Odisha Link
Bridging the Missing Links in Odisha
Daily Archives

March 23, 2020

ଓଡ଼ିଶା ଲକ୍‌ଡାଉନ୍‌ ୧୪ ଜିଲ୍ଲାକୁ…

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଆଜି ଆଉ ୯ ଜିଲ୍ଲାକୁ ଏହା ସଂପ୍ରସାରିତ ହୋଇଛି। ଆସନ୍ତାକାଲି ସକାଳୁ ଏହି ସବୁ ଜିଲ୍ଲାରେ ଲକ୍‌ଡାଉନ୍‌ କଡ଼ାକଡ଼ି ଲାଗୁହେବ। ମୋଟ ୧୪ ଜିଲ୍ଲା ଏବେ…

୬୦% ବିମାନ ସେବା ବନ୍ଦ, ମଝି ସିଟ୍‌ ଖାଲି…

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ଥିବା ବେଳେ ବିମାନ ଚଳାଚଳ ବେଶ୍‌ ପ୍ରଭାବିତ ହୋଇଛି। ଦେଶରେ ପ୍ରାୟ ୬୦ ପ୍ରତିଶତ ବିମାନ ଚଳାଚଳ ବନ୍ଦ ରହିଛି। ଅନ୍ୟପଟେ ବିମାନର ପ୍ରତି ଧାଡ଼ିରେ ଥିବା ମଝି ଆସନ ଦୁଇଟି ଖାଲି ରଖିବା ପାଇଁ ସେବାପ୍ରଦାନକାରୀ ସଂସ୍ଥା ସମୁହକୁ ନିର୍ଦ୍ଦେଶ ଦେଇଛନ୍ତି…

ପ୍ରତି ଘର ଯାଞ୍ଚ କରୁଛନ୍ତି ଆନ୍ଧ୍ର…

ହାଇଦ୍ରାବାଦ: କରୋନା ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ପ୍ରତି ଘରକୁ ଯାଇ ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ଅଛନ୍ତି କି ଯାଞ୍ଚ କରୁଛନ୍ତି। ଏଥିପାଇଁ ଅଢ଼େଇ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଆନ୍ଧ୍ର ସରକାର ରବିବାର ଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଭୋପାଲ: ରାଜନୀତି ପାଇଁ ମଧ୍ୟପ୍ରଦେଶରେ ୧ମାସ ଧରି ଚାଲିଛି ମହାନାଟକ। ଆଜି ଏହି ମହାନାଟକରେ ଜବନୀକା ପଡ଼ିପାରେ ନେଇ ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ମଧ୍ୟପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନଙ୍କ ନାମ ସୁପାରିଶ ହୋଇଛି। ଶିବରାଜ ଆଜି ସନ୍ଧ୍ୟା ୭ଟାରେ…

କେଉଁଠି କେତେ ସମୟ ବଞ୍ଚିପାରିବ କରୋନା…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ପବନବାହୀ ନୁହେଁ ବୋଲି ଏଯାଏଁ ପରିଗଣିତ ହେଉଥିବା ବେଳେ ଏକ ନୂଆ ଗବେଷଣା ଏ ବିମର୍ଶକୁ ଭୁଲ ପ୍ରମାଣିତ କରିଛି। କରୋନା ପବନରେ ମଧ୍ୟ ବଞ୍ଚିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଚିନ୍ତାପ୍ରକଟ କରିଛି। ମେଡିକାଲ କର୍ମଚାରୀମାନେ ବାୟୁବାହୀ ରୋଗ-ପ୍ରତିରୋଧକ ବ୍ୟବସ୍ଥା…

