Odisha Link
Bridging the Missing Links in Odisha
Browsing Tag

Twitter

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାଳମାଳ ଫେକ୍‌…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଇ ସାରିଛନ୍ତି। ୪ଥରର ବିଧାୟକ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ଶାସନଭାର ଦାୟିତ୍ବ ମଧ୍ୟ ଗ୍ରହଣ କରିଛନ୍ତି। ଖୋଦ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଓଡ଼ିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ…

X (ଟ୍ବିଟର) ବ୍ୟବହାର କରିବାକୁ ଏଣିକି…

ଓଏଲ୍‌ ବ୍ୟୁରୋ: ଆମେରିକାର ଅରବପତି ତଥା ମାଇକ୍ରୋବ୍ଲଗିଙ୍ଗ୍‌ ପ୍ଲାଟଫର୍ମ 'ଏକ୍ସ'ର ମାଲିକ ଏଲନ ମସ୍କ କରିଛନ୍ତି ବଡ଼ ଘୋଷଣା। ମାଗଣାରେ ଏକ୍ସ ଆକାଉଣ୍ଟ ଚଲାଉଥିବା ବ୍ୟବହାରକାରୀଙ୍କ ପାଇଁ ମସ୍କ କରିଛନ୍ତି ବଡ ଘୋଷଣା। ଆଉ ମାଗଣା ଚଲାଇପାରିବେ ନାହିଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ।ଏଣିକି ଆକାଉଣ୍ଟ…

ପାଣ୍ଡିଆନଙ୍କ ନକଲି ଆକାଉଣ୍ଟ ସସ୍‌ପେଣ୍ଡ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଶନିବାର ଦିନ କାଳିମାଡ଼ ହୋଇଥିଲା। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଠୁ ବେଶି ଚର୍ଚ୍ଚାର ବିଷୟ ପାଲଟିଥିଲା ଏକ ଟ୍ବିଟ୍। ଯାହାକୁ ନେଇ ରାଜ୍ୟ ରାଜନୀତି…

ଏଲନ ମସ୍କଙ୍କ ବଡ଼ ଘୋଷଣା, ଏଣିକି…

ଓଏଲ୍‌ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଥର ଟ୍ୱିଟରରୁ ମିଳିବ ଟଙ୍କା। ଟ୍ୱିଟରରେ କଣ୍ଟେଣ୍ଟ ସୃଷ୍ଟି କରୁଥିବା ବ୍ୟବହାରକାରୀଙ୍କୁ ମିଳିବ ଟଙ୍କା। ଯେଉଁ ଟ୍ୱିଟର ବ୍ୟବହାରକାରୀ ମାନେ ନିଜ ଟ୍ୱିଟ ମାଧ୍ୟମରେ ବିଜ୍ଞାପନ…

ANI ଟ୍ବିଟର ଆକାଉଣ୍ଟରେ ତାଲା

ଓଏଲ୍‌ ବ୍ୟୁରୋ: ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ)ର ଟ୍ବିଟର ଆକାଉଣ୍ଟରେ ତାଲା। ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। କାରଣଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର ୭.୬ ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି। ଏହି ନ୍ୟୁଜ…

ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା,…

ଓଏଲ୍‌ ବ୍ୟୁରୋ: ଟ୍ୱିଟର ବ୍ଲୁ-ଟିକ୍ ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା…

ସଦସ୍ୟତା ଯିବା ପରେ ଟ୍ବିଟର ବାୟୋ…

ଓଏଲ୍‌ ବ୍ୟୁରୋ: ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍‌-ପାର୍ ମୁଡ୍‌ରେ ରହିଛି। କଂଗ୍ରେସ ଦଳ ଏବେ କୋର୍ଟ ସମେତ ଏବେ ରାସ୍ତା ଉପରକୁ ଓହ୍ଲାଇଛି। ଏସବୁ ମଧ୍ୟରେ ସଦ୍ୟସତା ଯିବା ପରେ ରାହୁୁଲ ନିଜ ଟ୍ବିଟର ବାୟୋ ବଦଳାଇଛନ୍ତି। ବର୍ତ୍ତମାନ ରାହୁଲ ତାଙ୍କ ବାୟରୋ…

ସାମାଜିକ ଗଣମାଧ୍ୟମକୁ ଡରୁଛିକି…

ଭୁବନେଶ୍ବର: ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ବରରେ ଓଡ଼ିଶାରେ ଏକ ଜନ କଲ୍ୟାଣକାରୀ ସରକାର ଗଠନ ହୋଇଛି। ନବୀନଙ୍କ ନିର୍ଦ୍ବନ୍ଦ ଶାସନ ପଛରେ ରହିଛି ମାଳ ମାଳ ହିତକର ଯୋଜନା। ଯେଉଁଥିପାଇଁ ଓଡ଼ିଶାରେ ୨୧ ବର୍ଷ ଧରି ଶାସନ କରୁଛନ୍ତି ନବୀନ…

କଂଗ୍ରେସ ଆକାଉଣ୍ଟରେ ତାଲା ପକାଇଲା…

ନୂଆଦିଲ୍ଲୀ: ଟ୍ବିଟର ଓ କଂଗ୍ରେସ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ବିଟର ଆକାଉଣ୍ଟ ପରେ ପାର୍ଟିର ଆକାଉଣ୍ଟରେ ତାଲା ପକାଇଲା ଟ୍ବିଟର। ଗୁରୁବାର ଦିନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦଳର ଟ୍ବିଟର ଆକାଉଣ୍ଟକୁ ଲକ୍‌ କରାଯାଇଛି। ହେଲେ ଆମେ ଆମ ଲଢ଼େଇ ଜାରି ରଖିବୁ।

କାଶ୍ମୀର ଓ ଲଦାଖ ନଥିବା ଭାରତ ମାନଚିତ୍ର…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏକ ବିବାଦୀୟ ମାନଚିତ୍ର ଜାରି କରି ପୁଣି ବିବାଦ ଘେରକୁ ଆସିଛି ଟ୍ୱିଟର। ଟ୍ୱିଟର ତରଫରୁ ଜାରି କରାଯାଇଥିବା ମାନଚିତ୍ରରେ ଲଦାଖ ଓ କାଶ୍ମୀରକୁ ଅଲଗା ଦେଶ ଭାବେ ଚିହ୍ନିତ କରାଯାଇଛି। ସୂଚନା ମୁତାବକ, ଟ୍ୱିଟରର କ୍ୟାରିୟର ପେଜର…