Odisha Link
Bridging the Missing Links in Odisha
Daily Archives

November 25, 2019

ଆମେରିକାରେ ‘ଛବିରାଣୀ’

ଭୁବନେଶ୍ଵର: ୮୦ ଦଶକରେ ଘଟିଥିବା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ୍‍ ସହରରେ ପ୍ରଦର୍ଶିତ ହେବା ସହ ସାଉଁଟିଛି ଅନେକ ପ୍ରଶଂସା । ବାସ୍ତବଧର୍ମୀ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଶା ସୋସାଇଟି ଅଫ୍‍ ନ୍ୟୁ ଇଂଲଣ୍ଡ ଜରିଆରେ ସେଠାରେ ପ୍ରଦର୍ଶିତ…

ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି…

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ସ୍କୁଲ୍‌ ଛାତ୍ରୀ। ପାଚିକା କିମ୍ବା ସହାୟିକାଙ୍କ ବଦଳରେ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ…

ଦାଦାଙ୍କ ବିରୋଧରେ ପୁତୁରାଙ୍କ ବିଦ୍ରୋହ

ମୁମ୍ବାଇ: ଦେଶରେ ସବୁଠୁ ଚର୍ଚ୍ଚାରେ ମହାରାଷ୍ଟ୍ର ରାଜନୀତି। କାରଣ ଶନିବାର ଦିନ ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଯାହକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଅଜିତ ପାଓ୍ବାର ତାଙ୍କ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ରାଜ୍ୟ…

ସବୁଜ ପୃଥିବୀ ପାଇଁ ଶପଥ ନେଲେ ୮ ଦେଶର…

ଭୁବନେଶ୍ୱର: ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ଓ ପଶୁପକ୍ଷୀ ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନ ‘ପ୍ରେରଣା ଗ୍ରିନ ଆର୍ମି’ ପକ୍ଷରୁ ଗଙ୍ଗନଗରଠାରେ ‘ସବୁଜ ପୃଥିବୀ ପାଇଁ ଆମେ’ ନାମକ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ୮ଟି ଦେଶର ୬୦ପ୍ରତିନିଧି ଓ ୫୦୦ଗ୍ରିନ୍ ଆର୍ମି ଯୋଗ ଦେଇ ସବୁଜ…

ସଞ୍ଜୟ କହିଲେ ‘ଆମେ ସମସ୍ତେ ଏକାଠି…

ମୁମ୍ବାଇ: ଘଡିକେ ଘୋଡା ଛୁଟୁଛି ମହାରାଷ୍ଟ୍ର ରାଜନୀତିରେ। ବର୍ତ୍ତମାନ ଶିବସେନା ନେତା ସଞ୍ଜୟ ରାଉତଙ୍କ ଟୁଇଟ ସବୁଠାରୁ ଚର୍ଚ୍ଚାର ବିଷୟ। ସଞ୍ଜୟ ଟୁଇଟ କରି କହିଛନ୍ତି ଯେ, ଆମେ ମାନେ ସମସ୍ତେ ଏକାଠି ରହିଛୁ। ଆଜି ଆମେ ସନ୍ଧ୍ୟା ୭ଟାରେ ଗ୍ରାଣ୍ଡ ହ୍ୟାଟଠାରେ ସମସ୍ତେ ଏକାଠି ହେବୁ। ଏଥିସହିତ ସଞ୍ଜୟ ତାଙ୍କ…

ବ୍ୟାପମ୍ ଦୁର୍ନୀତି: ୩୧ ଅଭିଯୁକ୍ତଙ୍କୁ…

ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତ ବହୁଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଗତ ଗୁରୁବାର ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହି ଘୋଟଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଦୀପ ତ୍ୟାଗୀକୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିବା…

ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ବି ଧାନ…

ଭୁବନେଶ୍ୱର: ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ଚଳିତ ବର୍ଷ ଚାଷୀଙ୍କର ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସମସ୍ତ କ୍ରୟ କେନ୍ଦ୍ରକୁ ଇରିସ୍‌ ସ୍କାନର ଯୋଗାଇ ଦିଆଯାଉଛି। ତେବେ ଏହା ଜରିଆରେ ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ…

୬’ଶ ନୁହେଁ, ହଜାରେ

ଭୁବନେଶ୍ବର: ଦୁଷ୍କର୍ମ ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି। ଚଳିତ ବର୍ଷ ୬ ମାସରେ ୬୦୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି। ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ଏହି ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନ୍ୟପଟେ କଂଗ୍ରେସ ନେତା ନରସିଂହ ମିଶ୍ର ଗୃହମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ସମୀକ୍ଷା

ଭୁବନେଶ୍ୱର: ଅଚାନକ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ସମୟରେ ଚିରାଚରିତ ପୋଷାକରୁ ଟିକେ ଅଲଗା ପୋଷାକ ପିନ୍ଧିଥିଲେ ନବୀନ। ଆଜି ସକାଳୁ ବିଜେଡିର କିଛି ନେତାଙ୍କୁ ନବୀନ ନିବାସ ଯିବାକୁ ଡାକରା ମିଳିଥିଲା। ଫଳରେ ନେତାମାନେ ଆସି…

ନକଲି ଜର୍ଦା କାରଖାନାରେ ଚଢ଼ଉ

ଭଦ୍ରକ: ଆଜି ଭଦ୍ରକ ମିର୍ଜାପୁର ଗ୍ରାମରେ ଠାବ ହୋଉଛି ଏକ ଭେଜାଲ ଜର୍ଦା ତିଆରି କାରଖାନା। ନକଲି ଜର୍ଦ୍ଦା ତିଆରି କରୁଥିବା ନେଇ ଅଭିଯୋଗ ଆସିବା ପରେ ଚଢ଼ଉ କରିଛି ପୁଲିସ୍ । ନାମୀ ଦାମୀ କମ୍ପାନୀ ନାଁ ଓ ଲେବଲ୍‌ରେ ଦୀର୍ଘ ଦିନ ଧରି ଏଠାରେ ନକଲି ଜର୍ଦ୍ଦା ତିଆରି କରାଯାଉଥିଲା। କାରଖାନା ମାଲିକ ଶେଖ୍‌…