Odisha Link
Bridging the Missing Links in Odisha
Browsing Tag

Vigilance

ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ…

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ଇଡକୋ ସିଜିଏମ୍‌ ସରୋଜକାନ୍ତ ମିଶ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା। ଗତକାଲିଠୁ ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ…

ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଆଇଆଇସି;…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଲକ୍ଷାଧିକ ନଗଦ ଟଙ୍କା ସହ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ମିଳିଥିବା ସୂଚନା ମିଳିଛି। ବିଡ଼ା ବିଡ଼ା ନୋଟ ଗଣା ଚାଲିଛି। ବୈପାରିଗୁଡାରୁ…

ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମଚାରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବିରୋଧରେ ଆୟ…

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଲେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ। ପୁରୀ ଓ ଭୁବନେଶ୍ୱରରେ ସମେତ…

ଦୁର୍ନୀତିରେ ଉବୁଟୁବୁ ସରକାରୀ କର୍ମଚାରୀ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ଏନେଇ ସ୍ଲୋଗାନ ମଧ୍ୟ ଦେଉଛନ୍ତି ରାଜ୍ୟ ସରକାର। ହେଲେ ରାଜ୍ୟରେ ଦିନକୁ ଦିନ ଦୁର୍ନୀତି କାୟାବିସ୍ତାର କରିବାରେ ଲାଗିଛି। ଦୁର୍ନୀତି ପାଇଁ ଗତ ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ୧୯୦ଜଣ ଦୁର୍ନୀତିଗ୍ରସ୍ତ ସରକାରୀ…

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ରେଞ୍ଜ୍…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ କର୍ମଚାରୀ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ତେବେ ଫରେଷ୍ଟ ରେଞ୍ଜ୍…

ଲାଞ୍ଚ ନେଲାବେଳେ ଭାରପ୍ରାପ୍ତ ଆରଆଇଙ୍କୁ…

ଓଏଲ୍‌ ବ୍ୟୁରୋ : ଆରଆଇ ନେଉଥିଲେ ଲାଞ୍ଚ, ଆଉ ଧରିଲା ଭିଜିଲାନ୍ସ। ଭିଜିଲାନ୍ସ ଧରିଥିବା ଭାରପ୍ରାପ୍ତ ଆରଆଇ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଜଗଦୀଶ ବେହେରା। ଯିଏକି ଜଣେ ଅଭିଯୋଗକାରୀଙ୍କ ଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ…

ଭିଜିଲାନ୍ସ ଜାଲରେ ୧୩୦ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ବିଗତ ୧୦ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗର ୧୩୦ ଜଣ ଯନ୍ତ୍ରୀ। ହାରାହାରି ବର୍ଷକୁ ପ୍ରାୟ ୧୩ ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ଏଥିରେ ଅଧିକାଂଶ ହେଉଛନ୍ତି ସହକାରୀ ଯନ୍ତ୍ରୀ ଓ କିଛି କନିଷ୍ଠ ଯନ୍ତ୍ରୀ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…

ଭିଜିଲାନ୍ସ ଜାଲରେ ପିଇଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପିଇଓ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକାରଗୋଲା ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ ହୋଇଛି। ସନ୍ତୋଷଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ଚଢାଉ କରିଛନ୍ତି। ଜଣେ…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ…

ବରଗଡ: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ। ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଏକକାଳୀନ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀଙ୍କ ଅଫିସ ଓ…