Odisha Link
Bridging the Missing Links in Odisha

କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ହରଲାଗଂରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଉଦ୍ଧାର କରାଯାଇଛି। ପୋଷ୍ଟର ମାଧ୍ୟମରେ ଜୁଲାଇ ୨୬ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ଶହୀଦ ଦିବସ ପାଳନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଉର୍ଲାଦାନୀ ସିଆରପିଏଫ କ୍ୟାମ୍ପରୁ ଚାରି କିମି ଦୂରରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଆହ୍ବାନ ଦେଇଛନ୍ତି ମାଓବାଦୀ । ଯାହାକୁ ନେଇ ସ୍ଥାନୀୟବାସିନ୍ଦା ଭୟରେ ରହିଛନ୍ତି।

Comments are closed.