Odisha Link
Bridging the Missing Links in Odisha
Daily Archives

December 26, 2019

ବିର୍ଶା ମୁଣ୍ଡା ମେମୋରିଆଲ ଫାଉଣ୍ଡେସନ୍ ର…

ଭୁବନେଶ୍ୱର : ବିର୍ଶା ମୁଣ୍ଡା ମେମୋରିଆଲ ଫାଉଣ୍ଡେସନ୍ର ତରଫରୁ ଷଷ୍ଠତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ମଦନ ସିଂହଙ୍କ ସଭାପତିତ୍ୱରେଭାରତୀୟ ମୁଣ୍ଡା ସମାଜରୁ ରବିନ୍ଦ୍ରନାଥ ସିଂହ ,ଶିବ ପ୍ରସାଦ ସିଂହ କାଳିଆପଦାର ମୁଣ୍ଡାରି ଭାଷା ବିକାଶ ପରିଷଦରୁ ବଂଶୀଧର ସିଂହ ଓ ବି. ଏସ୍ ପ୍ରଭୁଦୟାଲ ନାଗଙ୍କ ସମେତ…

ଶ୍ରୀମନ୍ଦିର ଚର୍ତୁପାର୍ଶ୍ବ ଐତିହ୍ୟ…

ପୁରୀ : ଶ୍ରୀମନ୍ଦିରର ଐତିହ୍ୟକୁ ସୁରକ୍ଷା ଦେବା ଏବଂ ପୁରୀର ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ସରକାର ଜରୁରୀକାଳୀନ ପାଣ୍ଠିରୁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅବଢା ଯୋଜନାରେ ଶ୍ରୀମନ୍ଦିର ଚାରିପଟେ ତିଆରି ହେବାକୁ ଥିବା ହେରିଟେଜ୍‌ ସିକ୍ୟୁରିଟି ଜୋନ ବା ଐତିହ୍ୟ ସୁରକ୍ଷା କ୍ଷେତ୍ର ପାଇଁ ଏହି…

ଜେଏସପିଏଲ ଫାଉଣ୍ଡେସନକୁ ଗ୍ରୋ କେୟାର…

ଭୁବନେଶ୍ବର  : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ)ର ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ସଂସ୍ଥାନ ଜେଏସପିଏଲ ଫାଉଣ୍ଡେସନକୁ ପ୍ଳଟିନମ କାଟେଗୋରୀ ରେ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର ରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶିଷ୍ଠ ଗାୟକ ତଥା ଲୋକ ସଭା…

ପଖନାଗୁଡ଼ା ଗ୍ରାମରେ ବୃଦ୍ଧ ମୃତ

ନବରଙ୍ଗପୁର : ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଚିଯାଇଛି । ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକଙ୍କ ନାମ ସମଦୁ ଗଣ୍ଡ ଓ ତାଙ୍କର ବୟସ ୬୦ । ଡାବୁଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ…

‘ଭୂତ ବିଦ୍ୟା’ ପଢ଼ିବେ ବିଦ୍ୟାର୍ଥୀ

ବାରଣାସୀ : ଭୂତ ପ୍ରେତ ନାଁ ଶୁଣିଲେ ଛୋଟରୁ ବଡ଼ ସମ୍ଭିଏଁ ଡ଼ରି ଯାଆନ୍ତି । କେହି କେହି ଏହାକୁ ବିଶ୍ବସ କରନ୍ତି ତ ଆଉ କେହି ଏହାକୁ ବିଶ୍ବାସ କରିନଥାନ୍ତି । ହେଲେ ଅନେକ ଲୋକ ଏମାନଙ୍କର ଆଲୌକିକ କାରନାମା ବିଷୟରେ ଜାଣିବାକୁ ଇଚ୍ଛୁକ ଥାନ୍ତି । ସାଧାରଣତଃ ଲୋକ ମାନେ ଭୂତକୁ ନେଇ ନିଜ ମନ ଭିତରେ ଅନେକ…

ଭାରତରୁ ପୋଲିଓ ମାର୍କର ଆମଦାନୀ କରିବ…

ନୂଆଦିଲ୍ଲୀ : ଭାରତ ସହ ସମସ୍ତ ପ୍ରକାରର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାର କିଛିମାସ ପରେ ପାକିସ୍ତାନ ଭାରତରୁ ପୋଲିଓ ମାର୍କର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ଆମଦାନୀ ପାଇଁ ପାକିସ୍ତାନର କେନ୍ଦ୍ରୀୟ କ୍ୟାବିନେଟ୍‌ ଅନୁମତି ଦେଇଛି।…

ବିଜେଡି ଖାତାରୁ ହଜିଗଲା ବର୍ଷେ!

ଭୁବନେଶ୍ବର: ବିଜୁ ଜନତା ଦଳର କ୍ୟାଲେଣ୍ଡରରୁ ଗୋଟିଏ ବର୍ଷ ହଜିଯାଇଛି। ହଁ, ଆପଣ ଠିକ ପଢ଼ିଛନ୍ତି- ଗୋଟିଏ ବର୍ଷ ବିଜେଡି ନିଜ ତାଲିକାରେ ଯୋଗ କରିଥିଲେ ବି ଅସଲରେ ସେ ବର୍ଷଟିର ସନ୍ଧାନ ମିଳୁନାହିଁ। ଦଳର ଆଜି ପ୍ରତିଷ୍ଠା ଦିବସ ଥିବା ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ବର୍ଷ (୨୦୧୮) ଦଳ ନିଜର…

ଧର୍ମକୁ ନେଇ ଏହି ସେଲିବ୍ରିଟିଙ୍କ…

ମୁମ୍ବାଇ: ବଲିଉଡ୍‌ର ୩ ସେଲେବ୍ରିଟିଙ୍କ ବିରୋଧରେ ରୁଜୁ ହୋଇଛି ଧର୍ମ ବିରୋଧୀ ମାମଲା। ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରୁଜୁ ହୋଇଛି ମାମଲା। ଏକ କାର୍ଯ୍ୟକ୍ରମରେ ରବୀନା,…

ପୁଣି ପରଦାକୁ ଫେରୁଛନ୍ତି ଶିଳ୍ପା

ମୁମ୍ବାଇ : ‘ୟୋଗା ଲେଡି’ ଭାବେ ବଲିଉଡରେ ପରିଚିତ ଶିଳ୍ପା ସେଟ୍ଟିଙ୍କୁ ଖୁବ୍ ଶୀଘ୍ର ପରଦାରେ ଦେ‌ଖିବାକୁ ମିଳିବ। ନିଜ ଯୋଗ ଭିଡିଓ ଓ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ଏବେ ‘ହଙ୍ଗାମା-୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି କମେଡି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହ…

ଆସନ୍ତାକାଲି ବଲାଙ୍ଗୀର ଗସ୍ତ କରିବେ…

ବଲାଙ୍ଗିର: ବଲାଙ୍ଗିର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ। କାଲି ସେ ବଲାଙ୍ଗିରରେ ଏକ ସ୍ବତନ୍ତ୍ର ହେଲିକ୍ୟାପଟରରେ ପହଞ୍ଚିବେ। ବଲାଙ୍ଗିର ଗସ୍ତ ବେଳେ ସେ ରାଜ୍ୟର ଦ୍ବିତୀୟ ଏଲ୍.ପି.ଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବ ସହ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲୀ ଉତ୍ସବରେ…