍ଦିର ସାମ୍ନା ଚପଲ ଷ୍ଟାଣ୍ଡ ବାରିକେଡ୍‌ରେ ଫସିଗଲା ଶିଶୁର ମୁଣ୍ଡ। ବାରିକେଡ୍‌ ଲୁହା ରଡ ଫାଙ୍ଖରେ ଫସିଗଲା ୪ ବର୍ଷର ଶିଶୁର ମୁଣ୍ଡ। ପରେ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାର୍ଯ୍ୟରେ ଲୁହାରଡ କାଟି ଶିଶୁକୁ ଇଦ୍ଧାର କରାଯାଇଛି। ଭବାନୀପାଟଣାରୁ ପରିବାର ସହ ଶ୍ରୀ…

ମହାନଦୀ ପଠାରେ ଫସିଛନ୍ତି ହାତୀପଲ

କଟକ: କଟକ ଜିଲ୍ଲା ବାଙ୍କି ମହାନଦୀ ପଠାରେ ଫସିଛନ୍ତି ହାତୀ ପଲ। ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି। ପାଣି ଭିତରେ ପ୍ରାୟ ୧୮ଟି ହାତୀ ଫସି ରହିଥିବା ଜଣାପଡିଛି। ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି…