Odisha Link
Bridging the Missing Links in Odisha
Daily Archives

April 15, 2020

IPL 2020: ଅନିର୍ଦ୍ଦିଷ୍ଟ ସମୟ ଯାଏ…

ନୂଆଦିଲ୍ଲୀ: ମହାମାରୀ କରୋନର ମୁକାବିଲା ପାଇଁ ୩ ମେ' ଯାଏ ସାରା ଦେଶ ଲକ୍‌ଡାଉନ୍। ଗତକାଲି ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରପକ୍ଷେ କରୋନା ପାଇଁ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ହେଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ।…

କରୋନା ଔଷଧ ପାଇଥିବା ଦାବି କଲେ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଏପର୍ଯ୍ୟନ୍ତ ପାଖାପାଖୀ ୨୦ ଲକ୍ଷ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧,୨୭, ୧୫୨ ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାରା ବିଶ୍ବ କରୋନାରରୁ କିଭଳି ଉପଶମ ମିଳିବ ସେ ନେଇ ଚେଷ୍ଟା କରୁଥିବା ବେଳେ ଏହାରି ମଧ୍ୟରେ…

କରୋନା ମହାମାରୀ ବିରୁଦ୍ଧରେ ଟେଷ୍ଟିଂ…

ଭୁବନେଶ୍ବର: ସେଲ୍ ବା ଷ୍ଟିଲ୍ ଅଥୋରିଟି ଅଫ୍‌ ଇଣ୍ଡିଆ ଉଦ୍ୟମରେ ରାଉରକେଲା ଇସ୍ପାତ୍ କାରଖାନା’ର ଇସ୍ପାତ୍‌ ଜେନେରାଲ୍ ହସ୍ପିଟାଲ(ଆଇଜିଏଚ୍‌) ଠାରେ କୋଭିଡ୍‌-୧୯ ଚେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଲ୍ୟାବ୍‌ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ମଜବୁତ୍ କରିବ ବୋଲି କହିଛନ୍ତି…

୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସର,…

ଭୁବନେଶ୍ବର: ଆଜିଠୁ ସାରା ଦେଶରେ ଲାଗୁୁ ହୋଇଛି ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍। ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର କଟକଣାରୁ ବାଦ ପଡ଼ିଛି ଚାଷ କାର୍ଯ୍ୟ। ଏନେଇ ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ କହିଥିଲେ। ଏହି ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ଚାଷ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ…

ପାନୀୟ ଜଳ ସମସ୍ୟା ଦୂର ପାଇଁ ରାଜ୍ୟ…

ଭୁବନେଶ୍ବର: ବର୍ତ୍ତମାନ ସାରା ଦେଶରେ ଆରମ୍ଭ ହୋଇଛି ଗ୍ରୀଷ୍ମଋତୁ ବା ଖରାଦିନ। ବିଶେଷକରି ଏହି ଖରାଦିନ ମାନଙ୍କରେ ଜଳ ସଙ୍କଟ ଦେଖାଯାଇଥାଏ। ଏହାକୁ ନଜରରେ ରଖି ପାନ୍ୟଜଳ ସମସ୍ୟାର ସମାଧାନ ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ…

ରାମ ମନ୍ଦିର ପାଇଁ ପାଣ୍ଠି ଆଦାୟ ନାମରେ…

ଅଯୋଧ୍ୟା: ରାମ ଜନ୍ମଭୂମି ଟ୍ରଷ୍ଟ ଗଠନର ଦୁଇ ମାସ ବିତି ନଥିବା ବେଳେ ଏହି ମଉକାରେ ନିରୀହ ଶ୍ରଦ୍ଧାଳୁଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଠକ। ରାମ ମନ୍ଦିର ଅଯୋଧ୍ୟା ନାମରେ ଏକ ଟୁଇଟର ହାଣ୍ଡଲ ଖୋଲାଯିବା ସହ ଓ୍ବେବସାଇଟ୍‌ ତିଆରି କରି ଲୋକଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ…

ଓଡ଼ିଶାରେ କରୋନା ପଜିଟିଭ ହାର ଦେଶରେ…

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସରକାରଙ୍କର ସାମ୍ବାଦିକ ସମ୍ମିଳନୀ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ ହାର କମ୍ ରହିଛି। ଏହାର ଏକମାତ୍ର କାରଣ ହେଉଛି ଆମେ ଲକ୍‌ଡାଉନ୍ ନିୟମ ପାଳନ କରୁଛେ। ରାଜ୍ୟରେ ସଂକ୍ରମଣ ହାର ମାତ୍ର ୧.୦୮…

ମସଜିଦ୍‌ରେ ଲାଗୁ ହେବନାହିଁ ଲକ୍‌ଡାଉନ୍:…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପ୍ରମୁଖ ଖବରକାଗଜ ଡନ୍‌ର ରିପୋର୍ଟ ଅନୁସାରେ ଗତକାଲି ଦେଶର ପ୍ରମୁଖ ଉଲେମା ଓ ଧର୍ମଗୁରୁମାନଙ୍କ ସଭାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମସଜିଦ୍‌ରେ ଲକ୍‌ଡାଉନ୍‌ ନିୟମ ଲାଗୁ ହେବନାହିଁ ବୋଲି ଉଲେମାମାନଙ୍କର ସଂଘ କହିଥିବା ବେଳେ ଦୈନିକ ୫ ଥର ପ୍ରାର୍ଥନା ଓ…

ବିଶ୍ବରେ ୨୦ ଲକ୍ଷ କରୋନା ଆକ୍ରାନ୍ତ,…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି। ଏ ରିପୋର୍ଟ ଲେଖାହେବା ବେଳକୁ ବିଶ୍ବରେ ମୋଟ ୨୦ ଲକ୍ଷ ୮ ହଜାର ୧୬୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୧,୨୭,୧୫୨ ଜଣଙ୍କର ଅଦ୍ୟାବଧି ମୃତ୍ୟୁ ହୋଇ ସାରିଲାଣି। ଯଦି ହାରାହାରି…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌…

ନୂଆଦିଲ୍ଲୀ: କରୋନା ଭୂତାଣୁର ଔଷଦ ବୋଲି ଦାବି ହେଉଥିବା ରୋଗପ୍ରତିରୋଧକ ଶକ୍ତିସମ୍ପନ୍ନ ମ୍ୟାଲେରିଆ ବଟିକା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପାଇଁ ଭାରତକୁ ନିବେଦନ କରିଛି ପାକିସ୍ତାନ। ରିପୋର୍ଟ ଅନୁସାରେ ପୂର୍ବରୁ ଏହାର ଆମଦାନୀ ଉପରେ କଟକଣା ଲଗାଇଥିବା ପାକିସ୍ତାନ ଏବେ ଭାରତ ଠାରୁ ଏହି ଔଷଧ କିଣିବାକୁ…