Odisha Link
Bridging the Missing Links in Odisha

ଆଗାମୀ ୨୫ବର୍ଷ ଯାଏ ମହାରାଷ୍ଟ୍ର ସରକାର ନେତୃତ୍ବ ନେବ ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଷ୍ଟ୍ରପତି ଶାସନ। ଏହାରି ମଧ୍ୟରେ ବଡ ବୟାନ ଦେଇଛନ୍ତି ଶିବସେନା ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ରାଉଳ। ସେ କହିଛନ୍ତି ଯେ, ଶିବସେନା ଆଗାମୀ ସରକାରର ନେତୃତ୍ବ ନେବ। ଏହାର ଗଠନ ପ୍ରକ୍ରିୟା ପୂର୍ବରୁ କଂଗ୍ରେସ ଏବଂ ଏନସିପି ମଧ୍ୟରେ ଆଲୋଚନା କରାଯାଇ ଯେଉଁ ସିଏମପି ଉପରେ ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ରାଜ୍ୟର ହିତ ପାଇଁ ବୋଲି କହିଛନ୍ତି ସଞ୍ଜୟ। ଏଥିସହିତ ସେ କହିଛନ୍ତି ଯେ, ଉଦ୍ଧବ ଠାକରେ କେବଳ ୫ବର୍ଷ ନୁହେଁ ଆଗାମୀ ୨୫ବର୍ଷ ଯାଏଁ ମହାରାଷ୍ଟ୍ର ସରକାର ନେତୃତ୍ବ ନେବେ।

Comments are closed.