Odisha Link
Bridging the Missing Links in Odisha
Browsing Tag

raid

ବନ୍ଧା ହେଲେ ବିଜେଡି ଜିଲ୍ଲା ପରିଷଦ…

ଓଏଲ୍ ବ୍ୟୁରୋ : ଅବକାରୀ ବିଭାଗ ଦ୍ୱାରା ବଡ଼ ଧରଣର ରେଡ୍। ଢେଙ୍କାନାଳ ଜିଲ୍ଲାରେ ନକଲି ମଦ କାରଖାନା ଠାବ ହୋଇଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ସୂଚନା। ଖବର ଅନୁସାରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି। ଏହି ଖବର ପାଇ ଜିଲ୍ଲାପାଳଙ୍କ…

ପଦ୍ମପୁରରେ ରେଡ୍‌ ରାଜନୀତି

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ୁଛି । ଏହିସବୁ ମଧ୍ୟରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ ରାଜନୀତି। ପଦ୍ମପୁରରେ ସକାଳେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ରେଡ୍‌ କରିିଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌…

ବାର୍‌ରେ ଜମିଥିଲା ଆସର, ତାପରେ…

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ବାର୍‌ରେ ଜମିଥିଲା ଆସର। ପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହେଲା ରାଜଧାନୀର ଜନପଥରେ ଥିବା ମ୍ୟାଡ୍‌ ମୁଲ ବାରକୁ ସିଲ୍‌ କରିଛି ବିଏମ୍‌ସି। ନାଇଟ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି। ରାଜ୍ୟରେ…

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ସୁପରଭାଇଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି। ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟର…

ଶିଳ୍ପା ସେଟ୍ଟୀଙ୍କ ବାସଭବନରେ…

ମୁମ୍ବାଇ: ଅଶ୍ଳିଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପରେ ପରେ ଏବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଞ୍ଚିଛି। ରାଜକୁନ୍ଦ୍ରାଙ୍କ କମ୍ପାନୀ ବିଆନରେ ଶିଳ୍ପା ସେଟ୍ଟୀ ବି ନିର୍ଦ୍ଦେଶକ…

ଦୈନିକ ଭାସ୍କରର ବିଭିନ୍ନ ଅଫିସ୍‌ରେ…

ନୂଆଦିଲ୍ଳୀ: ଦେଶର ଅଗ୍ରଣୀ ଖବରକାଗଜ ସଂସ୍ଥା ଦୈନିକ ଭାସ୍କରର ବିଭିନ୍ନ ଅଫିସ୍‌ରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କରୋନାରେ ଦ୍ବିତୀୟ ଲହର ସମୟରେ ଅଗ୍ରଣୀ କରୋନା ଯୋଦ୍ଧାର ପରିଚୟ ହାସଲ କରିଥିବା ଏହି ସଂସ୍ଥା ଉପରେ ଚଢ଼ାଉ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ‌ଦୈନିକ ଭାସ୍କରର…

ଭୋରୁ ଭୋରୁ ଜୟପୁର ସବ୍‌ ଜେଲରେ ରେଡ୍

ଜୟପୁର: ଭୋରୁ ଭୋରୁ ଜୟପୁର ସବ୍‌ ଜେଲରେ ପୁଲିସର ଚଢ଼ାଉ। କୋରାପୁଟ ଏସପିଙ୍କ ନେତୃ୍ତ୍ବରେ ଏକ ପୁଲିସ୍‌ ଟିମ୍‌ ଭୋର୍‌ ୪ଟାରେ ଚଢ଼ାଉ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ରବିବାର ଭୋର୍ ୪ଟା ବେଳେ ଏସପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସବ୍ ଜେଲରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବୋରିଗୁମ୍ମା…

ଆଇଏସଆଇଏସ ଲିଙ୍କ୍: ଏନଆଇଏର ଚଢ଼ାଉ, ୫…

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଏନଆଇଏ ଗିରଫ କରିଛି।…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ…

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ମଦ ଜବତ…

ସାଲେପୁର: ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ମଦ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମର ସୁକାନ୍ତ କୁମାର ବାଇଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ତିନି ପେଟି ଦେଶୀ ମଦ ଜବତ କରିଛି। ଆଗରୁ ବହୁବାର ସୁକାନ୍ତ ଗିରଫ ହେବା ନଜୀର ଅଛି। ସାଲେପୁରରେ…