କରୋନା: ଏଣିକି ସୁପ୍ରିମକୋର୍ଟରେ ଭିଡିଓ…

ନୂଆଦିଲ୍ଲୀ: ଗାଁ ଠୁ ଆରମ୍ଭ କରି ସହର ସବୁଠି କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦିନକୁ ଦିନ କରୋନା ଭାଇରସ ଭାରତରେ ତାର କାୟା ବିସ୍ତାର କରୁଛି। ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ଓ କଟକଣା ଜାରି କରିଛନ୍ତି । ଏଣିକି ଭିଡିଓ କନଫରେନ୍ସି ମାଧ୍ୟମରେ ମାମଲାର ହେବ ଶୁଣାଣି। ଭିଡିଓ…

ICC ପଚାରିଲା ଏମାନଙ୍କ ମଧ୍ୟରୁ କିଏ ଭଲ…

ନୂଆଦିଲ୍ଲୀ: ଗତକାଲି ଆଇସିସି କିଛି ଫଟୋକୁ ଯୋଡି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ରିକେଟ ପ୍ରେମୀଙ୍କୁ ଏକ ପ୍ରଶ୍ନ ପଚାରିଥିଲା। ଆଇସିସି ପ୍ରଶ୍ନ କରିଥିଲା ଯେ, ଆପଣଙ୍କ ମତରେ ଅତୀତ କିମ୍ବା ବର୍ତ୍ତମାନରେ କେଉଁ ବ୍ୟାଟସମ୍ୟାନ ଭଲ ପୁଲ ଶଟ ଖେଳନ୍ତି? ଆଇସିସି ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ…

ମୋଦି ଠିକ କହିଲେ, ଜନତା ଭୁଲ ଶୁଣିଲେ

ଶୁଭ୍ରାଂଶୁ ପଣ୍ଡା କରୋନା ଭୂତାଣୁ ବିଶ୍ବବ୍ୟାପୀ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଧୀରେ ଧୀରେ ପ୍ରଭାବ ବଢ଼ାଉଛି। ଆମେରିକା ଭଳି ଚିକିତ୍ସା ସେବାରେ ଉନ୍ନତ ଦେଶର ଅବସ୍ଥା ଏବେ ଅସମ୍ଭାଳ ଆଡ଼କୁ ଗତି କରୁଥିବା ବେଳେ ଭାରତ ଭଳି ବୃହତ୍ତ ଗଣତନ୍ତ୍ରର ଅବସ୍ଥା ଏଥିରୁ ଅନୁମେୟ। ଆମକୁ…

କରୋନା: ସେୟାର ବଜାରରେ ବଡ଼ ହ୍ରାସ,…

ମୁମ୍ବାଇ: ଭାରତରେ କାୟ ମେଲାଉଛି କରୋନା ଭୂତାଣୁ। ସେହିପରି ସେୟାରବଜାର ଉପରେ ମଧ୍ୟ କରୋନାର ପ୍ରଭାବ ଜାରି ରହିଛି। ଆଜି କାରବାରର ପ୍ରଥମ ଦିନରେ ସେନସେକ୍ସରେ ବଡ ହ୍ରାସ ଦେଖାଦେଇଛି । ବିଏସଇ ସେନସେକ୍ସ ୨୩ ଶହ ୭ ପଏଣ୍ଟ ହ୍ରାସ ପାଇ ୨୭ ହଜାର ୬୦୮ରେ ଖୋଲିଥିଲା। ଆଜି କାରବାରର ପ୍ରଥମ ଏକ ଘଣ୍ଟାରେ ନିବେଶକ…

ଗୀତ ଗାଇ ‘କରୋନା’ ସଚେତନତା…

ଭୁବନେଶ୍ବର: ‘କୋରନା ଭାଇରସ’ରୁ କିପରି ବିଶ୍ବବାସୀ ମୁକ୍ତି ପାଇବେ ସେଥିପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି। କରୋନାର ମୁକାବିଲା କରବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କିଛି ନା କିଛି କାର୍ଯ୍ୟ କରି ସଦାବେଳେ ଚର୍ଚ୍ଚାରେ ରହୁଥିବା ଗଜପତି ଜିଲ୍ଲା ଏସ୍‌ପି…