Odisha Link
Bridging the Missing Links in Odisha
Browsing Tag

Rajasthan

ବିଧାନସଭା ଫଳାଫଳ: ୩ଟି ରାଜ୍ୟରେ ବିଜେପି…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆଜି ଆସିବ ସେମିଫାଇନାଲ ଫଳାଫଳ। ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ। ଏଥିପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି। ନିର୍ବାଚନ କମିଶନର ତଥ୍ୟ ଅନୁଯାୟୀ ପ୍ରାରମ୍ଭିକ…

ବିଧାନସଭା ଫଳାଫଳ: ଛତିଶଗଡ଼ ଓ…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆଜି ଆସିବ ସେମିଫାଇନାଲ ଫଳାଫଳ। ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ। ଏଥିପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।ଏକଜିଟ୍ ପୋଲ୍ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ…

ରାଜସ୍ଥାନ: ସମସ୍ତ ମନ୍ତ୍ରୀଙ୍କ ସମୁହ…

ଜୟପୁର: ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ଆଶ କରାଯାଉଛି। କଂଗ୍ରେସ ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରେ ସମସ୍ତ ମନ୍ତ୍ରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହଠାତ ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର କାରଣ ଜଣାପଡ଼ିନାହିଁ। ତେବେ ଆଗକୁ କ୍ୟାବିନେଟ୍‌ ପୁନର୍ଗଠନ ଥିବା ବେଳେ ରାଜସ୍ଥାନ…

ଛୁଟି ମିଳିଲାନି, ଥାନାରେ ହଳଦୀ ରସମ କଲେ…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସବୁଠି ଲାଗିଛି କଟକଣା। ଅନେକ ସ୍ଥାନରେ ସରକାରୀ ଅଫିସର ମାନଙ୍କର ଛୁଟିକୁ ରଦ୍ଦ କରାଯାଇଛି। ଫଳରେ କିଏ ପେଟରେ ଛୁଆ ଧରି ଡ୍ୟୁଟି କରୁଛି ତ, ଆଉ କେହି ଛୁଆକୁ ସାଙ୍ଗରେ ଧରି ନିଜର କର୍ତ୍ତବ୍ୟ ପାଳନ…

ରାଜ୍ୟରେ ମାସେ ଯାଏଁ ୧୪୪ ଧାରା ଲାଗୁ

ଜୟପୁର: କାୟା ମେଲାଉଛି ମହାମାରୀ କରୋନା। କରୋନା ସଂକ୍ରମଣକୁ ରୋକିବାକୁ ସରକାର କଠୋର ପଦକ୍ଷେପ ନେଉଛନ୍ତି।ଏହି ପରି ପ୍ରେକ୍ଷୀରେ ରାଜସ୍ଥାନରେ ୧୫ ଦିନିଆ ଲକଡାଉନ କରାଯାଇଥିଲେ ମଧ୍ୟ ରାଜସ୍ଥାନ ସରକାର ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲକଡାଉନ ଭିତରେ ଲୋକମାନେ ନିଜ ନିଜ ଘରେ ରହିଥିବା ବେଳେ…

ଲେଉଟିଲାଣି କରୋନା, ରାଜସ୍ଥାନର ୮ଟି…

ଜୟପୁର: ପୁଣି କଲବଲ କଲାଣି କରୋନା। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଏବେ ରାଜସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ରାଜସ୍ଥାନର ୮ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର…

ଆଜିଠୁ ଏହି ଦୁଇ ରାଜ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଛି ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ ଏସଓପି ଜାରି କରାଯାଇଛି। ସ୍କୁଲ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କୁ ଏହି ଗାଇଡଲାଇନ୍ ମାନିବାକୁ ପଡ଼ିବ।…

ଚମ୍ବଲ ନଦୀରେ ଡଙ୍ଗା ଓଲଟି ୭ ମୃତ, ୮…

ରାଜସ୍ଥାନ: ରାଜସ୍ଥାନର ଚମ୍ବଲ ନଦୀରେ ଏକ ଡଙ୍ଗା ଓଲଟି ଯାଇଛି। କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ। ଡଙ୍ଗା ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୃୁ ଘଟିଛି ଏବଂ ୮ ଜଣ ନିଖୋଜ ଅଛନ୍ତି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ…

ଅଗଷ୍ଟ ୫ରେ ହିନ୍ଦୁଧର୍ମ ଗ୍ରହଣ କଲେ ୨୫୦…

ଜୟପୁର: ଗତକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ମନ୍ତ୍ରପାଠ, ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ଅଯୋଧ୍ୟା। ଅପରପକ୍ଷେ ରାଜସ୍ଥାନର ଏକ ଗ୍ରାମର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ରାଜସ୍ଥାନର ବାଡ଼ମେର…

ସଚିନ ପାଇଲଟ ବିଜେପିରେ ଅଛନ୍ତି: ପିଏଲ…

ଜୟପୁର: ରାଜସ୍ଥାନରେ ୧୮ ମାସର ଅଶୋକ ଗେହଲୋଟ୍ ସରକାରରେ ଦେଖିବାକୁ ମିଳିଛି ସଙ୍କଟ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଏହାକୁ ନଜରରେ ରଖି ଦଳର ବରିଷ୍ଠ ନେତା ପିଏଲ ପୁନିଆ କହିଛନ୍ତି ଯେ, ବର୍ତ୍ତମାନ ସଚିନ ପାଇଲଟ ବିଜେପିରେ…