ଓଡ଼ିଶା VIDEO: ନବରଙ୍ଗପୁରରେ ବିଶାଳ ସାପ ଠାବ! ଭୁବନେଶ୍ବର: ନବରଭ୍ଗପୁର ଜିଲ୍ଲାରେ ଏକ ବିଶାଳ ସାପ ଠାବ କରିଛନ୍ତି ସ୍ଥାନୀୟ ଜନତା। ସାପର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଅନୁମାନ କରାଯାଉଛି। ସାପଟି ରାତିରେ ରାସ୍ତା ପାର୍ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସଂଚରିବାରେ ଲାଗିଛି।…
ଖବର ସାପକୁ ରାକ୍ଷୀ ବାନ୍ଧୁଥିଲେ, ଚାଲିଗଲା… ପାଟନା: ରବିବାର ସାରା ଦେଶରେ ପାଳିତ ହୋଇଥିଲା ରାକ୍ଷୀପୂର୍ଣ୍ଣିମା। ଭଉଣୀ ମାନେ ଭାଇଙ୍କ ହାତରେ ରାକ୍ଷା ବାନ୍ଧି ଏହି ଦିନକୁ ପାଳନ କରିଥିଲେ। ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଆସିଛି ଦୁଃଖଦ ଖବର। ଜଣେ ଯୁବକ ସାପକୁ ରାକ୍ଷୀ ବାନ୍ଧିବାକୁ ଯାଇ ଜୀବନ ହରାଇଛନ୍ତି। ବିହାରର ସାରଣ ଜିଲ୍ଲାର ମନମୋହନ ସାପର ଚୋଟରେ…
ଖବର ଫେସ୍ବୁକ୍ରେ ଭିଡିଓ ଖୋଜିବା ହେଲା… ନୂଆଦିଲ୍ଲୀ: ଆଜିର ସମୟରେ ପ୍ରାୟତଃ ସମସ୍ତେ ସାମାଜିକ ଗଣମାଧ୍ୟମ ବିଷୟରେ ଉଣା ଅଧିକେ ଜାଣିଥିବେ। ସାମାଜିକ ଗଣମାଧ୍ୟମରୁ ସବୁଠାରୁ ବଡ଼ ପ୍ଲାଟଫର୍ମ ମଧ୍ୟରୁ ଫେସ୍ବୁକ୍ ଅନ୍ୟତମ। ପ୍ରାୟତଃ ସମସ୍ତେ ଫେସବୁକ୍ ବ୍ୟବହାର କରିଥାଆନ୍ତି। ଫେସବୁକ୍ ମାଧ୍ୟମରେ ନିଜ ନିଜ ଫଟୋ, କିଛି ସୂଚନା ଆଦି ସେୟାର…
ଖବର ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ: ବୁଲେଟ୍… ନୂଆଦିଲ୍ଲୀ: କରୋନା କାଳରେ ବିଭିନ୍ନ ପ୍ରସଙ୍ଗକୁ ବିଜେପିକୁ ଟାର୍ଗେଟ କରି ଆସୁଛି କଂଗ୍ରେସ। ଆଜି ପୁଣିଥରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଏଥର ରାହୁଲ ପିଏମ୍ ମୋଦୀଙ୍କ ଭିଆଇପି କଲଚରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କଡା…
ଖବର ୬ବର୍ଷରେ ଅସଙ୍ଗଠିତ ଅର୍ଥନୀତି ଉପରେ… ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଭାରତର ଅର୍ଥବ୍ୟବସ୍ଥାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ରାହୁଲ। ଏହି ଭିଡିଓରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ସରକାର ଅସଙ୍ଗଠିତ…
ଖବର ମୋଟେରା ସୂର୍ଯ୍ୟମନ୍ଦିରର ଭିଡିଓ ସେୟାର… ନୂଆଦିଲ୍ଲୀ: ପିଏମ୍ ମୋଦୀ ଆଜି ସକାଳୁ ସକାଳୁ ଟୁଇଟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରରେ ଗୁଜରାଟରେ ଥିବା ମୋଟେରା ସୂର୍ଯ୍ୟ ମନ୍ଦିରର ଏକ ଭିଡିଓ ସେୟାର କରିଛନ୍ତି ମୋଦୀ। ଯେଉଁଥିରେ ବର୍ଷାରେ ସୂର୍ଯ୍ୟ ମନ୍ଦିର ଅତ୍ୟନ୍ତ ମନୋଲୋଭା ଦୃଶ୍ୟ ଦେଖିବାକୁ ମିଳୁଛି।…
ଓଡ଼ିଶା ଜୁନ୍ ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ:… ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜୁନ୍ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଲକ୍ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା। କୋରୋନା…
ଓଡ଼ିଶା ରାଜ୍ୟ ସରକାରଙ୍କୁ ନିବେଦନ କଲେ ପିସିସି… ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ ହିଁ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲାଣି। ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ…
ଖବର କରୋନା ମୁକାବିଲା: ମାସ୍କ ତିଆରି କଲେ… ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ମାସ୍କ ବ୍ୟବହାର। କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ ବା ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ…
ଓଡ଼ିଶା ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ… ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ପୁଣି ଥରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୪ଟା ୩୦ ମିନିଟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ନୀବନ। ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଦେବେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବେ।…