Odisha Link
Bridging the Missing Links in Odisha
Daily Archives

April 15, 2020

ଆଜିଠୁ ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍:…

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍। ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ମୁତାବିକ ଆଜି କେନ୍ଦ୍ର ସରକାର ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଲକ୍‌ଡାଉନ୍ ସମୟରେ ସମସ୍ତ ପ୍ରକାର ପରିବହନ ସେବା ବନ୍ଦ ରହିବ ବୋଲି ଗାଇଡଲାଇନରେ…

କଳାହାଣ୍ଡି କୋଭିଡ୍‌ ହସ୍ପିଟାଲ ବୁଲିଲେ…

ଭବାନୀପାଟଣା: କଳାହାଣ୍ଡିରେ ନିର୍ମାଣାଧୀନ ଏକମାତ୍ର କୋଭିଡ୍-୧୯ ଡାକ୍ତରଖାନା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଓ ରାଜ୍ୟ ଉନ୍ନୟନ କମିଶନର୍‌ ସୁରେଶ ମହାପତ୍ର। ଆଜି ପୂର୍ବାହ୍ଣରେ ଭବାନୀପାଟଣାରେ ପହଞ୍ଚିଥିଲେ ଓଡ଼ିଶା ପ୍ରଶାସନର ଏହି ଦୁଇ ତୁଙ୍ଗ ଭାରତୀୟ…

ଏପ୍ରିଲ ୧୭: ନିରାଡମ୍ବର ଭାବେ ପାଳିତ ହେବ…

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ…

ଭାରତକୁ ୧୨,୦୦୦ କୋଟି ଟଙ୍କାର…

ଶୁଭ୍ରାଂଶୁ ପଣ୍ଡା ଗୋଟିଏ ପଟେ ଆମେରିକାକୁ ଜରୁରୀ ରୋଗପ୍ରତିରୋଧକ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇଦେବାକୁ ଭାରତ ରାଜି ହୋଇଥିବା ବେଳେ ଏଭଳି ଅବେଳରେ ଭାରତର ଯୁଦ୍ଧାସ୍ତ୍ର କ୍ରୟ ଅନୁରୋଧକୁ ଅନୁମୋଦନ କରିଛି ଆମେରିକା। ଭାରତ ଏ ନେଇ ପୂର୍ବରୁ ଆମେରିକାକୁ ଅନୁରୋଧ କରିଥିବା ବେଳେ ସୋମବାର (୧୩…