Odisha Link
Bridging the Missing Links in Odisha
Browsing Tag

Sachin Tendulkar

ଧୋନି ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭରେ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଟିମ୍‌ ଇଣ୍ଡିଆର ଏହି ବିଜୟରେ ମୁଖ୍ୟ ନାୟକ ରୋହିତ ଶର୍ମା ଥିଲେ। ଏହି ମ୍ୟାଚରେ ୧୦୪ ରନର ଶତକୀୟ ପାରି ଖେଳିଥିଲେ ରୋହିତ। ରୋହିତ ଏହି ଶତକୀୟ ପାଳି ଖେଳି ଅନେକ ରେକର୍ଡ଼ ନିଜ ନାମରେ କରିଛନ୍ତି। ତେବେ ଆସନ୍ତୁ…

ଏକାଠି ସଚିନ-ସୁନ୍ଦର

ବର୍ମିଂହାମ: ଗତକାଲି ଭାରତ-ଇଂଲଣ୍ଡ ମ୍ୟାଚରେ ଏକାଠି ଦେଖିବାକୁ ମିଳଥିଲେ ଦୁଇ ଭାରତୀୟ କିମ୍ବଦନ୍ତୀ। ଜଣେ କ୍ରିକେଟ ଜଗତର ଭଗବାନ ତ ଆଉ ଜଣେ ଗୁଗଲର ସିଇଓ। ସେ ୨ ଆଉ କେହି ନୁହଁନ୍ତି ଜଣେ ସଚିନ୍‌ ତେନ୍ଦୁଲକର ଏବଂ ସୁନ୍ଦର ପିଚାଇ। ଚଳିତ ବିଶ୍ୱକପ୍‌ରେ ଗତକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ…