Odisha Link
Bridging the Missing Links in Odisha
Daily Archives

April 13, 2020

ଭଲ ଖବର: ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଓଡ଼ିଆ ନବବର୍ଷରେ ରାଜ୍ୟ ପାଇଁ ଭଲ ଖବର ଆସିଛି। ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୫ ଆକ୍ରାନ୍ତ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସମସ୍ତ ୫ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିବା ନେଇ…

ୟୁପିର ଏକ ନବଜାତ ଶିଶୁର ନାମ…

ସାହାରନପୁର : ସାରା ଦେଶରେ ମହାମାରୀ କରୋନା କାୟା। ଏହି ମହାମାରୀର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହାରି ମଧ୍ୟରେ ଉତ୍ତରପ୍ରଦେଶର ସାହାରନପୁର ଏକ ଖବର ଆସିଛି। ଯେଉଁଠି ଏକ ନବଜାତ ଶିଶୁ ପୁତ୍ରର ନାମ ତାଙ୍କ ବାପା ମା ସାନିଟାଇଜର ରଖିଛନ୍ତି। ଏଭଳି ଚର୍ଚ୍ଚିତ ଖବର ଆସିଛି…

କରୋନା ଆକ୍ରାନ୍ତଙ୍କ ଧାର୍ମିକ ପରିଚୟ…

ଅତି ଲଜ୍ଜାଜନକ ଭାବରେ ଦିଲ୍ଲୀ ସରକାର ଓ ଭାରତ ସରକାର ଏହି ରୋଗ ଦ୍ଵାରା ଆକ୍ରାନ୍ତ ଲୋକଙ୍କର ଧାର୍ମିକ ପରିଚୟ ଦେବା ଆରମ୍ଭ କରିଦେଲେ। ସକାଳୁ ସକାଳୁ ଗୋଟିଏ ପୋର୍ଟାଲରେ ଏହି ଲେଖା ଦେଖିବାକୁ ପାଇଲି। ଏହା ପଢ଼ି ମନକୁ ମୋର ଆସିଲା 'ହାୟ, ଆମ୍‌ ଆଦ୍‌ମି ପାର୍ଟି ମାଲିକାନାରେ ବି ଏମିତି ଗୋଟିଏ ଖବର…

ବାପା କହୁଛି ଗାଆଁରୁ…

ବାପା କହୁଛି ଗାଆଁରୁ... ଡ. କୁଳାଙ୍ଗାର (୧) ରାସ୍ତାରେ ଆଉ ଶହଶହ ଗାଡ଼ି ହେଉନାଇଁ ଫଡ଼ଫଡ଼; ଅନେକ ମୁହଁରେ ତୁଣ୍ଡି ବନ୍ଧା ଏବେ ନ ହୁଅନ୍ତି ଭଡ଼ଭଡ଼! କରୋନାର ଗଡ଼ବଡ଼, ଶବ୍ଦ ପ୍ରଦୂଷଣ କମିଛି, ଶୁଭୁଛି- ପକ୍ଷୀଙ୍କ କାକଳୀ, ପିମ୍ପୁଡ଼ିଙ୍କ ଖଡ଼ଖଡ଼!! (୨) ଟିଭିରେ ଭେଷଡ଼ ନାଚ ଦେଖେଇକି ନଷ୍ଟ କରୁଥିଲେ…

କୃଷକଙ୍କ ପାଇଁ ଲକ୍‌ଡାଉନ୍‌ କୋହଳ କଲେ…

ଭୁବନେଶ୍ବର: ଏବେ ରବି ଫସଲ ଅମଳ ସମୟ। ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ କୃଷିଜାଦ ଦ୍ରବ୍ୟ ଚାଷୀମାନେ ଉତ୍ପାଦନ କରୁଛନ୍ତି। ସୁରୁଖୁରୁରେ ସେମାନେ କିଭଳି ସେ ସବୁ ଜମିରୁ ଆଣିପାରିବେ ଏବଂ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ସେଥିପ୍ରତି ଗୁରୁତ୍ବ ଦେଇ ସରକାର ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଥିବା…

ରାଜ୍ୟରେ ଆଉ ଜଣେ ‘କରୋନା’ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ନୂତନ କୋଭିଡ-୧୯ ପଜିଟିଭ୍ ଜଣକ ୩୫ ବର୍ଷୀୟ ଯୁବକ। ତାଙ୍କ…

୧୦ ମାସ ପରେ ଚର୍ଚ୍ଚାରେ ବିଜୁ ଯୁବ…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ରାଜ୍ୟ ସରକାରଙ୍କ ବିଜୁ ଯୁବ ବାହିନୀ ନିଜ ଅସ୍ତିତ୍ବ ହରାଇବା ପରି ମନେ ହେଉଥିବା ବେଳେ ଏବେ ଆପରାଧିକ କାରଣରୁ ଏହି ସଂଗଠନ ପୁଣି ଚର୍ଚ୍ଚାକୁ ଆସିଛି। ବିଜୁ ଯୁବ ବାହିନୀର ଜଣେ ପଞ୍ଚାୟତ ପ୍ରମୁଖଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ୨୦୧୮ ଅକ୍ଟୋବର ୨ ତାରିଖ…

୫ ଶିଶୁଙ୍କୁ ଗଙ୍ଗାରେ ଫିଙ୍ଗିବା ଘଟଣା:…

ଲକ୍ଷ୍ନୌ: ଭଦୋହୀ ଜିଲ୍ଲାର ଜାହାଙ୍ଗୀରପୁରା ଠାରେ ଜଣେ ମା' ଗତକାଲି ନିଜର ୫ ଶିଶୁଙ୍କୁ ଗଙ୍ଗା ନଦୀରେ ଫିଙ୍ଗିଦେବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନଦୀରୁ ଦୁଇ ଜଣ ଶିଶୁଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଶିଶୁଙ୍କର ସନ୍ଧାନ ମିଳିନାହିଁ। ସନ୍ଧାନ ଜାରି ରହିଛି ବୋଲି ଜିଲ୍ଲାପାଳ…

ମୋ ବ୍ୟାଟିଂ ଷ୍ଟାଇଲର ପ୍ରେରଣା ହେଉଛନ୍ତି…

ନୂଆଦିଲ୍ଲୀ: 'ପ୍ରେରଣା' ହିଁ ମଣିଷ ଜୀବନକୁ ଆଗକୁ ନେଇଥାଏ। ଯେପରିକି ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କ ପ୍ରେରଣା ଜଣେ ମହାନ୍‌ ବ୍ୟାଟ୍ଦମ୍ୟାନ ହିଁ ହୋଇଥାଏ। ହେଲେ ଟିମ୍‌ ଇଣ୍ଡିଆର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ଦମ୍ୟାନ ବିରେନ୍ଦ୍ର ସେହଓ୍ବାଗଙ୍କ ପ୍ରେରଣା କିଏ ଶୁଣିଲେ ଆପଣ ଚକିତ ଯେତିିତି ହେବେ ସେତିକି…

କାଲି ସକାଳ ୧୦ଟାରେ ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ଆସନ୍ତାକଲି ସକାଳ ୧୦ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀଙ୍କ କ୍ୟାର୍ଯ୍ୟାଳୟରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତାକାଲି ହେଉଛି ୨୧ ଦିନିଆ ଲକ୍‌ଡାଉନର ଅନ୍ତିମ ଦିନ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…