Odisha Link
Bridging the Missing Links in Odisha
Browsing Tag

police

ପୁଲିସ ବାବୁଙ୍କ ପରକୀୟା ପ୍ରୀତି: ଭିଡିଓ…

ଭୁବନେଶ୍ବର: ବାହାଘରକୁ ୧୭ ବର୍ଷ ହେଲାଣି। ଘରେ ସ୍ତ୍ରୀ ଓ ପୁଅ ବି ଅଛନ୍ତି। ହେଲେ ପରକୀୟା ପ୍ରୀତିରେ ଉବୁଟୁୁବୁ ପୁଲିସ ବାବୁ। ନିଜ ପରିବାର ଥାଉ ଥାଉ ବିଭାଗର ମହିଳା ଇନ୍ସପେକ୍ଟରଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ। ପ୍ରେମରେ ଏତେ ମୁତଆଲା ହୋଇ ଯାଇଛନ୍ତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ କୋର୍ଟର…

କଟକଣାକୁ ଫୁ: ଗାଁରେ ହେଉଥିଲା ମେଳା,…

ରାୟପୁର: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷକରି ଦେଶର ପ୍ରମୁଖ ବଡ଼ ବଡ଼ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରି ସମୟରେ ସରକାର କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ଲାଗୁ କରିଛନ୍ତି ଅନେକ କଟକଣା। ହେଲେ ସାଧରଣ ଜନତା କଟକଣାକୁ ଫୁ କରିବା ସହ…

ନିଶାଦେଇ ତଣ୍ଟି ଚିପିଥିଲା ପ୍ରେମିକ

ଭୁବନେଶ୍ବର: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ମୁଖ୍ୟ ଅଭିଯୁକ୍ତ ଝରାଫୁଲଙ୍କର ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ପୂର୍ବରୁ ଗିରଫ ହୋଇଥିବା ବେଳେ ଆଜି ତା'ର ଆଉଜଣେ ସହଯୋଗୀ ଗିରଫ ହୋଇଛି। ଟଙ୍କା ଲୋଭରେ ଉଭୟେ ଝରାଫୁଲକୁ ପ୍ରଥମେ ନିଶା ପିଆଇବ ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ ବୋଲି…

କଙ୍କାଳ ଉଦ୍ଧାର ଘଟଣା: ତଦନ୍ତ କରିବେ…

ଭୁବନେଶ୍ୱର: ଜାଆଁଳା ଫାଣ୍ଡିରେ ସିଜ କାର ଭିତରୁ କଙ୍କାଳ ଉଦ୍ଧାର କରିବା ଘଟଣାର ତଦନ୍ତ ମହିଳା ଥାନା ଇନସ୍ପେକ୍ଟର କରିବେ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାର ଇନସ୍ପେକ୍ଟରଙ୍କୁ ଦିଆଯାଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କାର ଭିତରୁ ମହିଳାଙ୍କ ଶବ ମିଳିବା ଏକ…

ସାବଧାନ! ପର୍ଣ୍ଣ ଭିଡ଼ିଓ ଦେଖିଲେ ଆସିବ…

ଲକ୍ଷ୍ନୌ: ଅପାଣ ପର୍ଣ୍ଣ ଭିଡ଼ିଓ ଦେଖିଛନ୍ତି କି? ଯଦି ହଁ ତାହେଲେ ହେଇଯାଆନ୍ତୁ ସାବଧାନ ଦେଖୁଥିଲେ ସାବଧାନ। ଏଣିକି ପର୍ଣ୍ଣ ଦେଖିଲେ ପୋଲିସ ପଠାଇବ ମେସେଜ। ଅନଲାଇନରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଉପରେ ପୋଲିସ ରଖିଛି ତୀକ୍ଷ୍ଣ ନଜର। ଡାଟାର ଅପବ୍ୟବହାର କରି ଲୋକେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତା ଉପରେ…

ବନ୍ଦ ବେଳେ କଂଗ୍ରେସ କର୍ମୀ-ପୋଲିସ…

ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଅହେତୁକ ତୈଳଦର ବୃଦ୍ଧି ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା। କଂଗ୍ରେସର ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ବିକ୍ଷୋଭ ଦେଖିବାକୁ ମିଳିଛି। ବିଧାନସଭା ଆଡକୁ ମୁହାଁଇଲା ବେଳେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି।…

ଡିଜେଲ ଲୁଟେରା ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗ୍ରାମ ନିକଟରେ ଚାଲିଥିବା ଡିଜେଲ ଚୋରି। ପୁଲିସ ରାକେଟର ପର୍ଦ୍ଦାଫାଶ କରିଛି। ଅଚନାକ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ଡିଜେଲ, ୨ଟି ବୋଲେରୋ, ଦୁଇଟି ବାଇକ୍, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ଏହି ଗ୍ୟାଙ୍ଗ…

ଏଏନଏମ କର୍ମୀମାନଙ୍କୁ ଧାରଣାସ୍ଥଳରୁ…

ଭୁବନେଶ୍ବର: ପ୍ରାୟ ଦୁଇ ମାସ ହେବ ଏହି ଏଏନଏମ୍ କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ଜୋରଜବରଦସ୍ତ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପଜୁଥିଲା। ସୂଚନାଯୋଗ୍ୟ, ଏହି ଏଏନଏମ…

ଦୁଇ ପୁଲିସ କର୍ମଚାରୀଙ୍କ ଉପରେ କଡ଼ା…

ପୁରୀ: ଗୋଟିଏ ଦିନରେ ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। ଅପରାଧିକ ଅଭିଯୋଗ ଆସିବା ପରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ପୁରୀ…

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା, ଚୂଡ଼ାନ୍ତ…

କୋରାପୁଟ: ଜିଲ୍ଲା ଜଜ କୋର୍ଟରେ କୁନ୍ଦୁଲି ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି ପୁଲିସ। ତେବେ ପୀଡ଼ୀତାଙ୍କ ପରିବାର ଲୋକ ପୁଲିସର ଚୂଡ଼ାନ୍ତ ରିପୋର୍ଟକୁ ନାପସନ୍ଦ କରିଛନ୍ତି। ଆମକୁ ଆଇନଗତ ସହାୟତା ଓ ନ୍ୟାୟ ଦିଆଯାଉ ବୋଲି ପୀଡ଼ିତାଙ୍କ ଖୁଡ଼ି କହିଛନ୍ତି। ପୁଲିସ ଠିକଭାବେ ତଦନ୍ତ ନକରି ରିପୋର୍ଟ…