Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସ୍ବାସ୍ଥ୍ୟ କର୍ମଚାରୀ

ପାରାଦୀପ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି। ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ।

ମିଳିଥିବା ସୂଚନା ମୁତାବକ, ସରୋଜିନୀ କିଷାନଙ୍କ ବାପା-ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର କରି ଦେବା ଲାଗି ସେ ଲାଞ୍ଚ ମାଗିଥିଲେ। ବର୍ତ୍ତମାନ ଅଭିଯୁକ୍ତ ଭରତକୁ ଅଟକ ରଖି ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

Comments are closed.