Odisha Link
Bridging the Missing Links in Odisha
Browsing Tag

Rajasthan Politics

୨୪ ପୂର୍ବରୁ ସେମିଫାଇନାଲ ବିଜେତା କିଏ…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆଜି ଆସିବ ସେମିଫାଇନାଲ ଫଳାଫଳ। ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ। ଏଥିପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।ଏକଜିଟ୍ ପୋଲ୍ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ…

ଏଥର କାହା ହାତକୁ ଯିବ ରାଜସ୍ଥାନ? ଏକଜିଟ୍…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ଫାଇଟ୍‌ ପୂର୍ବରୁ ସେମି ଫାଇନାଲ ମୁକାବିଲାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚ।। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ନଜର ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଉପରେ। ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା…

କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକରେ…

ଓଏଲ୍‌ ବ୍ୟୁରୋ: ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ରାଜସ୍ଥାନ ରାଜନୀତି। ଏସବୁ ମଧ୍ୟରେ ରାଜସ୍ଥାନ କଂଗ୍ରେସରେ ହଟଚମଟ ଆରମ୍ଭ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା…

ରାଜସ୍ଥାନ ରାଜନୀତିରେ ସଙ୍କଟର ଦ୍ୱିତୀୟ…

ଜୟପୁର: ବର୍ଷକ ପରେ ପୁଣି ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟର ଦ୍ବିତୀୟ ଲହର। ପ୍ରଥମ ଲହରରେ ଅଶୋକ ଗେହଲଟ ଜେନତେନ ପ୍ରକାରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି ସରକାର ବଞ୍ଚାଇବାରେ ସଫଳ ହୋଇଥିଲେ। ହେଲେ ଦ୍ବିତୀୟ ଲହରରେ ଅଶୋକ ଗେହଲଟ୍‌ଙ୍କ ପାଇଁ…

ବିଧାନସଭାରେ ବଦଳିଲା ସଚିନ୍ ପାଇଲଟଙ୍କ…

ରାଜସ୍ଥାନ: ଏକ ମାସ ଧରି ରାଜସ୍ଥାନ ରାଜନୀତିରେ ଲାଗି ରହିଥିଲା ରାଜନୈତିକ ସଙ୍କଟ। ଏହି ସଙ୍କଟର ଜବନିକା ପଡ଼ିବା ପରେ ଆଜି ବିଧାନସଭାରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ଅଧିବେଶନ। ବର୍ଷା କାରଣରୁ ଅଧିବେଶନ ଆରମ୍ଭ ହେବାରେ ଟିକେ ବିଳମ୍ବ ହୋଇଥିଲା। ହେଲେ ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌…

ବିଧାନସଭାରେ ବିଜେପି ଆଣିବ ଅନାସ୍ଥା…

ଜୟପୁର: ଆଜି ବିଧାନସଭାରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଅଧିବେଶନ। ତେବେ ଅଧିବେଶନ ଆରମ୍ଭରୁ ବିଜେପି କଂଗ୍ରେସ ସରକାର ବିରୋଧରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ବିଜେପି ଦାବି କରିଛି ଯେ ଗେହଲଟ ନିଜ ସରକାର ବଞ୍ଚାଇପାରିବେ ନାହିଁ। କଂଗ୍ରେସ ଭିତରେ ରହିଥିବା ଅସନ୍ତୋଷ ଯୋଗୁ…

ରାଜସ୍ଥାନ: ଗେହଲଟ ସରକାରଙ୍କ ବିପକ୍ଷରେ…

ଜୟପୁର: ଆସନ୍ତକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ହେଲେ ଆସନ୍ତକାଲି ବିଜେପି ବିଧାନସଭାରେ ଗେହଲଟଙ୍କ ସରକାର ବିରୋଧରେ ଅନାସ୍ତାପ୍ରସ୍ତାବ ଆଣିବା ପାଇଁ ଘୋଷଣା କରିଛି। ରାଜସ୍ଥାନ ବିଧାନସଭାର ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କାଟରିଆ କହିଛନ୍ତି ଯେ ଆସନ୍ତାକାଲି ଆମର…

ରାଜସ୍ଥାନ: କଂଗ୍ରେସ ବଦଳେଇ ଦେଲା…

ଜୟପୁର: ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିରୋଧୀ ଦଳ ବିଜେପି ରଣନୀତି ପ୍ରସ୍ତୁତ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବିଜେପି ନେତା ମାନଙ୍କର ଏକ ସାକ୍ଷାତକାର ହୋଇଥିଲା। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ…

ଆଜି ଗେହଲଟ୍‌-ପାଇଲଟ୍‌ ଭେଟା ଭେଟି

ଜୟପୁର: ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ ଡ୍ରାମା ପରେ ଆଜି ସାମ୍ନା ସାମ୍ନି ହେବେ ଅଶୋକ ଗେହଲଟ ଓ ସଚିନ ପାଇଲଟ୍। ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଜବନିକା ପଡ଼ିଥିବା ନେଇ କଂଗ୍ରେସ ୩ଦିନ ତଳେ ଘୋଷଣା କରିଥିଲା। ହାଇଡ୍ରାମା ପରେ ଆଜି ଭେଟା ଭେଟି ହେବେ ରାଜସ୍ଥାନ କଂଗ୍ରେସର ୨ ଛାମୁଆ…

ରାଜସ୍ଥାନ ରାଜନୀତି: ପାଇଲଟଙ୍କ…

ଜୟପୁର: ଦୀର୍ଘଦିନ ଧରି ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ବିରାମ ଲାଗିବାକୁ ଯାଉଛି। ରାଜସ୍ଥାନ କଂଗ୍ରେସ ମଧ୍ୟରେ ଯେଉଁ କଳହ ଲାଗି ରହିଥିଲା। ତାହା ଏବେ ଥମିବାରେ ଲାଗିଛି। ଗତକାଲି କଂଗ୍ରେସ ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ସଚିନ୍‌ ପାଇଲଟ୍‌ ଓ ତାଙ୍କ ସମର୍ଥକ ମାନେ ନରମ…