Odisha Link
Bridging the Missing Links in Odisha
Daily Archives

May 30, 2020

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ…

ଭୁବନେଶ୍ବର: ଆଜି ୫ଟା ୩୦ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ ୪କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ ବିଦେଶ…

ନୟାଗଡ଼: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ…

ନୟାଗଡ଼: ଆଜି ଅପରାହ୍ନ ୫ଟା ୩୦ ସମୟରେ ପ୍ରତି ଓଡ଼ିଆଙ୍କ ମୁହଁରେ ଗୁଞ୍ଜରୀତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଂଗୀତ। କରୋନା ମହାମାରୀ ମୁକାବିଲାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମସ୍ତ ଓଡ଼ିଆ ବନ୍ଦେ ଉତ୍କଳ ଜନନୀ…

ଜୁନ୍‌ ୩୦ ଯାଏଁ ବଢ଼ିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ପ୍ରତିହତ କରିବା ଦେଶରେ ଲାଗୁ ହେଲା ଲକ୍‌ଡାଉନ୍‌ ୫ । ଏଥିସହିତ ଲକ୍‌ଡାଉନ୍‌ ୫ର ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନ ଅନୁଯାୟୀ ଦେଶରେ ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଫିଟିବ। ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା…

ଅଖ୍ୟାତ ପଲ୍ଲୀରୁ ଆମେରିକା, ଓଡ଼ିଆ ଗାଇଲେ…

ଭୁବନେଶ୍ବର: ପୂର୍ବ ପ୍ରସ୍ତୁତି ସରିଥିଲା। ଅପେକ୍ଷା ଥିଲା ସେଇ ମୁହୂର୍ତ୍ତକୁ। ଓଡ଼ିଶାର ଅଖ୍ୟାତ ପଲ୍ଲୀ, ସହର ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ବାହାରେ ଯେଉଁଠି ଓଡ଼ିଆମାନେ ଅଛନ୍ତି ସଭିଏଁ ପ୍ରସ୍ତୁତ ହେଉଥିଲେ। ଭାରତୀୟ ସମୟ ଠିକ ୫ଟା ୩୦ରେ କୋଟି କୋଟି କଣ୍ଠରେ ଗୁଞ୍ଜରି ଉଠିଲା ଗୋଟିଏ କାଳଜୟୀ କବିତାର…

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ: ଆଗକୁ ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ…

ବିନା ଭକ୍ତରେ ରଥଯାତ୍ରା ହୋଇପାରିବ:…

ଭୁବନେଶ୍ବର: ଆଜି ସ୍ନାନ ଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜା କହିଛନ୍ତି ଯେ, ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ…

ରାଜ୍ୟ ସଂଗୀତକୁ ନେଇ ସରକାରଙ୍କ ଭ୍ରମ

କରୋନା ସଂକ୍ରମଣ ଭଳି କଠିନ ସମୟରେ, ଗଣମାଧ୍ୟମ ବ୍ୟବସାୟ ପ୍ରାୟ ଧରାଶାୟୀ ହୋଇ ଯାଇଥିବା ବେଳେ ସରକାରୀ ବିଜ୍ଞାପନ ସବୁ ଖବ ଖବରକାଗଜ ପାଇଁ କୋରାମିନ୍ ପାଲଟିଛି। ଆଜି ସେଭଳି ଗୋଟିଏ ବିଜ୍ଞାପନ ଓଡ଼ିଶାରେ ଖବରକାଗଜମାନଙ୍କର ପୃଷ୍ଠାମଣ୍ଡନ କରିଛି; ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡ଼ିଶାବାସୀଙ୍କୁ ନବୀନ…

ଆମେରିକା-WHO ସମ୍ପର୍କ ଛିନ୍ନ

ଓ୍ବାଶିଂଟନ୍: WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲା ଆମେରିକା। ଏଥିସହିତ WHOକୁ ଚୀନ ନିଜ…

କରୋନା: ଦିନକରେ ସର୍ବାଧିକ ୧୧ଶହ ଟପିଲା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୭୩ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

କରୋନା: ଆଜି ୧୮ଟି ଜିଲ୍ଲାରୁ ୯୬…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୮୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ…