Odisha Link
Bridging the Missing Links in Odisha
Browsing Tag

Maharastra Politics

ଶିବସେନାକୁ ଅଡ଼ୁଆ ପାଓ୍ବାରଙ୍କ ବୟାନ,…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଦିନକୁ ଦିନ ଟୁଇଷ୍ଟ ବଢ଼ିବାରେ ଲାଗିଛି। କେତବେଳେ କିଏ କଣ କହୁଛି ତାହା ସମସ୍ତଙ୍କ ଅବୁଝା। ହେଲେ ସରକାର ଗଠନକୁ ନେଇ ଲାଗି ରହିଛି ଅଙ୍କକଷା। ବିଜେପି ସହିତ ବୁଝାମଣା ନହେବାରୁ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା। ଏକଥା ବି…

ମହାରାଷ୍ଟ୍ର: ଅନିଶ୍ଚିତତା, ସୋନିଆଙ୍କ…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ହେଲେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ ନିମନ୍ତେ ଚଲାଇଛନ୍ତି ପ୍ରସ୍ତୁତି। ଏଥିପାଇଁ ବସୁଛି ଘନଘନ ବୈଠକ। ହେଲେ ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ଏବେ ବି ଅନିଶ୍ଚିତତା ଦେଇ ଗତି କରୁଛି। କାରଣ ସେଠି…

ମହାରାଷ୍ଟ୍ର: ରାଜ୍ୟପାଳଙ୍କ ସହ…

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଷ୍ଟ୍ରପତି ଶାସନ। ଏହାରି ମଧ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିବା ପାଇଁ ପାଗ ଭିଡୁଛନ୍ତି। ଅପରପକ୍ଷେ ବିଜେପି ସରକାର ଗଠନ କରିବା ପାଇଁ ମଧ୍ୟ ପାଗ ଭିଡୁଥିବା ଖବର ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ କୃଷକ ସମସ୍ୟାକୁ ନେଇ ଶିବସେନା, କଂଗ୍ରେସ ଓ…

ବିଜେପିକୁ ଟାର୍ଗେଟ କଲା ଶିବସେନା, କହିଲା…

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି। ସରକାର ଗଠନ ନିମନ୍ତେ ଗୋଟିଏ ପଟେ ଶିବସେନା, କଂଗ୍ରେସ ଓ ଏନସିପି ଏକତ୍ର ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ସରକାର ଗଠନ ନିମନ୍ତେ ଚଲାଇଛି ପ୍ରସ୍ତୁତି। ଏହାରିମଧ୍ୟରେ ବିଜେପିକୁ ଉପରେ ଆରୋପ ଆଣିଛି…

ମହାରାଷ୍ଟ୍ର ପାଓ୍ବାର ପ୍ଲେ: କ’ଣ ରହିଛି…

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ପଟେ ଚାଲିଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ସରକାର ଗଠନ ନେଇ ଚାଲିଛି ଚର୍ଚ୍ଚା। ଗୁରୁବାର ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ସରକାର ଗଠନ ପ୍ରୟାସ। ଯେତେବେଳେ କଂଗ୍ରେସର ଦାବି ମୁତାବକ ଶିବସେନା, ଏନସିପି ଓ କଂଗ୍ରେସର ନେତାମାନେ ଏକାଠି ବସି କମନ ମିନିମମ ପ୍ରୋଗ୍ରାମ ବା…

ଶିବସେନାକୁ ହିନ୍ଦୁତ୍ବ କଥା ମନେ ପକାଇଲେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣକୁ ନେଇ ଲାଗି ରହିଛି ଚର୍ଚ୍ଚା। ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଖୁବଶୀଘ୍ର ସରକାର ଗଠନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ନୀରବତା ଭାଙ୍ଗିଛନ୍ତି ବୀର ସାବରକରଙ୍କ ପରିବାର। ଯାହା ଏବେ ନୂଆ ଚର୍ଚ୍ଚା…

କ୍ରିକେଟ ଓ ରାଜନୀତିରେ ସବୁ କିଛି ସମ୍ଭବ:…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଦିନକୁ ଦିନ ଜମୁଛି ରାଜନୀତି। ଏଥିସହିତ ଖୁବ୍‌ ଜମୁଛି ବୟାନବାଜି ରାଜନୀତି। ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଉପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତନୀ ଗଡକରୀ। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ…

ମହାରାଷ୍ଟ୍ରରେ ବିନା ବିଜେପିରେ ସରକାର…

ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବୟାନ ବାଜି ରାଜନୀତି। ଦିନକୁ ଦିନ ରୋଚକ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ସରାକର ଗଠନ କରିବା ପାଇଁ ନିଜ ନିଜ ଦମ୍‌ ଦେଖାଉଛନ୍ତି ପ୍ରମୁଖ ରାଜନୈତିକ ଦଳ। ଗୋଟିଏ ପଟେ ଶିବସେନା-କଂଗ୍ରେସ ଓ ଏନସିପି ସରକାର ଗଠନ ପାଇଁ…

ଆଗାମୀ ୨୫ବର୍ଷ ଯାଏ ମହାରାଷ୍ଟ୍ର ସରକାର…

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଷ୍ଟ୍ରପତି ଶାସନ। ଏହାରି ମଧ୍ୟରେ ବଡ ବୟାନ ଦେଇଛନ୍ତି ଶିବସେନା ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ରାଉଳ। ସେ କହିଛନ୍ତି ଯେ, ଶିବସେନା ଆଗାମୀ ସରକାରର ନେତୃତ୍ବ ନେବ। ଏହାର ଗଠନ ପ୍ରକ୍ରିୟା ପୂର୍ବରୁ କଂଗ୍ରେସ ଏବଂ ଏନସିପି ମଧ୍ୟରେ ଆଲୋଚନା କରାଯାଇ ଯେଉଁ ସିଏମପି…

ଏନସିପି କହିଲା ଶିବସେନାରୁ ହିଁ ହେବେ…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ଅପରପକ୍ଷେ ଶିବସେନା, ଏନସିପି ଓ କଂଗ୍ରେସର ଘନ ଘନ ବୈଠକ। ଯାହା ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ ରଖିଛି। ଏନସିପି ମୁଖ୍ୟ ଶରଦ ପାଓ୍ବାର ଆଜି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସନୋ, ଏନସିପି ଓ କଂଗ୍ରେସର ମିଳିତ…