Odisha Link
Bridging the Missing Links in Odisha
Browsing Tag

Vigilance

କୁବେର ପିଏସ୍‌ ବିରଞ୍ଚି ସାହୁ ଗିରଫ,…

ଭୁବନେଶ୍ବର: ଗିରଫ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କୁବେର ପିଏସ୍‌ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଥିବା…

S.Iଙ୍କ ବାଇକ୍‌ ଡିକିରୁ ମିଳିଲା ୨ ଲକ୍ଷ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ। ଆଜି ଏକ ଚା’ ଦୋକାନରେ ବସି ଚାହା ପିଉଥିଲେ ପୁଲିସ୍‌ ବାବୁ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନାର ସବ୍‌ ଇନ୍ସପେକ୍ଟର ହେଉଛନ୍ତି ଉଗ୍ରସେନ ପଟେଲ। ତାଙ୍କ ନିକଟରୁ…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନା…

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଥାନାର ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକ। ଏକ ବକେୟା ଅର୍ଥ ଆଦାୟ ମାମଲାର ସମାଧାନ ପାଇଁ କଟକ ସଦର ବ୍ଲକ୍‌ କଚେରାମାଳର ପ୍ରିତମ୍‌ ମହାନ୍ତିଙ୍କ ଠାରୁ କନ୍ଦରପୁର ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀଙ୍କ…

ଖାକିରେ ଦାଗ, ଭିଜିଲାନ୍ସ ଜାଲରେ ଥାନା…

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା । ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାରେ ୩୦୭ଦଫା କାଟିବାକୁ ଲାଞ୍ଚ ନେବା ସମୟରେ ଧରା…

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ବଲାଙ୍ଗୀର : ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଜାରି ରହିଛି। ପ୍ରକାଶ ଯେ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍‌ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍‌ ଏକା…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ନୟାଗଡ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୟାଗଡ ମ୍ୟୁନିସିପାଲଟିର କ୍ୟାସିୟର ଅଜୟ କୁମାର ସାଥୁଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ସେ ଠିକାଦାରଙ୍କର ଠାରୁ ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ମ୍ୟୁନିସିପାଲଟିର କ୍ୟାସିୟର ବିଲ୍ ପାସ୍ କରିଦେବା ପାଇଁ ଠିକାଦାରଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ…

ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କଲେ…

ବାଲେଶ୍ବର: ଲାଞ୍ଚ ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ ବିଭାଗ ସହ ୭ ମାସ ଧରି ଲୁଚକାଳି ଖେଳ ଶେଷ ହୋଇଛି। ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ଅଧିକାରୀ। ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ସୁଧାକର ଗରଡିଆ ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍। ପ୍ରକାଶ ଯେ, ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କଠାରୁ ଲାଞ୍ଚ…

ଭିଜିଲାନ୍ସ ପଞ୍ଝାରେ ସ୍ବାସ୍ଥ୍ୟ…

ପାରାଦୀପ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି। ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ମିଳିଥିବା ସୂଚନା ମୁତାବକ, ସରୋଜିନୀ କିଷାନଙ୍କ ବାପା-ମାଆଙ୍କ ମୃତ୍ୟୁ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣୀ ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜମି ପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ମିଳିଥିବା ସୂଚନା ଅନୁସାରେ, ମୁରିବାହାଲ୍ ତହସିଲର ବରିଷ୍ଠ କିରାଣୀ ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ…