Odisha Link
Bridging the Missing Links in Odisha
Browsing Tag

Maharastra Politics

ଫ୍ଲୋର ଟେ‌ଷ୍ଟ ପୂର୍ବରୁ ଅଜିତ୍‌…

ମୁମ୍ବାଇ: ମହାରାଷ୍ଟ୍ର ମହା ରାଜନୀତିରେ ପୁଣି ଏକ ନୂଆ ଟୁଇଷ୍ଟ। ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନସିପି ନେତା ଅଜିତ ପାଓ୍ବାର। ଏନେଇ ସୂଚନା ମିଳିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ । ଅନ୍ୟପଟେ ଦେବେନ୍ଦ୍ର ଫଡନାଭିସ୍ ଅପରାହ୍ନ 3.30ରେ ପ୍ରେସ୍ ମିଟ୍ ଡାକିଛନ୍ତି…

ଆସନ୍ତାକାଲି ଫ୍ଲୋର ଟେଷ୍ଟ: କ’ଣ କହିଲେ…

ନୂଆଦିଲ୍ଲୀ: ନିର୍ଣ୍ଣାୟକ ମୋଡ଼ରେ ମହାରାଷ୍ଟ୍ର ମହାରାଷ୍ଟ୍ର ପାଓ୍ବାର ପ୍ଲେ। ଆସନ୍ତାକାଲିକୁ ସମସ୍ତଙ୍କ ଅପେକ୍ଷା କାରଣ କିଏ ଗଢ଼ିବ ସରକାର ତାହା ପୂରା ସ୍ପଷ୍ଟ ହୋଇଯିବ। ଆସନ୍ତକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟର ପରୀକ୍ଷା ଦେବାକୁ ଆଜି ସୁପ୍ରିମକୋର୍ଟ ନାଟକୀୟ ଢଙ୍ଗରେ କ୍ଷମତା ଦଖଲ କରିଥିବା ବିଜେପି…

ମହାରାଷ୍ଟ୍ର: ଅସ୍ଥାୟୀ ବାଚସ୍ପତି ଦୌଡରେ…

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ରାଜନୀତି ପାଇଁ ନିର୍ଣ୍ଣାୟକ ଦିନ ହେବାକୁ ଯାଉଛି। କାରଣ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଦେବେନ୍ଦ୍ର ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ପ୍ରୋ ଟେମ ବାଚସ୍ପତି ନିଯୁକ୍ତ କରିବାକୁ କହିଛନ୍ତି।…

ସଞ୍ଜୟ କହିଲେ ‘ଆମେ ସମସ୍ତେ ଏକାଠି…

ମୁମ୍ବାଇ: ଘଡିକେ ଘୋଡା ଛୁଟୁଛି ମହାରାଷ୍ଟ୍ର ରାଜନୀତିରେ। ବର୍ତ୍ତମାନ ଶିବସେନା ନେତା ସଞ୍ଜୟ ରାଉତଙ୍କ ଟୁଇଟ ସବୁଠାରୁ ଚର୍ଚ୍ଚାର ବିଷୟ। ସଞ୍ଜୟ ଟୁଇଟ କରି କହିଛନ୍ତି ଯେ, ଆମେ ମାନେ ସମସ୍ତେ ଏକାଠି ରହିଛୁ। ଆଜି ଆମେ ସନ୍ଧ୍ୟା ୭ଟାରେ ଗ୍ରାଣ୍ଡ ହ୍ୟାଟଠାରେ ସମସ୍ତେ ଏକାଠି ହେବୁ। ଏଥିସହିତ ସଞ୍ଜୟ ତାଙ୍କ…

ଶିବସେନା, କଂଗ୍ରେସ ଓ ଏନସିପି ଦେଇଥିବା…

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଆସୁଛି ନୂଆ ମୋଡ। ଏବେବି ମହାରାଷ୍ଟ୍ର ରାଜନୀତିକୁ ଦେଖିଲେ ଆଗକୁ ଆହୁରି ନୂଆ ମୋଡ ଆସିପାରେ। ଆଜି ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ରାଜ୍ୟପାଳଙ୍କୁ ସରକାର ଗଠନ କରିବା ନେଇ ଏକପତ୍ର ଦାଖଲ କରିଥିଲେ। ଯେଉଁଥିରେ କାହା ନେତୃତ୍ବରେ ସରକାର ଗଠନ ହେବ…

ନିଷ୍ପତ୍ତିରେ ଅଟଳ ଅଜିତ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଓ ଏନସିପି ନେତା ଅଜିତ ପାଓ୍ବାର। ହେଲେ ଏଯାଏଁ ଏନସିପି ମୁଖ୍ୟ ଶରଦ ପାଓ୍ବାର ଅଜିତ ପାଓ୍ବରଙ୍କୁ ଦଳରୁ ବହିଷ୍କାର କରିନାହାନ୍ତି। ମିଳିଥିବା ଖବର ମୁତାବିକ…

ମହାରାଷ୍ଟ୍ର: ସୁପ୍ରିମକୋର୍ଟରେ ଆରମ୍ଭ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ତାତି। ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ପକ୍ଷ ରଖୁଛନ୍ତି। ଏକ ତିନିଜଣିଆ ବେଞ୍ଚ ସମ୍ମୁଖରେ ସେ ସରକାର ଗଠନ…

ଏନସିପି ବିଧାୟକ ନିଖୋଜ, ଥାନାରେ ଏତଲା

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୋଟିଏ ପଟେ ସରକାର ଗଠନକୁ କଂଗ୍ରେସ ଏନସିପି ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଉ ଏକ ଘଟଣା ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନସିପିର ବିଧାୟକ ଦଳ ବୈଠକରେ…

ଆଜି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’…

ମୁମ୍ବାଇ: ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଶୁଣାଣି ହେବ। ଗତକାଲି ଏନସିପି ନେତା ଅଜିତ ପାଓ୍ବାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାପାଇଁ ସମର୍ଥ ହୋଇଥିଲା। ଏହାକୁ ବିରୋଧ କରି ଶିବସେନା,କଂଗ୍ରେସ ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର…

ପୂର୍ବରୁ କହିଥିଲି, ଏବେ ବୁଝି ପାରୁଥିବେ:…

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନୀତନୀ ଗଡ଼କରୀଙ୍କ ଭବିଷ୍ୟବାଣୀ ସତ ହେଲା। ମହାରାଷ୍ଟ୍ରରେ ଆଜି ସକାଳୁ ବିଜେପି ସରକାର ଗଢ଼ିଛି। ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପାଓ୍ୱାର ଶପଥ ନେଇଛନ୍ତି। ଆଜି କିନ୍ତୁ ଶିବସେନା-ଏନସିପି-କଂଗ୍ରେସ ନେତା…