Odisha Link
Bridging the Missing Links in Odisha
Browsing Tag

Twitter

କେନ୍ଦ୍ରର ଚେତାବନୀ ପରେ ନୂଆ ଆଇଟି…

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ମାନିବାକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ସାଇଟ୍ ମଧ୍ୟରେ ବିବାଦ ହୋଇଛି। ମାତ୍ର ଏବେ ସୋସିଆଲ ମିଡିଆ ସାଇଟ୍ କେନ୍ଦ୍ରର ନିୟମ ମାନିବାକୁ ରାଜି ହୋଇଛନ୍ତି। ଟ୍ୱିଟର୍ ଆଇଟି ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛି। କମ୍ପାନୀ ପକ୍ଷରୁ ସରକାରଙ୍କୁ ଚିଠି ଲେଖି…

ଏହି ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଟ୍ୱିଟ ହଟାଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର। ଟ୍ୱିଟର ବିରୋଧରେ ନାଇଜେରିଆ ସରକାର ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଦୁଇପାଖିଆ…

କେନ୍ଦ୍ର ସରକାର ଓ ଟ୍ବିଟର ବିବାଦ:…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଲାଗି ରହିଛି ବିବାଦ। ଏବେ ଏହି ବିବାଦ ଘନେଇବାରେ ଲାଗିଛି। କାରଣ ଟ୍ବିଟର ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟେଇ ଦେଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ସଂଘର କିଛି କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ…

କଙ୍ଗନାଙ୍କୁ ବିଦାକଲା ଟୁଇଟର୍

ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବିବାଦୀୟ ଟୁଇଟ୍‌ ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ସ୍ଥାୟୀ ଭାବେ ବିଦା କରିଛି ବିଶ୍ବର ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟୁଇଟର୍। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରି କଙ୍ଗନାଙ୍କ ଆକାଉଣ୍ଟ ଟୁଇଟର୍‌ ନୀତିର ବିରୁଦ୍ଧାଚରଣ…

ଭୁଲ ଓଡ଼ିଆ ପାଇଁ ଟାପରାର ଶିକାର ଗଣଶିକ୍ଷା…

ଭୁବନେଶ୍ବର: ରାଜ୍ୟରେ ଶିଶୁମାନଙ୍କର ଶୈକ୍ଷିକ ବିକାଶର ଡୋର ନିଜ ହାତରେ ଧରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ କିମ୍ଭୂତକିମାକାର ଓଡ଼ିଆକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି। ଏଥିପାଇଁ ଉଭୟ ଫେସବୁକ୍‌ ଓ ଟ୍ବିଟରରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ ବି ସେ ଏଯାଏଁ (ଦିନ ୩ଟା)…

୧୧୭୮ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ପାଇଁ…

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ନେଇ ଭାରତ ସରକାରଙ୍କର ବଡ ନିଷ୍ପତ୍ତି। ୧୧୭୮ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ପାଇଁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ ଏହିସବୁ ଆକାଉଣ୍ଟଗୁଡିକ ଖାଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ଲିଙ୍କ ରହିଛି ବୋଲି ସନ୍ଦେହ କରାଯାଉଛି। ସୂଚନା…

ଫେସ୍‌ବୁକ୍‌ ଓ ଟ୍ବିଟର୍‌ ଅଧିକାରୀଙ୍କୁ…

ନୂଆଦିଲ୍ଲୀ: ସାରା ଦେଶରେ ହ୍ବାଟସ୍‌ଆପ୍‌ର ଗୋପନୀୟତା ନୀତିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଫେସ୍‌ବୁକ୍ ଓ ଟ୍ବିଟର୍‌ର ଅଧିକାରୀଙ୍କୁ ସଂସଦୀୟ କମିଟିର ସମନ। ନାଗରିକମାନଙ୍କ ଅଧିକାରର ସୁରକ୍ଷା, ସୋସିଆଲ୍ ମିଡିଆର ଅପବ୍ୟବହାର ଓ ଡିଜିଟାଲ୍ ଜଗତରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା…

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସ୍ଥାୟୀ…

ଓ୍ବାଶିଂଟନ୍: ଆମେରିକାର ସଂସଦ ଭବନରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ବାରା ବୁଧବାର ବ୍ୟାପକ ହିଂସା ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଡ୍ରୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ସୋଶିଆଲ ମିଡିଆ ପ୍ଲାଟ୍‌ଫର୍ମର ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ 'ଟ୍ୱିଟର' ନେଇଛି…

ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ୍‌…

ନୂଆଦିଲ୍ଲୀ: ଚର୍ଚ୍ଚାରେ ବାବା ରାମଦେବ ଓ ତାଙ୍କ କମ୍ପାନୀ 'ପତଞ୍ଜଳି'। ଆଜି ଦିନ ତମାମ ସାମାଜିକ ଗଣମାଧ୍ୟମରେ ଟ୍ୱିଟରେ ଟ୍ରେଣ୍ଡ କରୁଛି ପତଞ୍ଜଳିକୁ ବହିଷ୍କାର ବା #BoycottPatanjali। ଟ୍ରାଇବଲ୍ ଆର୍ମି ଏବଂ ଏହାର ପ୍ରତିଷ୍ଠାତା ହଂସରାଜ ମୀନା ଟ୍ୱିଟ୍ କରି ‘ଓ୍ୱିଇ ଷ୍ଟାଣ୍ଡ ଓ୍ୱିଥ୍‌ ଫାର୍ମର, ବୟକଟ୍…

ଚର୍ଚ୍ଚାରେ ପୁଣି କଙ୍ଗନାଙ୍କ ଟ୍ବିଟ୍,…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ମୁହାଁମୁହିଁ ଏଥର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହ ହୋଇଛି।କଙ୍ଗନା ନିଜ ଟ୍ବିଟ୍ ରେ କିଛି ଏପରି ପୋଷ୍ଟ ସେଆର କରିଥିଲେ ଯାହା ପଞ୍ଜାବ ଇଣ୍ଡଷ୍ଟ୍ରିର ଷ୍ଟାରଙ୍କୁ ପସନ୍ଦ ଆସିନଥିଲା। ପଞ୍ଜାବୀ…