Odisha Link
Bridging the Missing Links in Odisha
Browsing Tag

Sachin Tendulkar

ଚିନ୍ତା ବଢ଼ାଉଛି ଡିପ୍‌ଫେକ୍ ଭିଡିଓ;…

ଓଏଲ୍‌ ବ୍ୟୁରୋ: ବଢୁଛି ଡିପଫେକ ଭିଡିଓ କାରନାମା। ଆଜିକାଲି ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ…

ବାଲୁକା କଳାରେ ସଚିନ ତେନ୍ଦୁଲକରଙ୍କୁ…

ଓଏଲ୍‌ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍‌ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ମୈଦାନରୁ ଆଉଟ, ଫ୍ୟାନସଙ୍କ ହୃଦୟରେ ସେ ସର୍ବଦା…

ରଣଜୀ ଡେବ୍ୟୁରେ ଶତକୀୟ ଇନିଂସ ଖେଳିଲେ…

ଓଏଲ୍‌ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଡେବ୍ୟୁରେ ଖେଳିଲେ ଶାନଦାର ପାରି । ଗୋଆ ପକ୍ଷରୁ ଡେବ୍ୟୁ କରି ରାଜସ୍ଥାନ ବିପକ୍ଷରେ ଶତକୀୟ ଇନିଂସ ଖେଳିଛନ୍ତି ଅର୍ଜୁନ ତେନ୍ଦୁଲକର । ସଚିନ ତେନ୍ଦୁଲକର ୩୪ ବର୍ଷ ତଳେ ରଣଜୀ ଡେବ୍ୟୁ କରି ଶତକୀୟ ଇନିଂସ ଖେଳିଥିଲେ ।…

ମେଡିକାଲରେ ଭର୍ତ୍ତି ହେଲେ ସଚିନ

ମୁମ୍ବାଇ: ମେଡିକାଲରେ ଭର୍ତ୍ତି ହେଲେ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି…

ଆଜି ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୪୭ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍‌ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚଳିତବର୍ଷ ମହାମାରୀ କରୋନା ଭାଇରସ ପାଇଁ ସଚିନ…

ସଚିନଙ୍କୁ ପଛରେ ପକାଇଲେ ସେଫାଳି

ସେଣ୍ଟଲୁସିଆ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବିପକ୍ଷ ମ୍ୟାଚ୍‌ରେ…

ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌…

ଭୁବନେଶ୍ବର :ଜଣେ ପରିଚିତ ଚେହେରା ହୋଇପାରନ୍ତି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର।କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓଡ଼ିଶା ପର୍ଯ୍ୟଟନର ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ହୋଇପାରନ୍ତି। କୌଣସି ନିଷ୍ପତ୍ତି ନ ହୋଇଥିଲେ ମଧ୍ୟ ଆଲୋଚନା ଚାଲିଛି।…

ସଚିନ ତେନ୍ଦୁଲକର ଏବଂ ହିମା ଦାସଙ୍କ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଆଥଲେଟ୍‌ ହିମା ଦାସ ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ଇଉରୋପରେ ଆୟୋଜିତ ହେଉଥିବା କ୍ରୀଡ଼ାରେ ୫ଟି ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କ ମନରେ ଘର କରିଛନ୍ତି ସୁନା ଝିଅ ହିମା ଦାସ। ଏଥିପାଇଁ ହିମାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। କ୍ରିକେଟର କିମ୍ବଦନ୍ତୀ ଖେଳାଳି ମଧ୍ୟ…

ମାଷ୍ଟର ବ୍ଲାଷ୍ଟରଙ୍କୁ ଆଉ ଏକ ସମ୍ମାନ

ନୂଆଦିଲ୍ଲୀ: 'କ୍ରିକେକଟର ଭଗବାନ' କୁହାଯାଉଥିବା ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ସଚିନ ତେନ୍ଦୁଲକର ଆଇସିସିର ‘ହଲ୍‌ ଅଫ୍ ଫେମ୍‌’ରେ ସ୍ଥାନ ପାଇଛନ୍ତି। ଏହି ପୂର୍ବତନ କ୍ରିକେଟ ଖେଳାଳିଙ୍କ ସମେତ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଆଲାନ୍ ଡୋନାଲ୍‌ଡ, ଅଷ୍ଟ୍ରେଲିଆର ମହିଳା…

ଆଫଗାନିସ୍ତାନର ଯୁବ ଖେଳାଳି ଇକ୍ରାମ୍‌…

ହେଡିଙ୍ଗଲେ: କ୍ରିକେଟ ମହାକୁମ୍ଭର ୪୨ ତମ ମ୍ୟାଚରେ ଆଫଗାନିସ୍ତାନର ଯୁବ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ଇକ୍ରାମ୍‌ ଅଲୀ ଖିଲ ଏକ ନୂଆ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳିଥିଲେ। ଏଥିସହିତ କ୍ରିକେଟର…