Odisha Link
Bridging the Missing Links in Odisha

ଆସନ୍ତା ରବିବାରଠୁ ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ୱର: ଡରାଇଲାଣି କରୋନା କାୟା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ରାଜ୍ୟରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାରଠୁ ବନ୍ଦ ରହିବ ଶ୍ରୀମନ୍ଦିର।

ଆସନ୍ତା ରବିବାର ଏପ୍ରିଲ ୪ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାନିଟାଇଜେସନ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଠାରୁ ସୂଚନା ମଳିଛି । ପୂର୍ବରୁ ଛତିଶା ନିଯୋଗରେ ସାନିଟାଇଜେସନ ପାଇଁ ଶ୍ରୀମନ୍ଦିର ରବିବାର ବନ୍ଦ ନେଇ ପ୍ରସ୍ତାବ ପାରିତ ହୋଇଥିଲା।

Comments are closed.