Odisha Link
Bridging the Missing Links in Odisha
Daily Archives

March 23, 2020

ସାରା ଦେଶ ଲକ୍‌ଡାଉନ୍ !

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଦେଶର ସବୁ ରାଜ୍ୟକୁ ଉଣା ଅଧିକା କରୋନା ସଂକ୍ରମଣ ବ୍ୟାପି ଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ଦେଶସାରା ଲକ୍‌ଡାଉନ୍‌ ଜାରି ହୋଇଥିବା ଜଣାପଡ଼ିଛି। ପ୍ରେସ୍‌…

କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୯କୁ…

କୋଲାକାତା: ପଶ୍ଚିମବଙ୍ଗରେ ପ୍ରଥମ କରୋନା ଭୂତାଣୁ ଜନିତ ମୃତ୍ୟୁ ସହ ଦେଶର ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗତକାଲି ଯାଏଁ ଏହି ସଂଖ୍ୟା ୭ ଥିଲା। ଦେଶରେ ଆଜି ସଂଧ୍ୟା ସୁଦ୍ଧା ମୋଟ ୪୬୭ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କୋଲାକାତାର ଏକ ଡାକ୍ତରଖାନାରେ ଆଜି…

ପାକିସ୍ତାନ: କରୋନା ରୋଗୀ ସହ ସେଲ୍‌ଫି…

କରାଚୀ: ସାରା ବିଶ୍ବକୁ କରୋନା ଭୂତାଣୁ ଏବେ ଭୀତତ୍ରସ୍ଥ କରି ରଖିଥିବା ବେଳେ ପାକିସ୍ତାନ ମଧ୍ୟ ଏହା ଦ୍ବାରା ବେଶ୍‌ ପ୍ରଭାବିତ ହୋଇଛି। ଆଜି ସୁଦ୍ଧା ଦେଶରେ ୮୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦେଶର ଏଭଳି ଦୁସ୍ଥିତି ସମୟରେ କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ସହ…

ମଧ୍ୟପ୍ରଦେଶ: ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଭୋପାଲ: କ୍ଷମତା ପାଇଁ ମଧ୍ୟପ୍ରଦେଶରେ ୧ମାସ ଧରି ଚାଲିଥିଲା ମହାନାଟକ। ଆଜି ଏହି ମହାନାଟକରେ ଜବନୀକା ପଡ଼ିଲା। ଆଜି ମଧ୍ୟପ୍ରଦେଶ ମୁୁଖ୍ୟମନ୍ତ୍ରୀ ଭାବେ ବିଜେପିର ଶିବରାଜ ସିଂହ ଚୌହାନ ଶପଥ ନେଇଛନ୍ତି। ଶପଥ କାର୍ଯ୍ୟକ୍ରମ ରାଜଭବନରେ ଅନୁଷ୍ଠିତ ହୋଇଥିଲା। ଶିବରାଜ ସିଂହ ଚୌହାନଙ୍କୁ ପଦ ଓ ଗୋପନୀୟତାର ଶପଥ…

ଲକ ଡାଉନ: ନିୟମ ନମାନିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ଏହାକୁ ଦେଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ମାନେ ଘୋଷଣା କରିଛନ୍ତି ଲକଡାଉନ। ରାଜ୍ୟ ସରକାର ଜାରି କରିଥିବା ଲକ ଡାଉନ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ…

କରୋନା ରିଲିଫ୍‌ ପାଇଁ ୩ ମାସର ଦରମା ଦେବେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ବିଜୁ ଜନତା ଦଳର ବିଧାୟକ ଓ ସାଂସଦମାନେ ଗୋଟିଏ ୩ ମାସର ଦରମା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ (କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିବେ। ଓଡ଼ିଶାରେ କରୋନା ଭୂତାଣୁ ବିରୋଧରେ ଲଢ଼େଇରେ ବ୍ୟାପକ ଅର୍ଥର ଆବଶ୍ୟକତାକୁ ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ…

କରୋନା: ରାଜ୍ୟରେ ଖୋଲିଲା ୭୨୭୬ ଅସ୍ଥାୟୀ…

ଭୁବନେଶ୍ବର: କରୋନା ଭାଇରସର ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି। ଏଥିସହିତ ‘କରୋନା’ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬ ହଜାର ୭୯୮ଟି…

୧୪ ଜିଲ୍ଲାରେ ଲକଡାଉନ, ଦିନ ୧୦ରୁ ୨ଟା…

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଆଜି ଆଉ ୯ ଜିଲ୍ଲାକୁ ଏହା ସଂପ୍ରସାରିତ ହୋଇଛି। ଆସନ୍ତାକାଲି ସକାଳୁ ଏହି ସବୁ ଜିଲ୍ଲାରେ ଲକ୍‌ଡାଉନ୍‌ କଡ଼ାକଡ଼ି ଲାଗୁହେବ। ମୋଟ ୧୪ ଜିଲ୍ଲା ଏବେ…

ଆପଣ କରୋନା ସନ୍ଦିଗ୍ଧ କି ନାହିଁ ଘରେ ବସି…

ଓଏଲ୍‌ ବ୍ୟୁରୋ: ଆପଣଙ୍କୁ ଦୁର୍ବଳ ଲାଗୁଛି କି? ଆପଣଙ୍କର କାଶ ହେଉଛଇ କି? ଶରୀରର ତାପମାତ୍ରା ଅଧିକ ଅଛିକି? ନିଦୁଆ ନିଦୁଆ ଲାଗୁଛି କି ଅଥବା ଦୁର୍ବଳ ଅନୁଭବ କରୁଛନ୍ତି କି? କରୋନା ଭୂତାଣୁ ନେଇ ଆପଣଙ୍କ ମନରେ ଭୟ ସୃଷ୍ଟି ହେଉଛି କି? କାଳେ ଆପଣ ସଂକ୍ରମିତ ହୋଇଥିବେ ଏଭଳି ଆଶଙ୍କା ମନ ଭିତରେ ବସା…

କରୋନା ଲଢ଼େଇ: ୩ ମାସର ଦରମା ଦାନକଲେ…

ଭୁବନେଶ୍ବର: ସାରା ବିଶ୍ବ ଏବେ କରୋନା ଭୂତାଣୁ ଦ୍ବାରା ଆକ୍ତାମାକ୍ତା ହୋଇ ପଡ଼ିଥିବା ବେଳେ ଭାରତ ବି ବାଦ ଯାଇନି। ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଓଡ଼ିଶାର ସ୍ଥିତି ଏଯାଏଁ ନିୟମନ୍ତ୍ରଣାଧୀନ ରହିଛି। ତେବେ ସାମାନ୍ୟ ସଚେତନତା ଅଭାବରୁ ଯେକୌଣସି ସମୟରେ ଏହି ମହାମାରୀ ଓଡ଼ିଶାବାସୀଙ୍କୁ ଗ୍ରାସ କରିବାର…