Odisha Link
Bridging the Missing Links in Odisha

ସଞ୍ଜୟ କହିଲେ ‘ଆମେ ସମସ୍ତେ ଏକାଠି ରହିଛୁ’, ସନ୍ଧ୍ୟା ୭ଟାରେ….

ମୁମ୍ବାଇ: ଘଡିକେ ଘୋଡା ଛୁଟୁଛି ମହାରାଷ୍ଟ୍ର ରାଜନୀତିରେ। ବର୍ତ୍ତମାନ ଶିବସେନା ନେତା ସଞ୍ଜୟ ରାଉତଙ୍କ ଟୁଇଟ ସବୁଠାରୁ ଚର୍ଚ୍ଚାର ବିଷୟ। ସଞ୍ଜୟ ଟୁଇଟ କରି କହିଛନ୍ତି ଯେ, ଆମେ ମାନେ ସମସ୍ତେ ଏକାଠି ରହିଛୁ। ଆଜି ଆମେ ସନ୍ଧ୍ୟା ୭ଟାରେ ଗ୍ରାଣ୍ଡ ହ୍ୟାଟଠାରେ ସମସ୍ତେ ଏକାଠି ହେବୁ। ଏଥିସହିତ ସଞ୍ଜୟ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଆମ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ରହିଛି।

Comments are closed.