Odisha Link
Bridging the Missing Links in Odisha
Browsing Tag

Lord Jagannath

ରଥଯାତ୍ରା: ଶ୍ରୀସୁଦର୍ଶନଙ୍କ ପହଣ୍ଡି ଶେଷ

ପୁରୀ :ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି। ପ୍ରଥମେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହେଲେ ସୁଦର୍ଶନ ଠାକୁର। ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି। ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ…

ଧାଡ଼ି ପହଣ୍ଡିରେ ତିନି ଠାକୁର

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି। ପ୍ରଥମେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହେଲେ ସୁଦର୍ଶନ ଠାକୁର। ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି। ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ…

ଆଉ କିଛି ସମୟରେ ଆସିବେ ଶ୍ରୀଜିଉ; ରଥ,…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏଥିପାଇଁ ବଡ଼ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ବିଭୋର ଭକ୍ତଙ୍କ ସମାଗମ। ରଥ,ପଥ ସବୁ ପ୍ରସ୍ତୁତ ଥିବାବେଳେ ଶ୍ରୀଜିଉଙ୍କୁ ସିଂହଦ୍ବାର ଆଗରେ ଅପେକ୍ଷା କରିଛନ୍ତି ତିନି ରଥ। ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ…

ମହାବାହୁଙ୍କୁ ଦର୍ଶନ କଲେ ମହାମହିମ, ଦେଲେ…

ପୁରୀ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଦୀପ ଜାଳିବା ସହିତ ମହାପ୍ରଭୁଙ୍କ ତୁଳସୀ ମାଳ ଭେଟି ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ। ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁତ ଜନ…

ବଡ଼ଦେଉଳରୁ ଖସିଲା ପ୍ଲାଷ୍ଟର !

ଓଏଲ୍‌ ବ୍ୟୁରୋ: ବଡ଼ଦେଉଳରୁ ଆସିଲା ବଡ଼ ଖବର। ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପ୍ଲାଷ୍ଟର। ପାଖାପାଖୀ ଦେଢ଼ କେଜି ଓଜନର ଏକ କେମିକାଲ ଯୁକ୍ତ ପ୍ଲାଷ୍ଟର ଖସିଥିବା ସୂଚନା ରହିଛି। ପ୍ଳାଷ୍ଟରଟିକୁ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। ପଥର ଖସିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ…

ଜଗା ଦୁଆରୁ ହଟିଲା କଟକଣା, ଏଣିକି ବିନା…

ଓଏଲ୍‌ ବ୍ୟୁରୋ: ଭକ୍ତଙ୍କ ପାଇଁ ଖୁସିର ଖବର। ଭାବର ଠାକୁର କାଳିଆ ଦର୍ଶନ ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଭକ୍ତଙ୍କ ପାଇଁ ଜଗା ଦୁଆର ଖୋଲାଅଛି। ହେଲେ ଯେଉଁ ଶ୍ରଦ୍ଧାଳୁଙ୍କ ପାଖେ କୋଭିଡ ସାର୍ଟିଫିକେଟ୍‌ ନଥିଲା ସେମାନେ ଜଗା ଦର୍ଶନରୁ ବଞ୍ଚିତ ହେଉଥିଲେ। ହେଲେ ଏବେ ବିନା ସାର୍ଟିଫିକେଟରେ ବି…

କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ହେଉଛି ଭାଦ୍ରବ କୃଷ୍ଣ ଏକାଦଶୀ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ମହାବାହୁ କାଳୀୟଦଳନ ବେଶରେ ଆଜି ଦର୍ଶନ ଦେବେ। ଏହି ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ…

ଆଜି ପ୍ରଥମାଷ୍ଟମୀ, ପଢ଼ୁଆଁ ହେବେ ବଡ଼…

ପୁରୀ: ଆଜି ପ୍ରଥମାଷ୍ଟମୀ। ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ଦିନରେ ଜ୍ୟେଷ୍ଠ ବା ପ୍ରଥମ ସନ୍ତାନଙ୍କୁ ନୂଆବସ୍ତ୍ର ପରିଧାନ କରିବା ସହ ବନ୍ଦାପନା କରାଯାଏ। ଏହାପରେ ବିଭିନ୍ନ ରକମର ମିଠା ପିଠା ଆସରରେ ବି ଜମେ। ହଳଦୀ ପତ୍ରରେ ଏଣ୍ଡୁରି…

୨୬ ବର୍ଷ ପରେ ଆଜି ବିରଳ ନାଗାର୍ଜୁନ ବେଶ

ଦୀର୍ଘ ୨୬ ବର୍ଷ ପରେ ଜଗତର ନାଥ ଜଗନ୍ନାଥ ବିରଳ ନାଗାର୍ଜୁନ ବେଶରେ ସଜିତ ହୋଇଛନ୍ତି। ତାଙ୍କର ଏହି ବେଶକୁ ପର୍ଶୁରାମ ଦେଶ ବୋଲି ମଧ୍ୟ କୁହାଯାଏ। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୋଇଥାନ୍ତି। ପୂର୍ବଥର ଏହି ବେଶ ୧୬ ନଭେମ୍ବର…

ସଂପନ୍ନ ହେଲା ଶ୍ରୀଜିଉଙ୍କ ଦୁର୍ଲଭ…

ପୁରୀ: ସଂପନ୍ନ ହେଲା ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ହୋଇଥିଲା। ଶ୍ରୀମନ୍ଦିରରେ ପାଟପଟୁଆରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତି ହୋଇଥିଲା। ସମାନ…