Odisha Link
Bridging the Missing Links in Odisha
Daily Archives

March 28, 2021

ବିଧାୟକଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ:…

ଭୁବନେଶ୍ୱର: ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରୁ ଲଗାତାର ଭାବେ ଶାସକ ବିଜେଡ଼ିର ଗୁଣ୍ଡାମାନେ ବିଜେପି ଦଳର ନେତା ଓ କର୍ମୀମାନଙ୍କୁ ରାଜନୈତିକ ହତ୍ୟା କରିଚାଲିଛନ୍ତି। ଓଡ଼ିଶାର ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ସରକାରୀ ଦଳର ପ୍ରରୋଚନାରେହତ୍ୟା କରାଯାଇଛି । ଆଉ ଏବେ ଯାଜପୁର ଜିଲ୍ଲା ବିଜେପିର ବରିଷ୍ଠ…

ରାଜଧାନୀରୁ ୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ବିଏମ୍‌ସି…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ଦୋଳ ପୂର୍ଣ୍ଣିମାରେ ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ୨୧ (ଗ) ଖୁଆଡ ମଧ୍ୟରେ ଧଳା ରଙ୍ଗର ବାଘୁଣୀ ବିଜୟାର ତୃତୀୟ ଗର୍ଭରୁ ଜନ୍ମ ନେଇଛନ୍ତି ୩ଟି ଶାବକ। ଏନେଇ ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କର୍ତୁପକ୍ଷ ସୂଚନା ଦେଇଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ବାଘ…

NITରୁ ଆଉ ୪ ପଜିଟିଭ ଚିହ୍ନଟ

ରାଉରକେଲା: ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି NITରୁ ଆଉ ୪ ପଜିଟିଭ ଚିହ୍ନଟ। ପ୍ରଥମେ ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଆଜି ଆଉ ୪ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ୭ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ ଷ୍ଟାଫ ମଧ୍ୟ ଥିବା ରାଉରକେଲା ADM ଅବୋଲି ସୁନୀଲ…

ବାୟୁସେନାରେ ସାମିଲ ହେବ ଆଉ ୧୦ଟି ରାଫେଲ…

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆହୁରି ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ସେନାରେ ସାମିଲ ହେବ। ଏହି ୧୦ ନୂଆ ବିମାନର ସାମିଲ ସହ ବାୟୁସେନାର ଦ୍ୱିତୀୟ ରାଫେଲ ସ୍କାର୍ଡନ ମଧ୍ୟ ଗଠିତ ହେବ। ୧୦ଟି ନୂତନ ରାଫେଲ ସାମିଲ ହେବା ପରେ…

ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସହ…

ଭୁବନେଶ୍ବର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୀଷଣ କାଳବୈଶାଖୀ ସହ ପ୍ରବଳ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଦିଆଯାଇଛି। ସତର୍କ ସୂଚନା ମୁତାବକ, ଆଜି ଅପରାହ୍ନରେ ଦିନ…

୩ ଛୁଆଙ୍କୁ ବିଷ ଦେଇ ବିଷ ପିଇଲା ମା

ଭୁବନେଶ୍ୱର: ୩ ଛୁଆଙ୍କୁ ବିଷ ଦେଇ ବିଷ ପିଇଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ। ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ଆତ୍ମହତ୍ୟା ଉଦ୍ୟମ କରିଛି ମାଆ ସୂଚନା ମୁତାବକ, ୩ ଛୁଆଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩…

ମାସ୍କ ନ ପିନ୍ଧିଲେ ଯିବେ ଜେଲ୍

ହାଇଦ୍ରାବାଦ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଦେଶରେ ୬୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁଡ଼ିକ…

ଆସନ୍ତା ରବିବାରଠୁ ବନ୍ଦ ରହିବ…

ଭୁବନେଶ୍ୱର: ଡରାଇଲାଣି କରୋନା କାୟା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ରାଜ୍ୟରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାରଠୁ ବନ୍ଦ ରହିବ ଶ୍ରୀମନ୍ଦିର। ଆସନ୍ତା ରବିବାର ଏପ୍ରିଲ ୪ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାନିଟାଇଜେସନ…

ଅରୁଗୁଳ IITରୁ ୧୦ ଛାତ୍ର କରୋନା ପଜିଟିଭ

ଖୋର୍ଦ୍ଧା: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଖୋର୍ଦ୍ଧା ଜଟଣୀ ସ୍ଥିତ ଅରୁଗୁଳ IITରୁ କରୋନା ପଜିଟିଭ ଚିହ୍ନଟ ହୋଛନ୍ତି। ଅରୁଗୁଳ…