ବଦଳିବ ଟେଷ୍ଟ କ୍ରିକେଟର ଜର୍ସି
ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ ୨୦୧୯ ସମାପ୍ତ ହୋଇ ସାରିଲାଣି। ଏବେ ବିଶ୍ବ ଟେଷ୍ଟ ଚାମ୍ପିଆନସିପର ପ୍ରସ୍ତୁତି ଜୋରଶୋର ଚାଲିଛି। ୨୦୧୩ ଓ ୨୦୧୭ରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଆନସିପକୁ ରଦ୍ଦ କରାଦେଇ ଯାଇଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ସିରିଜରୁ ଏହି ଟେଷ୍ଟ ଚାମ୍ପିଆନସିପ୍…