Odisha Link
Bridging the Missing Links in Odisha
Daily Archives

March 20, 2020

‘ଜନତା କର୍ଫ୍ୟୁ’: ମନ୍ତ୍ରୀ…

ନୟାଗଡ଼: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତିତ। କରୋନା ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ମୋଦିଙ୍କ ଆହ୍ବାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି।…

ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଭୁବନେଶ୍ବର: ଆଜି କରୋନା ଭୂତାଣୁୁ ସମ୍ପର୍କରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଭିଡ଼ିିଓ କନଫରେନ୍ସିଂରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି। ନବୀନ ତାଙ୍କ ପ୍ରସ୍ତାବରେ…

କରୋନା: ବିରୁଷ୍କାଙ୍କ ସଚେତନତା…

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଏବେ ସାରା ଦୁନିଆ ଚିନ୍ତିତ। ଏଭଳି ଏକ କଠିନ ସମୟରେ ଗତକାଲି ଦେଶବାସୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ। ଏବେ ଏଥିରେ ସାମିଲ ହେଲେ ବିରୁଷ୍କା। ଅର୍ଥାତ୍‌ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। ଉଭୟ…

ରାଜ୍ୟସଭା: ରଙ୍ଗେଇଲୁଣ୍ଡା ପ୍ରସଙ୍ଗ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବ୍ରହ୍ମପୁରର ବିକାଶ ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡାରେ ଥିବା ଏୟାର ଷ୍ଟ୍ରିପର ବିକାଶ ପ୍ରସଙ୍ଗ ଉଠାଇଛନ୍ତି। ରଙ୍ଗେଇଲୁଣ୍ଡାରେ ଥିବା ଏୟାରଷ୍ଟ୍ରିପକୁ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ରେ କରାଯାଇଥିବା ପରି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ପରିଣତ କରିବାକୁ…

ବଲିଉଡର ଗାୟିକା କନିକାଙ୍କୁ କରୋନା

ଲକ୍ଷ୍ନୌ : ପ୍ରାଣଘାତୀ କରୋନା ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮୨ ଦେଶକୁ କରୋନା ବ୍ୟାପିସାରିଲାଣି। ବଲିଉଡ ପ୍ରସିଦ୍ଧ ଗାୟିକା କନିକା କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ପରୀକ୍ଷା ପାଇଁ ପଠାଯାଇଥିବା ତାଙ୍କ…

କରୋନା : ବ୍ୟାଙ୍କ ଶାଖା ଓ ଏଟିଏମ୍‌ରେ…

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କମାନଙ୍କୁ କେତେକ ପରାମର୍ଶ ଦିଆଯାଇଛି । ବ୍ୟାଙ୍କମାନେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଓ ଏଟିଏମ୍‌ଗୁଡ଼ିକରେ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ବ୍ୟାଙ୍କ ଶାଖା ଓ ଏଟିଏମ୍‌ରେ…

୧୮୨ ଦେଶକୁ ବ୍ୟାପିଲା କରୋନା

ଭୁବନେଶ୍ବର: ପ୍ରାଣଘାତୀ କରୋନା ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮୨ ଦେଶକୁ କରୋନା ବ୍ୟାପିସାରିଲାଣି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ୧୭୬ ଦେଶକୁ କରୋନା ବ୍ୟାପିଥିବା ବେଳେ ଆଜି ଏହା ୧୮୨ ଦେଶକୁ…

କରୋନା ସଂପର୍କରେ ବାଗ୍‌ଚୀଙ୍କ ସୂଚନା

ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

୨ୟ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ୪୬ ଜଣ

ଭୁବନେଶ୍ବର: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଦ୍ୱିତୀୟ…

ଜଗନ୍ନାଥଙ୍କ ଅର୍ଥ ୮ ପ୍ରତିଶତରୁ ୨.୧୧…

ଭୁବନେଶ୍ୱର : ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ ସୁଧ ହାରରେ ପଇସା ଫେରସ୍ତ ହୋଇଛି । ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ…