Odisha Link
Bridging the Missing Links in Odisha
Daily Archives

November 15, 2019

ମହାରାଷ୍ଟ୍ର ପାଓ୍ବାର ପ୍ଲେ: କ’ଣ ରହିଛି…

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ପଟେ ଚାଲିଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ସରକାର ଗଠନ ନେଇ ଚାଲିଛି ଚର୍ଚ୍ଚା। ଗୁରୁବାର ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ସରକାର ଗଠନ ପ୍ରୟାସ। ଯେତେବେଳେ କଂଗ୍ରେସର ଦାବି ମୁତାବକ ଶିବସେନା, ଏନସିପି ଓ କଂଗ୍ରେସର ନେତାମାନେ ଏକାଠି ବସି କମନ ମିନିମମ ପ୍ରୋଗ୍ରାମ ବା…

ମହଙ୍ଗା ହେବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଚା’,ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ ଟ୍ରେନ୍ ଟିକେଟ ବୁକିଂ ସମୟରେ ଏବାଦରେ ଅର୍ଥ ଦେବାକୁ ପଡ଼ିବ। ରାଜଧାନୀ,…

ଶେଷରେ ମୁଣ୍ଡ ନୁଆଁଇଲେ ରାଜ୍ୟ…

କଟକ: ଫନି ବାତ୍ୟାକୁ ୬ ମାସ ବିତିଥିଲେ ବି ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ଘରେ ଖଣ୍ଡେ ମିଳିନାହିଁ। କଟକ ଜିଲ୍ଲାରେ ଫନି ବାତ୍ୟା କ୍ଷତିଗସ୍ତଙ୍କୁ ଗୃହ ନିର୍ମାଣ କରାଇବା ନାଁରେ ବ୍ୟାପକ ଜାଲିଆତି ହୋଇଛି। ଏପରିକି ଘର ଭାଙ୍ଗିଥିବା ଲୋକଙ୍କ ତାଲିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯାଇଛି। ସେହିପରି…

ଓଡ଼ିଶାର ସୀମାନ୍ତ ଗାଁ ଆନ୍ଧ୍ର କବ୍‌ଜାରେ

ମାଲକାନଗିରି: ରାଜ୍ୟ ଓଡ଼ିଶା। ଗାଁ ବି ଓଡ଼ିଶାର। ହେଲେ ଚାଲିଛି ଆନ୍ଧ୍ରପ୍ରଦେଶ ସରକାର ରାଜୁତି। ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି ଆନ୍ଧ୍ର ସରକାର। ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ…

ବିଜେପି ଗଡସେଙ୍କ ମନ୍ଦିର କରିବ, ମହାତ୍ମା…

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। କିଛିଦିନ ତଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ତିଆରି ହୋଇଥିବା ଲିଫଲେଟ୍ ବା ପ୍ରଚାର ପତ୍ରରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇଥିଲା। ଯାହା ଏବେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ…

IAS ସ୍ତରରେ ଅଦଳବଦଳ, କାହାକୁ କେଉଁ…

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୯୦ ବ୍ୟାଚ ଆଇଏଏସ୍ ନିତେନ ଚନ୍ଦ୍ରାଙ୍କୁ ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ କିଛିମାସ ଧରି ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରେ ଥିଲେ। ସେହିପରି ଗଜପତିରେ…

ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କଲେ…

ଭୁବନେଶ୍ବର : ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ଅପରାହ୍ନରେ ଅଚାନକ ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ବିପର୍ଯ୍ୟ ସମୟରେ ବ୍ୟବହାର ହେଉଥିବା ଇନ୍‌ଫ୍ଲାଟେବୁଲ୍‌ ଟାଓ୍ୱାର…

ଶିବସେନାକୁ ହିନ୍ଦୁତ୍ବ କଥା ମନେ ପକାଇଲେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣକୁ ନେଇ ଲାଗି ରହିଛି ଚର୍ଚ୍ଚା। ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଖୁବଶୀଘ୍ର ସରକାର ଗଠନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ନୀରବତା ଭାଙ୍ଗିଛନ୍ତି ବୀର ସାବରକରଙ୍କ ପରିବାର। ଯାହା ଏବେ ନୂଆ ଚର୍ଚ୍ଚା…

କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଦୃତ…

ଭୁବନେଶ୍ୱର : ରାଜ୍ୟରେ ଉପଲବ୍ଧ ଥିବା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଗୁଡିକର ପ୍ରତିଷ୍ଠା ପାଇଁ ଏକ ସମୀକ୍ଷା ବୈଠକ ଶକ୍ତି ସଚିବ, ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏମଓୟୁ ସ୍ବାକ୍ଷିରିତ କରିଥିବା ଉଦ୍ୟୋଗକାରୀ ମାନେ ଏ ବୈଠକରେ ଯୋଗ ଦେଇଥିଲେ । ପ୍ରକଳ୍ପ…

ବୁଲବୁଲ ସମୀକ୍ଷା: କେନ୍ଦ୍ରକୁ କ୍ଷୟକ୍ଷତି…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ହୋଇଛି ‘ବୁଲବୁଲ’ସମୀକ୍ଷା। ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠିଙ୍କ ସହ ବାତ୍ୟା ବୁଲବୁଲ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସାରିବା ପରେ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ନେଇ…