Odisha Link
Bridging the Missing Links in Odisha
Browsing Tag

Paradeep

୧୦ ବର୍ଷ ପରେ ଘରକୁ ଫେରିଲା ପୁଅ

ପାରାଦୀପ : ଗଂଜାମ ଜିଲ୍ଲା ମେଣ୍ଟପୁରର ଜୟୀ ସ୍ୱାଇଁଙ୍କ ପୁଅ ସୁଦର୍ଶନ। ମାନସିକ ଭିନ୍ନକ୍ଷମ। ହଠାତ୍‌ ୧୦ ବର୍ଷ ତଳେ ଘରୁ କୁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଅନେକ ଖୋଜା ଖୋଜି କରି ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ । କିନ୍ତୁ ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ସେ ଖୁସିରେ…

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ଜଣେ…

ପାରାଦୀପ: ଜଗତସିଂହପୁର ପାରାଦୀପ ରାସ୍ତାର ଗଡଲୋକନାଥ ମନ୍ଦିର ଗଡାରେ ଏକ ଟ୍ରକ୍ ପଛରେ କାର ପିଟି ହୋଇଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନାଯାଗ୍ୟ ଯେ, ୪ ଜଣ ସାଙ୍ଗ କାର ଯୋଗେ…

ଭୁଜାଲି ମୁନରେ ଲୁଟ୍

ପାରାଦୀପ: ଭୁଜାଲି ମୁନରେ ଲୁଟ୍। ଆଜି ପାରାଦୀପରେ ଦିନ ଦ୍ବିପହରରେ ଭୁଜାଲି ଦେଖାଇ ଜଣେ ଲୋକଙ୍କଠୁ ଟଙ୍କା ଲୁଟ୍ ହୋଇଛି। ସୂଚନା ମୁତାବକ, ପାରାଦୀପ ପିପିଏଲ୍ ଛକ ଇଷ୍ଟକୋଷ୍ଟ୍ ପେଟ୍ରୋଲ୍ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଆଜି ପ୍ରାୟ ସାଢ଼େ ୧୧ଟା ସମୟରେ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍‌…

ଖାକିରେ ଲାଗିଲା ଦାଗ

ପାରାଦ୍ବୀପ: ଖାକିରେ ଲାଗିଲା ଦାଗ। ସି.ଆ.ଏସ୍.ଏଫ. କନଷ୍ଟେବଲ୍‌ ଏମ୍. କାଣ୍ଡାସ୍ବାମୀଙ୍କ ନାଁରେ ଆସିଛି ସଂଘାତିକ ଅଭିଯୋଗ। ପଡୋଶୀ ଘରର ଝିଅକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ସାଢେ ୪ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସି.ଆ.ଏସ୍.ଏଫ. କନଷ୍ଟେବଲ୍‌ଙ୍କୁ ଗିରଫ କରିଛି ପାରାଦ୍ବୀପ…

ମୋବାଇଲ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦ୍ବୀପ: ମୋବାଇଲ ଫୋନ ଫାଟି ଜଣେ ଶ୍ରମିକଙ୍କ ମୄତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କି ସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ। ସୂଚନା ମୁତାବକ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ…

ପାରାଦୀପରେ ଶ୍ରମିକଙ୍କ ଉପରେ ଚଢିଗଲା…

ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଆଇରନ୍ ପ୍ଲଟରେ ଦୁର୍ଘଟଣା ଘଟିଛି। ଜଣେ ଶ୍ରମିକ ଉପରେ ଚଢିଗଲା ଆଇରନ୍ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଶ୍ରମିକଙ୍କର ମୄତ୍ୟୁ ହୋଇଛି। ମୃତ ଶ୍ରମିକ ହେଉଛନ୍ତି ୫୮ବର୍ଷ ବୟସ୍କ ଗନ୍ଧର୍ବ ଗୌଡ। ତାଙ୍କ ଘର ଗଞ୍ଜାମ ଅଞ୍ଚଳର ଚାଟମୁଣ୍ଡୁଳି ବୋଲି ଜଣାପଡିଛି। ଗତକାଲି…

ଅପହରଣ ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର…

ପାରାଦୀପ : ପାରାଦୀପ ଲକପଡାରୁ ଚୋରି ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅପହରଣ ଅଭିଯୋଗରେ ଘରର ମହିଳା ସହାୟିକା ମାନିନୀ ସାହୁ ଗିରଫ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗାଁର ଶତ୍ରୁଘ୍ନ ସାମଲ ପରିବାର ସହ ପାରାଦୀପରେ…

ଟ୍ରକ୍-ଟାଟା ଏସିଇ ଧକ୍କାରେ ଡ୍ରାଇଭର ମୃତ

ପାରାଦୀପ : ଟ୍ରକ ପଛପାଖରେ ଠିଆ ହୋଇଥିବା ଡ୍ରାଇଭରଙ୍କୁ ଧକ୍କା ଦେଇଛି ଟାଟା ଏସି। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୄତ୍ୟୁ ଘଟିଥିବା ବେଳେ ଟାଟାଏସିଇରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ପାରାଦୀପ ବନ୍ଦରକୁ ପଣ୍ୟ ପରିବହନ ପାଇଁ…

୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ…

ପାରାଦୀପ : କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷକ ନିଜ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ ଥିବା…