Odisha Link
Bridging the Missing Links in Odisha
Browsing Tag

police

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ…

ଭୁବନେଶ୍ୱର: ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ​ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ରତ୍ନବେଦୀ ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…

ଉମା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ…

ଭୁବନେଶ୍ବର: ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଉମା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଗୁଳି ବିନିମୟ ହୋଇଛି। ଘଣ୍ଟେକି ୨ ଘଣ୍ଟା ନୁହେଁ ପ୍ରାୟ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଗୁଳିବିନିମୟ। ସବୁଠାରୁ ବଡ଼କଥା ହେଲା…

ଯବାନଙ୍କ ଗୁଳିଲେ ସିନିୟର କ୍ୟାଡର…

ବରଗଡ଼: ବରଗଡ଼ ପୁଲିସକୁ ବଡ଼ ସଫଳତା। ପୁଲିସ-ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ମାଓବାଦୀ ମୃତ। ମୃତକ ଜଣଙ୍କ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ହୋଇଥିବା ସୂଚନା ରହିଛି। ଖବର ମୁତାବିକ, ବରଗଡ଼ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ସୂଚନା ପାଇଥିଲା ପୁଲିସ।…

‘ସିଏମ୍‌ ଯୋଗୀଙ୍କ ସପକ୍ଷରେ…

କାନପୁର: ସୋସିଆଲ ମିଡିଆରେ ମିଛ ଖବର ଭାଇରାଲ କରୁଥିବା ଦୁଇଜଣ ଏକ୍ସପର୍ଟଙ୍କୁ ଗିରଫ କରିଛି କାନପୁର ପୁଲିସ। ଏଥିସହିତ ମିଛ ଟ୍ବିଟ୍‌ ମାମଲାରେ ପୂର୍ବ ଆଇଏଏସ୍‌ ସୂର୍ଯ୍ୟ ପ୍ରତାପ ଶାହୀଙ୍କ ନାମରେ ମଧ୍ୟ ମାମଲା ଦାୟର ହୋଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ। କାନପୁର…

ମୃତ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଲେ…

କଟକ: ମୃତ ପୁଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ। ରାଜ୍ୟ ପୁଲିସ ବାହିନୀରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି। ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ସଶସ୍ତ୍ର ବାହିନୀର ବଦଳି ତାଲିକାରେ ଗତବର୍ଷ ମୃତ୍ୟୁ ବରଣ କରିଥିବା ମୃତ ସୁବେଦାରଙ୍କ ନାଁ ରହିଛି। ସ୍ୱର୍ଗତ…

ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ପୁରୀ: ସାମ୍ବାଦିକଙ୍କୁ ପିଟିଲା ପୁଲିସ। ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ସହ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ…

୨୧୦ କମିଶନରେଟ୍ ପୁଲିସ କର୍ମଚାରୀଙ୍କୁ…

ଭୁବନେଶ୍ଵର: ରାଜ୍ୟରେ କାୟା ବିସ୍ତାର କରୁଛି ମହାମାରୀ କରୋନା। ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି। କମିଶନରେଟ୍ ପୁଲିସର ୨୧୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ଅଫିସର ରାଙ୍କର…

ପୁଲିସ ବାବୁଙ୍କ ପରକୀୟା ପ୍ରୀତି: ଭିଡିଓ…

ଭୁବନେଶ୍ବର: ବାହାଘରକୁ ୧୭ ବର୍ଷ ହେଲାଣି। ଘରେ ସ୍ତ୍ରୀ ଓ ପୁଅ ବି ଅଛନ୍ତି। ହେଲେ ପରକୀୟା ପ୍ରୀତିରେ ଉବୁଟୁୁବୁ ପୁଲିସ ବାବୁ। ନିଜ ପରିବାର ଥାଉ ଥାଉ ବିଭାଗର ମହିଳା ଇନ୍ସପେକ୍ଟରଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ। ପ୍ରେମରେ ଏତେ ମୁତଆଲା ହୋଇ ଯାଇଛନ୍ତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ କୋର୍ଟର…

କଟକଣାକୁ ଫୁ: ଗାଁରେ ହେଉଥିଲା ମେଳା,…

ରାୟପୁର: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷକରି ଦେଶର ପ୍ରମୁଖ ବଡ଼ ବଡ଼ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରି ସମୟରେ ସରକାର କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ଲାଗୁ କରିଛନ୍ତି ଅନେକ କଟକଣା। ହେଲେ ସାଧରଣ ଜନତା କଟକଣାକୁ ଫୁ କରିବା ସହ…

ନିଶାଦେଇ ତଣ୍ଟି ଚିପିଥିଲା ପ୍ରେମିକ

ଭୁବନେଶ୍ବର: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ମୁଖ୍ୟ ଅଭିଯୁକ୍ତ ଝରାଫୁଲଙ୍କର ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ପୂର୍ବରୁ ଗିରଫ ହୋଇଥିବା ବେଳେ ଆଜି ତା'ର ଆଉଜଣେ ସହଯୋଗୀ ଗିରଫ ହୋଇଛି। ଟଙ୍କା ଲୋଭରେ ଉଭୟେ ଝରାଫୁଲକୁ ପ୍ରଥମେ ନିଶା ପିଆଇବ ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ ବୋଲି…