Odisha Link
Bridging the Missing Links in Odisha
Daily Archives

July 26, 2019

ମୃତକଙ୍କ ପରିବାରକୁ ୫ ଲକ୍ଷ

ଭୁବନେଶ୍ୱର : ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାର ନିମନ୍ତେ ସହାୟତା ଘୋଷଣା କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହାୟତା ଘୋଷଣା…

କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ହରଲାଗଂରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଉଦ୍ଧାର କରାଯାଇଛି। ପୋଷ୍ଟର ମାଧ୍ୟମରେ ଜୁଲାଇ ୨୬ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ଶହୀଦ ଦିବସ ପାଳନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଉର୍ଲାଦାନୀ ସିଆରପିଏଫ କ୍ୟାମ୍ପରୁ ଚାରି…

ବ୍ଲକ କାର୍ଯ୍ୟାଳୟରେ ଡ୍ରାଇଭରଙ୍କ…

ମାଲକାନଗିରି : କରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୁଶାନ୍ତ କୁମାର ସାହୁ ନାମକ ଏହି ବ୍ୟକ୍ତି ଜଣକ ଦୀର୍ଘ ବର୍ଷ ଧରି ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୮ ବର୍ଷ ହେଲାଣି କୌଣସି ବେତନ ପାଇ ନାହାନ୍ତି । ଯାହାକୁ ନେଇ ସେ…

ଆନନ୍ଦପୁରଠାରେ ପ୍ରତିଷ୍ଠା ହେବ…

ଆନନ୍ଦପୁର : କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ଏକ ଦୁଇ ଜଣିଆ ଟିମ୍ ପହଞ୍ଚି ପ୍ରସ୍ତାବିତ ଶିଆଡିମାଳିଆଠାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ସମୟରେ ସ୍ଥାନୀୟ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରବିନ୍ଦ୍ର ସାହୁ, ଆନନ୍ଦପୁର ତହସିଲଦାର ତପନ ନାୟକଙ୍କ ସମେତ ବହୁ…

ଅନୁଗୋଳ ମେଡିକାଲରେ ଆଖି ଗାଏବ ରହସ୍ୟର…

ଅନୁଗୁଳ : ଆସିଲା ଆଖି ତଡା ରିପୋର୍ଟ । ପୋଷ୍ଟମର୍ଟମ ପରେ ଆସିଲା ୨ ମୃତକଙ୍କ ରିପୋର୍ଟ । ପୋଷ୍ଟମର୍ଟମ ପରେ ତାଜୁବ କରିଦେଲେ ରିପୋର୍ଟ । ରିପୋର୍ଟରେ ଆସିଲା ଆଖି ଗାଏବର ସତ । ଅନୁଗୁଳ ମେଡିକାଲରରୁ ଆଖି ଗାଏବ ଘଟଣା ମିଛ । କିଏ ତାଡି ନେଉଥିବା କଥା ବି ସମ୍ପୂର୍ଣ୍ଣ ମିଛ । ଶବାଗାରରେ ମୂଷା ଖାଉଥିବା…

ଆଜମ ଖାନ୍‌ଙ୍କ ଅଶାଳୀନ ଟିପ୍ପଣୀକୁ ନେଇ…

ନୂଆଦିଲ୍ଲୀ : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍‌ ଆଜି ସଂସଦରେ ଏକ ଅଶାଳୀନ ଟିପ୍ପଣୀ ରଖି କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଲୋକସଭାରେ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରିଥି‌ଲେ।…

ନବୀନଙ୍କ ପତନ ମୁଁ ଦେଖିବି: ବିଜୟ

ଭୁବନେଶ୍ବର: ପାଟକୁରା ନିର୍ବାଚନ ସରିଯାଇଛି। ଫଳାଫଳ ମଧ୍ୟ ସମସ୍ତଙ୍କ ସାମ୍ନାରେ ଅଛି। ଏଥିସହିତ ରାଜ୍ୟରେ କିଛି ମାତ୍ରାରେ ଥମିଛି ପ୍ରତ୍ୟେକ୍ଷ ରାଜନୀତି। ଏବେ ସୁଦ୍ଧା ଚର୍ଚ୍ଚାରେ ପାଟକୁରା ନିର୍ବାଚନ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ବିଜୟ ଯେତିତି ଚର୍ଚ୍ଚାରେ ନାହିଁ ତାଠୁ ଅଧିକ ଚର୍ଚ୍ଚା…

କାର୍ଗିଲ ବିଜୟ ଦିବସ: ଜାତୀୟ ଯୁଦ୍ଧ…

ନୂଆଦିଲ୍ଲୀ: ଆଜି ସାରାଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପହଞ୍ଚି କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୫୨୭ ବୀର ଯବାନଙ୍କ ବଳିଦାନରେ ଭାରତ କାର୍ଗିଲ ବିଜୟ ହାସଲ…

କୋଇଲା ଖଣିରେ ମାଟି ଧସିବା ଘଟଣା : ଆଜି…

ଅନୁଗୋଳ : ତାଳଚେର ଭରତପୁର କୋଇଲା ଖଣିରେ ମାଟି ଦବିବା ଘଟଣାରେ ଆଜି ତୃତୀୟ ଦିନରେ ମଧ୍ୟ ପୁଣି ଥରେ ରେସକ୍ୟୁ ଅପରେସନ ସକାଳୁ ଆରମ୍ଭ ହୋଇଛି। ଆଜି ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୨ରୁ ୩ ଜଣ ଶ୍ରମିକ ମାଟିତଳେ ଫଶି ରହିଥିବା ଅନୁମାନ…

ସାଇକୋ କିଲରକୁ ଧରିବା ପାଇଁ ରାତି ତମାମ…

ଭୁବନେଶ୍ବର : କଟକରେ ସାଇକୋ କିଲର୍ ତିନି ଜଣଙ୍କୁ ହତ୍ୟା କରିବା ଘଟଣା ପରେ ରାଜଧାନୀରେ ବି ଆତଙ୍କ ଖେଳି ଯାଇଛି । କମିଶନରେଟ୍ ପୁଲିସ ଏହାକୁ ଗୁଜବ ବୋଲି କହିଛି ଏବଂ ନେଇ ଭୟଭୀତ ନ ହେବାକୁ ଅନୁରୋଧ କରିଛି। ଏହି ସାଇକୋ କିଲରକୁ ଧରିବା ପାଇଁ ପୁଲିସ କଟକ ସହର ସାରା କଡ଼ା ପ୍ରହରା ବ୍ୟବସ୍ଥା କରିଛି। ପାଞ୍ଚ…