Odisha Link
Bridging the Missing Links in Odisha
Daily Archives

July 26, 2019

ବର୍ଷା ପରେ ଧାନରୁଆ ଓ ବେଉସଣ କାମରେ…

ଭୁବନେଶ୍ବର : ଏତେ ଦିନର ଶୁଖିଲା ପରେ ବର୍ଷା ଆସିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ହୋଇଥିବା ବର୍ଷା ପରେ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି ଚାଷୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ବର୍ଷା ପରେ ଧାନ ରୁଆ ଓ ବେଉସଣ କାମରେ ଲାଗିଛନ୍ତି ଚାଷୀ । ଚାଷୀ ମନରେ ଆଶା ସଂଚାର…

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ…

ଭୁବନେଶ୍ବର: ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକା ସହ ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା…

ଅନୁଗୋଳ : ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ମିଳିଛି । ଅନୁଗୋଳ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ୧୯ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ଅନୁଗୁଳ ସଦର ଥାନା ଅନ୍ତର୍ଗତ…

୪ବର୍ଷିଆ ହେଲା ବି.ଇଡି ପାଠ୍ୟକ୍ରମ

ନୂଆଦିଲ୍ଲୀ: ଏଣିକି ଇଞ୍ଜିନିୟର ଓ ଡାକ୍ତରଙ୍କ ପରି ଶିକ୍ଷକ ହେବାକୁ ହେଲେ ୪ବର୍ଷର ପାଠ୍ୟକ୍ରମ ପଢ଼ିବାକୁ ପଡ଼ିବ। କାରଣ କେନ୍ଦ୍ର ସରକାର ବ୍ୟାଚଲର ଅଫ ଏଜୁକେସନ(ବି.ଇଡି) କୋର୍ସକୁ ୪ ବର୍ଷ କରିଦେଇଛନ୍ତି। ଏହାକୁ ନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଛି। ଶିକ୍ଷକ ହେବାର ଲକ୍ଷ୍ୟ ରଖୁଥିବା ଛାତ୍ରଛାତ୍ରୀ…

କ୍ରାଇମବ୍ରାଞ୍ଚ ନଜରରେ ସାରଥି

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ । ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ । ବେଲ ବଣ୍ଡ ସର୍ତ୍ତ ପଳନ କରୁଛନ୍ତି କି ନାହିଁ କ୍ରାଇମବ୍ରାଞ୍ଚ ତାହାର ଅନୁଧ୍ୟାନ କରିବ । ସାରଥୀ ସର୍ତ୍ତ ପାଳନ ନକଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

କଳାହାଣ୍ଡିରେ ନିର୍ମାଣ ହେବ ଏମଏସଏମଇ…

ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ଆଜି ବାଚସ୍ପତିଙ୍କୁ ଶାସକ ଓ ବିରୋଧୀ ବିଧାୟକ ଚାର୍ଗେଟ କରିଛନ୍ତି। ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବାରୁ ଶାସକ ଓ ବିରୋଧୀ ବିଧାୟକ ବାଚସ୍ପତିଙ୍କୁ ଟାର୍ଗେଟ କରିଥିଲେ। ବାଚସ୍ପତି କାହିଁକି ଏଭଳି କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ…

ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଭଙ୍ଗା…

ପୁରୀ : ପରମ୍ପରା ଅନୁସାରେ ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି। ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି। ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫…

କୋଇଲା ଖଣିରେ ମାଟି ଧସିବା ଘଟଣା :…

ଅନୁଗୋଳ : ତାଳଚେର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ତୃତୀୟ ଦିନରେ ମଧ୍ୟ ପୁଣି ଥରେ ରେସକ୍ୟୁ ଅପରେସନ ସକାଳୁ ଆରମ୍ଭ ହୋଇଛି । ଆଜି ଆଉ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ୩ଟି ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୨ଜଣ ଶ୍ରମିକ ମାଟି ତଳେ ଫଶି ରହିଥିବା ଅନୁମାନ…

ବିଜେଡି ଓ ବିଜେପି ସମ୍ପର୍କରେ ଏମିତି…

ଭୁବନେଶ୍ୱର : ପୁଣି ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ । ଏବେ ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ହୋଇଛି । କେନ୍ଦ୍ରର ଓଡ଼ିଶା ପ୍ରତି ଉଦାସୀନତା ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏହା କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି ଓ ବିଜେପି ଭିତରେ…

“ଇମ୍ରାନ୍‌ ଆତଙ୍କବାଦୀଙ୍କ…

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜଣେ ଡାହା ମିଛୁଆ ଏବଂ ସେ ଆତଙ୍କବାଦୀଙ୍କ ଓକିଲ ବୋଲି ପାକିସ୍ତାନର ବିରୋଧୀ ଦଳ ନେତା କହିଛନ୍ତି। ଇମ୍ରାନ୍‌ ତାଙ୍କ ଆମେରିକା ଗସ୍ତରେ ଅନ୍ତର୍ଜାତୀୟ ସମ୍ପଦ୍ରାୟକୁ ଭୁଲ୍‌ ବାଟରେ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପିସିସି ଏବଂ ପିଏମଏଲ-ଏନର…