Odisha Link
Bridging the Missing Links in Odisha
Browsing Tag

Twitter

ଭାରତୀୟଙ୍କୁ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭୁଲ୍‌ ପାଇଁ ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭାରତର ଭାବାବେଗକୁ ଆଘାତ କରିଥିବାରୁ ଆଜି ଲିଖିତ ଭାବେ ସରକାରଙ୍କୁ କ୍ଷମା ମାଗିଛି ଟ୍ୱିଟର। ଭୁଲ୍ ନେଇ ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍‌ଶୀଘ୍ର ତ୍ରୁଟି…

ଭୁଲ୍‌ ମାନଚିତ୍ର ପ୍ରଦର୍ଶନ, କ୍ଷମା…

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ଭୁଲ୍‌ ମାନଚିତ୍ର ପ୍ରଦର୍ଶନ ପାଇଁ ଶେଷରେ କ୍ଷମା ମାଗିଛି ଟ୍ୱିଟର। ସଂଯୁକ୍ତ ସଂସଦୀୟ କମିଟି ନିକଟରେ ଟ୍ୱିଟର ମୌଖିକ ଭାବେ କ୍ଷମା ମାଗିଛି। ଲଦାଖର ପ୍ରମୁଖ ସହର ଲେହକୁ ଟ୍ୱିଟର ଚୀନର ଅଂଶ ବୋଲି ଦର୍ଶାଇଥିଲା। ଏନେଇ ସଂଯୁକ୍ତ ସଂସଦୀୟ କମିଟି ଟ୍ୱିଟରକୁ…

ଟୁଇଟରକୁ ଭାରତ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଲଦାଖ ଚୀନର ଅଂଶବିଶେଷ ବୋଲି ଟ୍ୱିଟର ଲୋକେସନ ସେଟିଂରେ ଦର୍ଶାଯିବା ପରେ ଟୁଇଟରକୁ ଭାରତ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଯୁକ୍ତ ସଂସଦୀୟ କମିଟି ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିବା ଜଣାପଡିଛି। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି ତୀବ୍ର ପ୍ରତିକ୍ରିୟା…

ଜମ୍ମୁ-କାଶ୍ମୀର ହେଉଛି ଚୀନର ଅଂଶ, ଏଭଳି…

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଏକ ବଡ଼ ପ୍ଲାଟଫର୍ମ ଟ୍ବିଟରକୁ ନେଇ ଚର୍ଚ୍ଚା। ଟ୍ବିଟର ବ୍ରଡକାଷ୍ଟ ସମୟରେ ଏକ ଭୁଲ୍‌ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଥମୁନାହିଁ। ଲାଇଭ୍‌ ବ୍ରଡକାଷ୍ଟ ସମୟରେ ଜମ୍ମୁ କଶ୍ମୀରକୁ ଚୀନର ଅଂଶ ବୋଲି ଦର୍ଶାଇଛି ଟ୍ବିଟର। ବିଶିଷ୍ଟ ସାମ୍ବାଦିକ ନୀତିନ ଗୋଖଲେ ଏହି ପ୍ରସଙ୍ଗକୁ ନେଇ…

ପିଏମ୍ ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ଏବଂ ନରେନ୍ଦ୍ର ମୋଦୀ ମୋବାଇଲ ଆପ୍‌ର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍। ହ୍ୟାକର ଆକାଉଣ୍ଟ ଜରିଆରେ କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ବିଟକଏନ୍ ଦାବି କରିଥିବା ସାମ୍ନାକୁ ଆସିଛି। ତେବେ ଟୁଇଟଟି କିଛି ସମୟ ପରେ ହଟାଇ…

ଟୁଇଟର ବଡ଼ ନିଷ୍ପତ୍ତି: କପି ପେଷ୍ଟ ଟୁଇଟ…

ନୂଆଦିଲ୍ଲୀ: ଅନଲାଇନ୍‌ ସୋସିଆଲ ମିଡିଆ ସାଇଟ୍‌ ଟୁଇଟର ନେଇଛି ବଡ଼ ନିଷ୍ପତ୍ତି। ଯାହାଫଳରେ କି ବିଭିନ୍ନ ପାର୍ଟି ଓ ସଂସ୍ଥା ଗୁଡ଼ିକର କାର୍ଯ୍ୟକରୁଥିବା ଆଇଟି ସେଲ ପାଇଁ ସମସ୍ୟା ହେବ। ଟୁଇଟରରେ ଯେଉଁ ପୋଷ୍ଟ ଗୁଡ଼ିକ କପି ପେଷ୍ଟ ହୋଇଥିବ ତାହା ଆଉ ଟାଇମଲାଇନରେ ଦେଖିବାକୁ ମିଳିବନି। କପି ପେଷ୍ଟ ପୋଷ୍ଟ…

ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ…

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ନିମନ୍ତେ ତାଙ୍କୁ…

ବିହାର ମୁଖ୍ୟମନ୍ତ୍ରୀଙ୍କ ନୂଆ ନାମ…

ପାଟନା: ବିହାରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ୨୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ୨ଶହ ଟପିଛି ମୃତକଙ୍କ ସଂଖ୍ୟା। ବିହାରରେ ଅନୁନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁ ହଇରାଣ ହେଉଥିବା ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି। ଏପରିକି…

ମୋଦିଙ୍କ ବିପକ୍ଷରେ ମୋଦିଙ୍କୁ ଠିଆ କଲା…

ନୂଆଦିଲ୍ଲୀ: ଗତକାଲି ଟୁଇଟରରେ #ModiExposesModi ବହୁଳ ମାତ୍ରାରେ ଟ୍ରେଣ୍ଡ ହୋଇଥିଲା। ଏଭଳି ଟ୍ରେଣ୍ଡ କଂଗ୍ରେସ ପକ୍ଷରୁ କରାଯାଇଥିଲା। କଂଗ୍ରେସ ପିଏମ୍‌ ମୋଦିଙ୍କୁ ଟାର୍ଗେଟ କରି ମୋଦିଙ୍କ ବିରୋଦ୍ଧରେ ମୋଦିଙ୍କୁ ଠିଆ କରିଛି। ଅର୍ଥାତ୍‌ ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏବଂ ପ୍ରଧାନମନ୍ତ୍ରୀ…

ବଦଳିଲା ଆମେରିକା: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା କେନ୍ଦ୍ର 'ହ୍ୱାଇଟ୍‌ ହାଉସ୍‌' ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟୁଇଟରରେ ଫଲୋ କରିଥିଲା। ହେଲେ ୨୦ ଦିନ ନପୁରୁଣୁ ପୁଣିଥରେ ଅନଫଲୋ କରିଛି 'ହ୍ୱାଇଟ୍‌ ହାଉସ୍‌'। ଭାରତ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଔଷଧ…