Odisha Link
Bridging the Missing Links in Odisha
Daily Archives

December 26, 2019

ବିଦେଶୀ ଡାକ୍ତରୀ ଡିଗ୍ରି ଧାରୀଙ୍କୁ…

ନୂଆଦିଲ୍ଲୀ : ପିତାମାତା ମାନେ ପିଲା ମାନଙ୍କୁ ଅଧିକ ପାଠ ପଢ଼େଇବା ପାଇଁ ବିଦେଶ କୁ ଛାଡ଼ି ଥାନ୍ତି । ଶିଶୁଟିଏ ଜନ୍ମ ହେବା ପୂର୍ବରୁ ବାପା ମା ପିଲାକୁ ଡ଼ାକ୍ତର କରିବା ବୋଲି ଭାବି ନେଇଥାନ୍ତି । କିନ୍ତୁରେ ଦେଶରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ମେଡିକାଲ କଲେଜମାନଙ୍କରେ ସିଟ୍‌ ର ଘୋର ଅଭାବ ।…

ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ…

ଭୁବନେଶ୍ବର : ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଗସ୍ତରେ ଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଇର୍ମାବାକା ସ୍ମରଣୀୟ ଜିଲ୍ଲା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦ ଶର୍ନ ସମୟରେ ମନ୍ତ୍ରୀ…

ବିଜେଡି ମୋ ଉପରେ ନିର୍ଭରଶୀଳ ନୁହେଁ :…

ଭୁବନେଶ୍ବର: ବିଜେଡ଼ିର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତିଯେ, ଜାତିର ପିତା ମହାତ୍ମାଗାନ୍ଧୀ ଲୋକଙ୍କ ଭିତରେ ସେବା ମନୋଭାବର ବିକାଶ ପାଇଁ ଆମକୁ ଦେଇଥିବା ମନ୍ତ୍ର ବିଷୟରେ ଆପଣମାନେ ଜାଣନ୍ତି  ।…

ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାର :…

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବା ପାଇଁ ଜାମ୍ମୁ ଓ କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଜୋର୍‍ଦାର କରିବାକୁ ସେ କହିଛନ୍ତି। ଅସ୍ଥିରତା…

ଏଥର ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫସି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ରେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫସି ଏବଂ ଜାମସେଦପୁର ଏଫସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଏଥିପାଇଁ…

କିନ୍ନରଙ୍କ ପାଇଁ ଓମଫେଡ ପାର୍ଲର

ଗଜପତି: ଆଉ ରାସ୍ତାକଡରେ ଠିଆ ହୋଇ କାହାକୁ ହାତ ପତେଇବେ ନାହିଁ କି କାହା ଅଟ୍ଟହାସ୍ୟର ଶିକାର ହେବେ ନାହିଁ କିନ୍ନର। ରାସ୍ତାଘାଟରେ ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିବା କିନ୍ନରଙ୍କ ପାଇଁ ଏବେ ଗଜପତି ଜିଲ୍ଲାରେ ଖୋଲିଛି ଓମଫେଡ ପାର୍ଲର। ଭିକ୍ଷା ବୃତ୍ତି ନକରି କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ…

ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇଫାଇ…

ନୂଆଦିଲ୍ଲୀ: ଭାରତନେଟ୍ ଜରିଆରେ ମାଗଣା ୱାଇଫାଇ ସେବାର ଲାଭ ଉଠାଇପାରିବେ ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଲୋକେ। ୨୦୨୦ ସୁଦ୍ଧା ଭାରତର ସମସ୍ତ ଗାଁକୁ ମାଗଣାରେ ୱାଇ-ଫାଇ ଯୋଗାଇ ଦିଆଯିବ । ଭାରତ ନେଟ୍ ଅପ୍ଟିକ୍ ଫାଇବର୍ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ ୨୦୨୦ ସୁଦ୍ଧା ମାଗଣା ଓ୍ଵାଇ-ଫାଇ…

ମହିପୁରକୁ ଗଡ଼ିଲା ଟ୍ରେନ୍

ଖୋର୍ଦ୍ଧା: ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି ରୁଟରେ ଚାଲୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ମହିପୁର…

ଉତ୍ତମ ପ୍ରଶାସନ ସୂଚକାଙ୍କରେ ଓଡ଼ିଶା ୧୪

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତ୍ତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ଅନୁସାରେ ଉତ୍ତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଉତ୍ତମ ପ୍ରଶାସନ ସୂଚକାଙ୍କରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି ତାମିଲନାଡ଼ୁ। ବଡ଼ ରାଜ୍ୟ ଶ୍ରେଣୀରେ ତାମିଲନାଡ଼ୁ ପ୍ରଥମ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ଅନୁଗୋଳ : କଡ଼ା କଡ଼ି ସୁରକ୍ଷା ପରେ ମଧ୍ୟ ସଡ଼କ ଦୁର୍ଘଟଣା କମୁନାହିଁ । ଅଧିକାଶଂ କମ ବସୟର ବ୍ୟକ୍ତି ମାନେ ଏହି ଦୁର୍ଘଟଣାର ଶିକାର ହେଉଛନ୍ତି । ଅନୁଗୋଳଅନୁଗୋଳ ଜିଲ୍ଲା ଆଠମଲିକ ଥାନା ଅନ୍ତର୍ଗତ ମାଧପୁର ବାମୁର ରାସ୍ତା ନୂଆଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି ଏକ ଅଜଣା ଗାଡ଼ି ଏକ ବାଇକ୍ କୁ ଧକ୍କା…