Odisha Link
Bridging the Missing Links in Odisha
Browsing Tag

Rajasthan Politics

ରାଜସ୍ଥାନ ରାଜନୀତି: ୫୩ ବିଧାୟକଙ୍କୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ବିଧାନସଭା ଅଧିବେଶନ ତାରିଖ ଘୋଷଣା ହେଲା ପରେ କଂଗ୍ରେସ କ୍ୟାମ୍ପରେ ହଲଚଲ ସୃଷ୍ଟି ହେଇଛିି। ଆଉ ବାରମ୍ବାର ବୈଠକ ମଧ୍ୟ କରାଯାଉଛି। ଲାଗି ରହିଥିବା ରଜାନୈତିକ ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସ୍ଥାନାନ୍ତରଣ କରିବାର ଦେଖିବାକୁ ମିଳିଛି। ଅପରପକ୍ଷେ ବିଧାୟକ କିଣାବିକା…

ରାଜସ୍ଥାନ ରାଜନୀତି: ବିଧାୟକଙ୍କୁ ହୋଟଲରୁ…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଦିନକୁ ଦିନ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଲାଗିରହିଥିବା ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସୁରକ୍ଷିତ ଭାବେ ନିଜ ପକ୍ଷରେ ରଖିବା କଂଗ୍ରେସ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଅଗଷ୍ଟ ୧୪ରେ ବିଧାନସଭା…

ରାଜସ୍ଥାନ ରାଜନୀତି: ଅଗଷ୍ଟ ୧୪ରୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ହଟଚମଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଆଶ୍ବସ୍ତି। ଗେହଲଟ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ରାଜ୍ୟପାଳ କାଲରାଜ…

ରାଜସ୍ଥାନ ରାଜନୀତି: ହାଇକୋର୍ଟର…

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ବହୁଜନ ସମାଜ ପାର୍ଟି କଂଗ୍ରେସରେ ବିଏସ୍‌ପିର ୬ଜଣ ବିଧାୟକଙ୍କ ମିଶ୍ରଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଛି। ବିଏସ୍‌ପି ମହାସଚିବ ସତିଶ ମିଶ୍ର କଂଗ୍ରେସରେ ବିଏସ୍‌ପି ବିଧାୟକଙ୍କ ମିଶ୍ରଣକୁ ବିରୋଧ କରି ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ବିଏସ୍‌ପି…

ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ…

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ ରାଜନୀତି। ବିଜେପି ବିଧାୟକ ମଦନ ଦିଲବାର ବିଏସ୍‌ପି ବିଧାୟକ କଂଗ୍ରେସରେ ମିଶ୍ରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ…

ରାଜସ୍ଥାନ ରାଜନୀତି: ସିଏମ୍‌ ଗେହଲଟଙ୍କ…

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଆବାସରେ ଅନୁଷ୍ଠିତ ହେଉଛି କ୍ୟାବିନେଟ ବୈଠକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଗାମୀ ବିଧାନସଭା ଅଧିବେଶନ ବିଷୟରେ ଆଲୋଚନା ହୋଇପାରେ। ରାଜ୍ୟପାଳ ଉଠାଇଥିବା ୩ଟି ପଏଣ୍ଟ ଉପରେ ଆଲୋଚନା…

ରାଜସ୍ଥାନ ରାଜନୀତି: ରାଜ୍ୟପାଳ ଡାକିଲେ…

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକରେ ନୂଆ ମୋଡ଼। ଚାଲିଥିବା ହାଇଭୋଲଟେଜ ଡ୍ରାମା ମଧ୍ୟରେ ରଜ୍ୟପାଳ କଲରାଜ ମିଶ୍ର ଡାକିଛନ୍ତି ବିଧାନସଭା ଅଧିବେଶନ। ରାଜ୍ୟ କ୍ୟାବିନେଟ ପକ୍ଷରୁ ରାଜ୍ୟପାଳ କଲରାଜ ମିଶ୍ର ଅଧିବେଶନ ଡାକିଛନ୍ତି। ଏଥିସହ ବିଧାନସଭା ବିଳମ୍ବରେ ହେଉ ବୋଲି ରାଜ୍ୟପାଳ ଚାହୁଁଥିବା କଥାକୁ…

ପିଏମ୍‌ ମୋଦିଙ୍କ ସହ କଥା ହୋଇଛି:…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ରାଜନୈତିକ ନାଟକ ଜାରି ରହିଛି। ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ରାଜ୍ୟପାଳ କାଲରାଜ ମିଶ୍ରଙ୍କ କାର୍ଯ୍ୟକୁ ନେଇ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାତ ଦିନ ପୂର୍ବରୁ ଲେଖିଥିବା…

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟରୁ…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ ଜାରି ରହିଛି। ଲାଗି ରହିଥିବା ରାଜନୈତିକ ସଙ୍କଟରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି। ଆଜି ରାଜସ୍ଥାନ ରାଜନୀତିକୁ ନେଇ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ରାଜ୍ୟପାଳ କଲରାଜ ମିଶ୍ରଙ୍କ…

ରାଜସ୍ଥାନ ରାଜନୀତି: ମୁହାଁମୁହିଁ…

ଜୟପୁର: ରୋଚକ ମୋଡ଼ରେ ରାଜସ୍ଥାନ ରାଜନୀତି। ଘଡ଼ିକେ ଘଡ଼ି ମୋଡ଼ ବଦଳାଉଛି ରାଜସ୍ଥାନ ରାଜନୀତି। ଆଜି ସଚିନ୍‌ ପାଇଲଟ୍‌ ଆଣ୍ଡ କୋ ଟିମ୍‌କୁ ହାଇକୋର୍ଟଙ୍କ ରାୟ ପରେ ଆଶ୍ବସ୍ଥି ମିଳିଛି। ଏପରିକି ହାଇକୋର୍ଟଙ୍କ ରାୟ ପରେ ନୂଆ ମୋଡ଼ରେ ରାଜସ୍ଥାନ ରାଜନୀତି। ଏପରିକି ରାଜ୍ୟପାଳ କାଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ…