Odisha Link
Bridging the Missing Links in Odisha

ବ୍ଲକ କାର୍ଯ୍ୟାଳୟରେ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି : କରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୁଶାନ୍ତ କୁମାର ସାହୁ ନାମକ ଏହି ବ୍ୟକ୍ତି ଜଣକ ଦୀର୍ଘ ବର୍ଷ ଧରି ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୮ ବର୍ଷ ହେଲାଣି କୌଣସି ବେତନ ପାଇ ନାହାନ୍ତି । ଯାହାକୁ ନେଇ ସେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳୁନଥିଲା। ତେଣୁ ସେ ବାଧ୍ୟ ହୋଇ ଶୁକ୍ରବାର ସୁଶାନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଫାସି ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ବେଳେ କରୁକୋଣ୍ଡା ବ୍ଳକ୍ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥି

Comments are closed.