Odisha Link
Bridging the Missing Links in Odisha
Browsing Tag

raid

ଭିଜିଲାନ୍ସ ପଞ୍ଝାରେ ସ୍ବାସ୍ଥ୍ୟ…

ପାରାଦୀପ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି। ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ମିଳିଥିବା ସୂଚନା ମୁତାବକ, ସରୋଜିନୀ କିଷାନଙ୍କ ବାପା-ମାଆଙ୍କ ମୃତ୍ୟୁ…

କଟକରେ ନକଲି ଜର୍ଦ୍ଦା କାରଖାନା ଠାବ

କଟକ: କଟକ ଜଗତପୁର ଓ ଟାଙ୍ଗୀରେ ନକଲି ପାନମସଲା କାରଖାନାରେ ପୁଲିସ ଆଜି ରେଡ଼ କରିଛି। ପୁଲିସ ଲକ୍ଷାଧିକ ଟଙ୍କାର ନକଲି ପାନ ମସଲା, କଞ୍ଚାମାଲ, ଯନ୍ତ୍ରାଂଶ ଜବତ କରିଛି । ତେବେ ଭୁବନେଶ୍ବରରୁୁ ବେନାମୀ ୩୦ ଲକ୍ଷ ଟଙ୍କା ମିଳିବା ପରେ ପିଲିସ ଏହି ରେଡ଼ କରିଥିଲା।

ହାସ୍ୟ ଅଭିନେତ୍ରୀଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସ ଲିଙ୍କର ମାମଲା ଯାଇ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଙ୍କ ଘରେ ପହଁଞ୍ଚିଲାଣି। ଏହି କ୍ରମରେ ଆଜି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏନସିବି ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅନ୍ଧେରୀ,…

ମାଲଗୋଦାମରେ ଚଢ଼ଉ, ନକଲି ଲଙ୍କା ଓ ହଳଦୀ…

କଟକ: କଟକ ମାଲଗୋଦାମ ଭିତରେ ଚଢ଼ଉ। ଆଜି ଏକ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ପୁଲିସ ଅତର୍କିତ ଚଢ଼ଉ କରିଛି। ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହି…

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଲଙ୍କ ଘରେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆଜି ଏନସିବି ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବଲିଉଡ ଅଭିନେତା ଅର୍ଜୁନ…

ବାଣ ଗୋଦାମରେ ଚଢାଉ: ଲକ୍ଷାଧିକ ଟଙ୍କାର…

କଟକ: ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ କରିଛି ଜଗତପୁର ପୋଲିସ। ବେଆଇନ ବାଣ ତିଆରି କରିବା ଓ ଗଚ୍ଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା ପୋଲିସ ଏହି ଚଢାଉ କରିଛି। ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ସମେତ ବାଣ ତିଆରି ସରଞ୍ଜାମ ଜବତ କରିଛି।…

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି: ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍। ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ ୬ଟି ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏହି ଚଢ଼ାଉ…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍। ନବରଙ୍ଗପୁର ଜିଲ୍ଲା ଆର୍‌ଏମ୍‌ସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।…

ଏନ୍‌ଆଇଏର ଚଢ଼ାଉ, ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏକୁ ବଡ଼ ସଫଳତା। ଅଲ କାଏଦାର ଏକ ବଡ଼ ନେଟୱାର୍କର ଷଡଯନ୍ତ୍ରକୁ ପଣ୍ଡ କରିଛି ଏନ୍‌ଆଇଏ। ଆଜି ସକାଳେ ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ। ଏନଆଇଏର ଏହି ଚଢ଼ାଉ ସମୟରେ ୯ ଜଣ ଆଙ୍କବାଦୀକୁ ଗିରଫ କରାଯାଇଛି। କେରଳର ଏରନାକୁଲମରେ ଏବଂ…

ଡ୍ରଗ୍ସ ଲିଙ୍କ୍ ନେଇ ମୁମ୍ବାଇ ଓ ଗୋଆରେ…

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନସିବି ଜୋରଦାର ତଦନ୍ତ ଜାରି ରଖିଛି। ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ଆଜି ସକାଳେ ଏକ ବଡ଼ ଧରଣର ଛାନଭିନ୍ କରିଛି। ମୁମ୍ବାଇ ଏବଂ ଗୋଆରେ କିଛି ସ୍ଥାନରେ ଚଢଉ କରିଛି। ଡ୍ରଗ୍ସ ପ୍ୟାଡଲରଙ୍କ ସହିତ ଜଡ଼ିତ ୭ ଟି…