Odisha Link
Bridging the Missing Links in Odisha
Browsing Tag

Paradeep

ମତ୍ସ୍ୟ ବିଭାଗର ନିର୍ଦ୍ଦେଶ; ଆଜିଠୁ ୬୧…

ଓଏଲ୍‌ ବ୍ୟୁରୋ: ମାଛ ମାନଙ୍କ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପାରାଦୀପରେ ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ କରାଯାଇଛି। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ…

ଆସନ୍ତା ୨୩ରୁ ପାରାଦୀପ ବସ୍‌ଷ୍ଟାଣ୍ଡକୁ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୭ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତକୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥା ପାଇଁ ଆସନ୍ତା ୨୩ରୁ ୨୭ ଯାଏ ପାରାଦୀପ ବସ୍‌ଷ୍ଟାଣ୍ଡକୁ ଯିବନି ବସ୍‌। ବସ୍‌…

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ…

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ପାରାଦୀପରେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଜଣେ ରୁଷୀୟ ଚିଫ୍‌ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ…

ପୁଲିସକୁ ଆକ୍ରମଣ ଘଟଣାରେ ୭ ଜଣ ଗିରଫ

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ଲକ୍ ପୁଲିସ ପାରାଦୀପ ଗଡ଼ ଗ୍ରାମର ମଠସାହୀରୁ ୭ ଜଣଙ୍କୁ ଗିରଫ କରିଛି। ପୁଲିସକୁ ଆକ୍ରମଣ ଘଟଣାରେ ସେମାନଙ୍କୁ ଉଠେଇ ନେଇ ଥାନାରେ ପଚରାଉଚରା କରୁଛି ପୁଲିସ । ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଅଭୟଚାନ୍ଦପୁର ପୋଲିସ ପାରାଦୀପ ଗଡ଼ ଗାଁର ତ୍ରୀନାଥ ଦଳାଇକୁ…

ନକଲି ମେଡିକାଲ ସାର୍ଟିଫିକେଟ୍ ତିଆରି କରି…

ପାରାଦୀପ : ନକଲି ମେଡିକାଲ ସାର୍ଟିଫିକେଟ୍ ତିଆରି କରୁଥିବା ଅଭିଯୋଗରେ ଯୁବକ ଗିରଫ। ଅଭିଯୁକ୍ତ ଜଣଙ୍କ ହେଲେ କାଳନ୍ଦୀ ତରାଇ। ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି। କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ଯ୍ୟରତ ଏଲଆଣ୍ଡଟି କମ୍ପାନୀର କଲୋନୀ ଭିତରେ ଏକ ଦୋକାନରେ…

ଭିଜିଲାନ୍ସ ପଞ୍ଝାରେ ସ୍ବାସ୍ଥ୍ୟ…

ପାରାଦୀପ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି। ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ମିଳିଥିବା ସୂଚନା ମୁତାବକ, ସରୋଜିନୀ କିଷାନଙ୍କ ବାପା-ମାଆଙ୍କ ମୃତ୍ୟୁ…

ଟ୍ରକ୍‌ କୁ ଧକ୍କା ଦେଲା କାର୍‌: ସ୍ୱାମୀ…

ପାରାଦୀପ : ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି କଟକ-ପାରାଦୀପ ରାସ୍ତାରେ ଘଟିଛି। ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ…

ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦…

ପାରାଦୀପ: ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦ ଟଙ୍କା ଲୁଟ୍ କରିନେଲେ ୪ ଜଣ ଦୁର୍ବୃତ୍ତ। ଏହି ଘଟଣାଟି ପାରାଦୀପ ନେହେରୁ ବଙ୍ଗଳା ରାସ୍ତାର ଇନ୍ଦିରା ପାର୍କ ନିକଟରେ ଘଟିଛି। ସୂଚନାଯୋଗ୍ୟ ଯେ, ପାରାଦୀପ ନେହେରୁ ବଙ୍ଗଳା ରେ ଥିବା ଲାଇସେନ୍ସପ୍ରାପ୍ତ ଏକ ଦେଶୀ ମଦ ଦୋକାନୀର କର୍ମଚାରୀ ସାଇମନ୍ ମାଝି…

ପାରାଦୀପ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ…

ଜଗତସିଂହପୁର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ଏଥିପାଇଁ ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ପଦକ୍ଷେପ…

୨ ଜଣ କରୋନା ସନ୍ଦିଗ୍ଧଙ୍କୁ ଏସ୍‌ସିବିରେ…

ପାରାଦୀପ: ପାରାଦୀପରେ ୨ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ। ସିଙ୍ଗାପୁରରୁ ଜାହାଜରେ ପାରାଦୀପ ଅଭିମୁଖେ ଆସିଥିବା ୨ଜଣ ସ୍ୱାମୀ-ସ୍ତ୍ରୀ କରୋନା ଆକ୍ରାନ୍ତ ନେଇ ସନ୍ଦେହ କରାଯାଉଛି। ଉଭୟଙ୍କୁ ପରୀକ୍ଷା ପାଇଁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଘର ଉତ୍ତରପ୍ରଦେଶର କାନପୁରରେ ବୋଲି…